କଟକ ସହର ଓ ଭୁବନେଶ୍ୱରରୁ ଆଉ ୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନୂଆ ଚିହ୍ନଟ ୧୬୭ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୮ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ  ରାଜଧାନୀ  ଭୁବନେଶ୍ୱରରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କଟକ ଜିଲ୍ଲାରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ କଟକ ସହରର ବୋଲି ଜଣାଯାଇଛି।    ଭୁବନେଶ୍ୱରରୁ ଚିହ୍ନଟ ୨ ଜଣଙ୍କ ମଧ୍ୟରୁ ଜଣେ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ  ଆଉ ଗୋଟିଏ ଲୋକାଲ କେସ୍ ବୋଲି ବିଏମ୍‌ସି […]

india-corona

india-corona

Niharika Rout
  • Published: Tuesday, 23 June 2020
  • Updated: 23 June 2020, 02:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନୂଆ ଚିହ୍ନଟ ୧୬୭ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୮ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ  ରାଜଧାନୀ  ଭୁବନେଶ୍ୱରରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କଟକ ଜିଲ୍ଲାରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ କଟକ ସହରର ବୋଲି ଜଣାଯାଇଛି।   

ଭୁବନେଶ୍ୱରରୁ ଚିହ୍ନଟ ୨ ଜଣଙ୍କ ମଧ୍ୟରୁ ଜଣେ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ  ଆଉ ଗୋଟିଏ ଲୋକାଲ କେସ୍ ବୋଲି ବିଏମ୍‌ସି ପକ୍ଷରୁ ଟ୍ୱିଟ କରାଯାଇଛି।

କ୍ୱାରେଣ୍ଟାଇନ୍‌ରେ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ଘର ଜୟଦେବ ବିହାରରେ ହୋଇଥିବା ବେଳେ ତାଙ୍କ ବୟସ ୩୯। ସେହିପରି ଲୋକାଲ କେସ୍ ଚିହ୍ନଟ ବ୍ୟକ୍ତିଙ୍କ ଘର  ୱାର୍ଡ ନଂ୨୬ ଶରନପାଲି ଅଞ୍ଚଳରେ ଓ ବୟସ ୩୦ ବର୍ଷ । ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେହିପରି , କଟକର ଝାଞ୍ଜିରିମଙ୍ଗଳା ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଯୁବକ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୨୩ ବର୍ଷୀୟ ଯୁବକ ନିକଟରେ ଚେନ୍ନାଇରୁ ଫେରିଥିଲେ। ତେବେ ସେ କ୍ୱାରେଣ୍ଟାଇନ୍‌ରେ ଥିଲେ ନା ଘରେ ଥିଲେ ସେ ସମ୍ପର୍କରେ କିଛି ଉଲ୍ଲେଖ କରାଯାଇ ନାହିଁ।  ଏହାବ୍ୟତୀତ କଟକ ମହାନଦୀ ବିହାର ଅଞ୍ଚଳର ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story