ମୋରମ ଖାଦାନରେ ମାଟି ଅତଡ଼ା ଧସି ୩ ଶ୍ରମିକ ମୃତ

କେନ୍ଦୁଝର(ପ୍ରଣୟ ପାଣି): ମୋରମ ଖାଦାନରେ ଚାଲିଗଲା ୩ ଜଣ ଶ୍ରମିକଙ୍କ ଜୀବନ। ଜଣେ ମହିଳା ଶ୍ରମିକ ଗୁରୁତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ତୁଳସୀଚଉରା ଗାଁରେ ଘଟିଛି। ମୋରମ ଖାଦାନରେ ଟ୍ରାକ୍ଟରରେ ମାଟି ଲୋଡ୍ ଚାଲିଥିଲା। ଏହି ସମୟରେ ମାଟି ଅତଡ଼ା ଧସି ପଡ଼ିଥିଲା। ଫଳରେ ମାଟି ତଳେ ୪ ଜଣ ଚାପି ହୋଇ ଯାଇଥିଲେ। ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଟି ତଳୁ ରେଖା […]

land-slide-in-kpl

land-slide-in-kpl

Manoranjan Sial
  • Published: Saturday, 08 June 2019
  • Updated: 08 June 2019, 10:26 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): ମୋରମ ଖାଦାନରେ ଚାଲିଗଲା ୩ ଜଣ ଶ୍ରମିକଙ୍କ ଜୀବନ। ଜଣେ ମହିଳା ଶ୍ରମିକ ଗୁରୁତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ତୁଳସୀଚଉରା ଗାଁରେ ଘଟିଛି।

ମୋରମ ଖାଦାନରେ ଟ୍ରାକ୍ଟରରେ ମାଟି ଲୋଡ୍ ଚାଲିଥିଲା। ଏହି ସମୟରେ ମାଟି ଅତଡ଼ା ଧସି ପଡ଼ିଥିଲା। ଫଳରେ ମାଟି ତଳେ ୪ ଜଣ ଚାପି ହୋଇ ଯାଇଥିଲେ। ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଟି ତଳୁ ରେଖା ଦେହୁରୀ, ନିର ଜୁଆଙ୍ଗ ଓ କେଶବ ଜୁଆଙ୍ଗଙ୍କ ମୃତଦେହ ଉଦ୍ଧାର କରିଥିଲେ। ପାଟ ମନ୍ତ୍ରୀ ନାମକ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଏମାନେ ସମସ୍ତେ ତାଳପଦା ଗାଁର ବୋଲି ଜଣାପଡ଼ିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos