ପୁଣି ଅଜଣା ଜନ୍ତୁ ମାରିଲା ୩ ମେଣ୍ଢା

କଟକ: କଟକ ନିଆଳିରେ ଥମୁନି ଅଜଣା ଜନ୍ତୁ ଆତଙ୍କ। ଗତକାଲି ରାତିରେ କାଳିଆଘାଇ ଘୋଡ଼ାଟିକିଲି ଗାଁରେ ୩ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ଅଜଣା ଜନ୍ତୁ ଆକ୍ରମଣରେଏହି  ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଗତ ୩ ତାରିଖରେ ବି ଉକ୍ତ ଅଞ୍ଚଳରେ ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା।

Ordigital Desk
• Published: Wednesday, 06 December 2017
• Updated: 06 December 2017, 12:19 PM IST

Sports

Latest News

କଟକ: କଟକ ନିଆଳିରେ ଥମୁନି ଅଜଣା ଜନ୍ତୁ ଆତଙ୍କ। ଗତକାଲି ରାତିରେ କାଳିଆଘାଇ ଘୋଡ଼ାଟିକିଲି ଗାଁରେ ୩ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ଅଜଣା ଜନ୍ତୁ ଆକ୍ରମଣରେଏହି  ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଗତ ୩ ତାରିଖରେ ବି ଉକ୍ତ ଅଞ୍ଚଳରେ ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos