୩୨ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଜିଂ(ଅନ୍ତିମ କୁମାର ପାଣିଗ୍ରାହୀ): ବ୍ୟାପକ ସଚେତନତା ସତ୍ତ୍ୱେ ବଲାଙ୍ଗିର ଜିଲ୍ଲାରେ ବେଆଇନ ଦାଦନ ଚାଲାଣ କମିବା ନାଁ ଧରୁନି । ବେଆଇନ ଭାବେ ଦାଦନ ଚାଲାଣ ସମୟରେ ଆଜି ସକାଳୁ ସକାଳୁ ତୁରେକେଲା ରେଲୱେ ଷ୍ଟେସନରୁ ୩୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ତୁରେକେଲା ପୁଲିସ୍‌। ସମସ୍ତ ଉଦ୍ଧାର ଦାଦନ ଶ୍ରମିକ ବେଳପଡା ବ୍ଲକର ବୋଲି ଜଣା ପଡିଛି। ସେମାନଙ୍କ ମଧ୍ୟରେ ୧୪ ଜଣ ଶିଶୁ ଥିବା ଜଣାଯାଇଛି।  ତେବେ ଉଦ୍ଧାର ଶ୍ରମିକଙ୍କୁ କିଏ, କେଉଁଠିକୁ […]

kantabanji

kantabanji

Niharika Rout
  • Published: Thursday, 12 December 2019
  • Updated: 12 December 2019, 09:00 AM IST

Sports

Latest News

କଣ୍ଟାବାଜିଂ(ଅନ୍ତିମ କୁମାର ପାଣିଗ୍ରାହୀ): ବ୍ୟାପକ ସଚେତନତା ସତ୍ତ୍ୱେ ବଲାଙ୍ଗିର ଜିଲ୍ଲାରେ ବେଆଇନ ଦାଦନ ଚାଲାଣ କମିବା ନାଁ ଧରୁନି । ବେଆଇନ ଭାବେ ଦାଦନ ଚାଲାଣ ସମୟରେ ଆଜି ସକାଳୁ ସକାଳୁ ତୁରେକେଲା ରେଲୱେ ଷ୍ଟେସନରୁ ୩୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ତୁରେକେଲା ପୁଲିସ୍‌।

ସମସ୍ତ ଉଦ୍ଧାର ଦାଦନ ଶ୍ରମିକ ବେଳପଡା ବ୍ଲକର ବୋଲି ଜଣା ପଡିଛି। ସେମାନଙ୍କ ମଧ୍ୟରେ ୧୪ ଜଣ ଶିଶୁ ଥିବା ଜଣାଯାଇଛି।  ତେବେ ଉଦ୍ଧାର ଶ୍ରମିକଙ୍କୁ କିଏ, କେଉଁଠିକୁ ଚାଲାଣ କରୁଥିଲା ତାହା ସ୍ପଷ୍ଟ ହୋଇନାହିଁ। ଶ୍ରମିକମାନେ  ପଞ୍ଜିକୃତ ହେଇଛନ୍ତି ନା ନାହିଁ , ଏ ନେଇ ପୋଲିସ ତଦନ୍ତ ଜାରୀ ରଖିଛି।

ଗତକାଲି କଣ୍ଟାବାଜିଂ ରେଲୱେ ଷ୍ଟେସନରୁ ୧୬ ଦାଦନ ଶ୍ରମିକ ଉଦ୍ଧାର ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story