ବଜ୍ରପାତରେ ଟଳି ପଡ଼ିଲେ ଭାଇଭଉଣୀ ଓ ଟ୍ରାକ୍ଟର ଚାଳକ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଜମିରେ ବିହନ ବୁଣୁଥିବା ସମୟରେ ଘଟିଲା ବଜ୍ରାଘାତ। ସେହି ଜମିରେ ଟଳିପଡ଼ିଲେ ଭାଇଭଉଣୀଙ୍କ ସମେତ ଟ୍ରାକ୍ଟର ଚାଳକ। ଏଭଳି ହୃଦୟବିଦାରକ ଘଟଣା ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ ଘଟିଛି।  ଆଜି ଅପରାହ୍ନରେ ରାଇଘର ବ୍ଲକ୍‌ ମୁଣ୍ଡିବେଡ଼ା ପଞ୍ଚାୟତ ପାତ୍ରିମାଲ ଗାଁର ରାୟମଣୀ ଗଣ୍ଡ ନିଜ ଚାଷ ଜମିରେ ହଳ କରିବା ପାଇଁ ପଡ଼ୋଶୀ ଖରକାରପାରା ଗ୍ରାମରୁ ଏକ ଟ୍ରାକ୍ଟର ଭଡ଼ାରେ ଆଣିଥିଲେ। ତାଙ୍କୁ କାମରେ ସହଯୋଗ କରିବାକୁ ତାଙ୍କ ଭାଇ ଜନ […]

Raighar

Raighar

Manoranjan Sial
  • Published: Monday, 13 June 2022
  • Updated: 13 June 2022, 08:41 PM IST

Sports

Latest News

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଜମିରେ ବିହନ ବୁଣୁଥିବା ସମୟରେ ଘଟିଲା ବଜ୍ରାଘାତ। ସେହି ଜମିରେ ଟଳିପଡ଼ିଲେ ଭାଇଭଉଣୀଙ୍କ ସମେତ ଟ୍ରାକ୍ଟର ଚାଳକ। ଏଭଳି ହୃଦୟବିଦାରକ ଘଟଣା ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ ଘଟିଛି। 

ଆଜି ଅପରାହ୍ନରେ ରାଇଘର ବ୍ଲକ୍‌ ମୁଣ୍ଡିବେଡ଼ା ପଞ୍ଚାୟତ ପାତ୍ରିମାଲ ଗାଁର ରାୟମଣୀ ଗଣ୍ଡ ନିଜ ଚାଷ ଜମିରେ ହଳ କରିବା ପାଇଁ ପଡ଼ୋଶୀ ଖରକାରପାରା ଗ୍ରାମରୁ ଏକ ଟ୍ରାକ୍ଟର ଭଡ଼ାରେ ଆଣିଥିଲେ। ତାଙ୍କୁ କାମରେ ସହଯୋଗ କରିବାକୁ ତାଙ୍କ ଭାଇ ଜନ ସିଂ ଅଣ୍ଟି ଛତିଶଗଡ଼ରୁ ଆସିଥିଲେ। ସେମାନେ ହଳ ଧରି ଧାନ ବୁଣୁଥିବା ବେଳେ ବଜ୍ରାଘାତ ହୋଇଥିଲା।  ଫଳରେ ଘଟଣାସ୍ଥଳରେ ଜମି ମାଲିକ ରାୟମଣୀ ଗଣ୍ଡ ଓ ତାଙ୍କ ଭାଇ ଜନସିଂ ଅଣ୍ଟିଙ୍କ ସମେତ ଟ୍ରାକ୍ଟର ଡ୍ରାଇଭର୍ ଅମରୁ ନାୟକଙ୍କ ମୃତ୍ୟୁ ଘଟିଥିଲା।

ପାତ୍ରିମାଲ ଗାଁଟି ନକ୍ସଲ ପ୍ରବଣ ଅଞ୍ଚଳରେ ଥିବାରୁ ଘଟଣା ସ୍ଥଳକୁ ଯିବା ରାଇଘର ଥାନା ପୁଲିସ ପାଇଁ କାଠିକର ପାଠ ହୋଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ପୁଲିସ ସେଠାକୁ ଯାଇପାରି ନାହିଁ।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ରାଇଘର ଥାନା ଅଞ୍ଚଳର ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ପରେ ବର୍ଷିବା ସହିତ ଘଡ଼ଘଡ଼ି ଓ ବିଜୁଳି ମାରିଥିଲା। ବିଲରେ କାମ କରୁଥିବା ଚାଷୀମାନେ ଯିଏ ଯେଉଁଆଡେ ପାରିଲେ ଜୀବନ ବିକଳରେ ଧାଇଁ ପଳାଇ ଯାଇଥିଲେ। ହେଲେ ରାୟମଣୀ, ତାଙ୍କ ଭାଇ ଓ ଟ୍ରାକ୍ଟର ଚାଳକ ଆସି ନପାରିବାରୁ ବଜ୍ରପାତରେ ପ୍ରାଣ ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story