ବଳଧିଆମାଲ ଗାଁରେ ହଇଜା ଆତଙ୍କ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ବଳଧିଆମାଲ ଗାଁରେ ହଇଜା ଆତଙ୍କ ଦେଖାଯାଇଛି। ଗତ ୫ ଦିନରେ ଏଠାରେ ହଇଜାରେ ୩୯ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ଅବସ୍ଥା ଏବେ ଭଲ ଅଛି। ସେହିଭଳି ଆଉ ୯ ଜଣ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଅନ୍ୟମାନେ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ସେମାନଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରି ଦିଆଯାଇଛି […]

diarrheaattack

diarrheaattack

Jitendra Garnayak
  • Published: Thursday, 10 January 2019
  • Updated: 10 January 2019, 09:47 AM IST

Sports

Latest News

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ବଳଧିଆମାଲ ଗାଁରେ ହଇଜା ଆତଙ୍କ ଦେଖାଯାଇଛି। ଗତ ୫ ଦିନରେ ଏଠାରେ ହଇଜାରେ ୩୯ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ଅବସ୍ଥା ଏବେ ଭଲ ଅଛି। ସେହିଭଳି ଆଉ ୯ ଜଣ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଅନ୍ୟମାନେ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ସେମାନଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରି ଦିଆଯାଇଛି ବୋଲି କଳାହାଣ୍ଡି ଏଡିଏମ୍‌ଓ ଅଶୋକ ଦାସ କହିଛନ୍ତି।

ଏଡିଏମ୍‌ଓ କହିଛନ୍ତି, ଏଇଟା କଲେରା ନୁହେଁ। ଷ୍ଟୁଲ୍ (ମଳ) ପରୀକ୍ଷାରୁ ଜଣାପଡ଼ିଛି ଯେ ଇକୋଲାଇ ନାମକ ଏକ ବ୍ୟାକ୍ଟେରିଆ ଇନ୍‌ଫେକ୍ସନ୍ ଯୋଗୁ ଲୋକେ ଡାଇରିଆରେ ପଡ଼ିଥିଲେ। ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି।

ଡାକ୍ତର ଦାସ କହିଛନ୍ତି, ଖାଦ୍ୟ ଓ ପାଣି ସଂକ୍ରମିତ ହେଲେ ସାଧାରଣତଃ ଡାଇରିଆ ହୋଇଥାଏ। ପାଣିର ନମୁନା ବି ପରୀକ୍ଷା ପାଇଁ ପଠାଯାଇଛି। ତିନୋଟି ସ୍ୱାସ୍ଥ୍ୟ ଟିମ୍ ବଳଧିଆମାଳରେ ଅଛନ୍ତି ଓ ସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି।

dharmagadaଅନ୍ୟପକ୍ଷରେ ହଇଜା ଆତଙ୍କ ଖବର ପାଇବା ପରେ ଆମର ଏକ ଟିମ୍ ସେଠାକୁ ଯାଇଥିଲା। ଗାଁର ପରିମଳ ବ୍ୟବସ୍ଥା ପୂରା ବିଗିଡ଼ି ଯାଇଥିବା ଆମ ଟିମ୍ ଦେଖିବାକୁ ପାଇଥିଲା। ନାଳନର୍ଦ୍ଦମାଗୁଡ଼ିକ ସଫା ହେଉନି। ସେଥିରେ ଅଳିଆ,ଆବର୍ଜନା ସହିତ ପାଣି ଭରି ରହିଛି। ସେହିପରି ସପ୍ଲାଏ ପାଣି ପଏଣ୍ଟଗୁଡ଼ିକରେ ନର୍ଦ୍ଦମା ଜଳ ଜମି ରହୁଛି। କେଉଁଠି ନା କେଉଁଠି ନର୍ଦ୍ଦମା ପାଣି ପାଇପ୍‌ରେ ପଶିଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ଡାଇରିଆ ବ୍ୟାପିବା ପରେ ପାଇପ୍‌ ଯୋଗେ ଜଳ ଯୋଗାଣ ବନ୍ଦ କରି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story