ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ନୂଆ ୩୫୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୧୬୧ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ୧୩୮୨ ଟି ହେଉଛି ଲୋକାଲ୍ କେସ୍।
ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ ବେକାବୁ ହେବାକୁ ବସିଲାଣି କରୋନା ସ୍ଥିତି। ଖୋର୍ଦ୍ଧା ଜିଲ୍ଲାରେ ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ ପାର୍ କରିଥିବା ବେଳେ ଆଜି ମଧ୍ୟ ସମାନ ସ୍ଥିତି ଲାଗି ରହିଛି। ଗତକାଲି ଏହି ଜିଲ୍ଲାରୁ ୮୫୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଚିହ୍ନଟ ହୋଇଛନ୍ତି ୮୭୮। ଏହାବ୍ୟତୀତ ମୟରଭଞ୍ଜ ଜିଲ୍ଲାରୁ ୩୨୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୨୯୫, ବରଗଡ଼ରୁ ୨୭୪, ଯାଜପୁରରୁ ୨୦୬, ବାଲେଶ୍ୱରରୁ ୧୫୩, ଗଞ୍ଜାମରୁ ୧୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 4th September
New Positives Cases: 3543
In quarantine: 2161
Local contacts: 1382(Details of local contacts will be shared by concerned Dist Administration)
District Wise Cases
1. Angul: 68
2. Balasore: 153
3. Bargarh: 274
4. Bhadrak: 50
5. Balangir: 37— I & PR Department, Odisha (@IPR_Odisha) September 5, 2020
6. Boudh: 67
7. Cuttack: 295
8. Deogarh: 4
9. Dhenkanal: 69
10. Gajapati: 29
11. Ganjam: 102
12. Jagatsinghpur: 85
13. Jajpur: 206
14. Jharsuguda: 87
15. Kalahandi: 37
16. Kandhamal: 38
17. Kendrapada: 48
18. Keonjhar: 44
19. Khurda: 878
20. Koraput: 90
21. Malkangiri: 25— I & PR Department, Odisha (@IPR_Odisha) September 5, 2020
22. Mayurbhanj: 326
23. Nawarangpur: 33
24. Nayagarh: 34
25. Nuapada: 98
26. Puri: 61
27. Rayagada: 67
28. Sambalpur: 83
29. Sonepur: 99
30. Sundargarh: 56New Recoveries: 2980
Cumulative Tested: 2048008
Positive: 120221
Recovered: 90331
Active Cases: 29299— I & PR Department, Odisha (@IPR_Odisha) September 5, 2020
ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୦୨୨୧ରେ ପହଞ୍ଚିଥିବା ବେଳେ ୨୯,୨୯୯ ଆକ୍ଟିଭ କେସ୍ ରହିଛି। ରାଜ୍ୟରେ ୯୦, ୩୩୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଥିବା ବେଳେ ୫୩୮ଜଣ ଆଖି ବୁଜି ସାରିଲେଣି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।