୩୮ ଗ୍ରାମ୍‌ ବ୍ରାଉନସୁଗର ଜବତ; ୨ ଗିରଫ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ମାର୍କଣ୍ଡପୁର ଓ କଲେଜ ଛକ ଅଞ୍ଚଳରୁ ୩୮ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫଦ୍ୱୟଙ୍କ ନାଁ ଦୀପକ କୁମାର ଦାସ  ଓ ରବୀନ୍ଦ୍ର ନାଥ ଭୋଇ। ଗତକାଲି ରାତିରେ କଟକ ଅବକାରୀ ଫ୍ଲାଇଙ୍ଗ‌ ସ୍କ୍ୱାଡ‌,ଜଗତସିଂହପୁର ଅବକାରୀ ବିଭାଗ ଏବଂ ସ୍ଥାନୀୟ ପୁଲିସ୍‌ ତରଫରୁ ଏହି ଚଢ଼ଉ କରାଯାଇଥିଲା। ଗତ ୭ ତାରିଖରେ କଟକ ଅବକାରୀ ଗୁଇନ୍ଦା ବିଭାଗ ଦୀପକଙ୍କଠାରୁ […]

arrest

arrest

Jyoshna Pradhan
  • Published: Friday, 03 January 2020
  • Updated: 03 January 2020, 02:41 PM IST

Sports

Latest News

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ମାର୍କଣ୍ଡପୁର ଓ କଲେଜ ଛକ ଅଞ୍ଚଳରୁ ୩୮ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫଦ୍ୱୟଙ୍କ ନାଁ ଦୀପକ କୁମାର ଦାସ  ଓ ରବୀନ୍ଦ୍ର ନାଥ ଭୋଇ। ଗତକାଲି ରାତିରେ କଟକ ଅବକାରୀ ଫ୍ଲାଇଙ୍ଗ‌ ସ୍କ୍ୱାଡ‌,ଜଗତସିଂହପୁର ଅବକାରୀ ବିଭାଗ ଏବଂ ସ୍ଥାନୀୟ ପୁଲିସ୍‌ ତରଫରୁ ଏହି ଚଢ଼ଉ କରାଯାଇଥିଲା।

ଗତ ୭ ତାରିଖରେ କଟକ ଅବକାରୀ ଗୁଇନ୍ଦା ବିଭାଗ ଦୀପକଙ୍କଠାରୁ ୭୫ ଗ୍ରାମ୍‌ ବ୍ରାଉନସୁଗର ଜବତ କରି ଗିରଫ କରିଥିଲା। ହେଲେ ସେ ବେଲ୍‌ରେ ଆସି ପୁଣି ବ୍ରାଉନସୁଗର ବେପାର କରୁଥିଲେ। ଗତକାଲି ତାଙ୍କୁ ପୁଣି ଗିରଫ କରାଯାଇଛି। ରବୀନ୍ଦ୍ର ମଧ୍ୟ ଦୀର୍ଘଦିନ ହେବ ବ୍ରାଉନସୁଗର ବ୍ୟବସାୟ କରି ଆସୁଥିବା ଅବକାରୀ ବିଭାଗ ପାଖରେ ସୂଚନା ଥିଲା। ଦୀପକ ଓ ରବୀନ୍ଦ୍ରଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା ବୋଲି ଜିଲ୍ଲା ଅବକାରୀ ଅଧୀକ୍ଷକ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story