ରାସ୍ତା କଡ଼କୁ ଓଲଟି ପଡ଼ିଲା ବସ୍; ୩୦ ଆହତ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ନିକଟରେ ଏକ ବସ୍‌ ରାସ୍ତା କଡ଼କୁ ଓଲଟି ପଡ଼ିବାରୁ ୩୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି। ସେମାନଙ୍କୁ ଗୋବିନ୍ଦପାଲି, ମାଥିଲି, ଖଇରପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି। ଜୟପୁରାଠାରୁ ଜାନବାଇ ଅଭିମୁଖେ ଯିବାବେଳେ ‘ମହାବାହୁ’ ନାମକ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୫୦ରୁ ଅଧିକ ଯାତ୍ରୀ ଥିଲେ। ଆହତ ଯାତ୍ରୀଙ୍କୁ ପ୍ରଥମେ ବିଏସ୍ଏଫ୍ ଯବାନମାନେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ।

malkangiri

malkangiri

Tapaswini Nayak
  • Published: Monday, 15 October 2018
  • Updated: 15 October 2018, 11:06 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ନିକଟରେ ଏକ ବସ୍‌ ରାସ୍ତା କଡ଼କୁ ଓଲଟି ପଡ଼ିବାରୁ ୩୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି। ସେମାନଙ୍କୁ ଗୋବିନ୍ଦପାଲି, ମାଥିଲି, ଖଇରପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି।

ଜୟପୁରାଠାରୁ ଜାନବାଇ ଅଭିମୁଖେ ଯିବାବେଳେ ‘ମହାବାହୁ’ ନାମକ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୫୦ରୁ ଅଧିକ ଯାତ୍ରୀ ଥିଲେ। ଆହତ ଯାତ୍ରୀଙ୍କୁ ପ୍ରଥମେ ବିଏସ୍ଏଫ୍ ଯବାନମାନେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ।

https://youtu.be/TJOOSPMp8tw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story