ତୃତୀୟ ଦିନରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ; ଘଷିପୁରାରେ ୪ ଅଟକ,ମହାକାଳପଡ଼ା ଥାନାରେ ୧୨ ଜଣଙ୍କ ନାଁରେ ଏତଲା

ଭୁବନେଶ୍ୱର: ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ପକ୍ଷରୁ କର୍ମଚାରୀଙ୍କ ଉପରେ ଏସ୍‌ମା ଲାଗୁ ସତ୍ତ୍ୱେ ଏହି ଧର୍ମଘଟ ଜାରି ରହିଛି। ୭ ଦଫା ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନରୁ ହଟିବେ ନାହିଁ ବୋଲି କର୍ମଚାରୀମାନେ ଜିଦ୍ ଧରିଛନ୍ତି। ଅନ୍ୟପକ୍ଷରେ ଆନ୍ଦୋଳନକାରୀ କର୍ମଚାରୀଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି। ଘଷିପୁରା ଥାନାରେ ଆଜି ୪ ଆମ୍ୱୁଲାନ୍ସ କର୍ମଚାରୀଙ୍କୁ ପୋଲିସ୍‌ ଅଟକ ରଖିଥିବା ବେଳେ […]

ambulance

ambulance

Rakesh Mallick
  • Published: Sunday, 20 March 2016
  • Updated: 20 March 2016, 09:30 AM IST

Sports

Latest News

ଭୁବନେଶ୍ୱର: ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ପକ୍ଷରୁ କର୍ମଚାରୀଙ୍କ ଉପରେ ଏସ୍‌ମା ଲାଗୁ ସତ୍ତ୍ୱେ ଏହି ଧର୍ମଘଟ ଜାରି ରହିଛି। ୭ ଦଫା ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନରୁ ହଟିବେ ନାହିଁ ବୋଲି କର୍ମଚାରୀମାନେ ଜିଦ୍ ଧରିଛନ୍ତି।

ଅନ୍ୟପକ୍ଷରେ ଆନ୍ଦୋଳନକାରୀ କର୍ମଚାରୀଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି। ଘଷିପୁରା ଥାନାରେ ଆଜି ୪ ଆମ୍ୱୁଲାନ୍ସ କର୍ମଚାରୀଙ୍କୁ ପୋଲିସ୍‌ ଅଟକ ରଖିଥିବା ବେଳେ ମହାକାଳପଡ଼ା ଥାନାରେ ୧୨ ଜଣ ଆନ୍ଦୋଳନକାରୀଙ୍କ ବିରୋଧରେ ଏତଲା ଦିଆଯାଇଛି। ସେହିପରି ବଲାଙ୍ଗିରରେ ୨ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି।

କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ କିଛି ଜିଲ୍ଲାରେ ରୋଗୀ ସେବା ପ୍ରଭାବିତ ହୋଇଛି। ଆବଶ୍ୟକ ପଡ଼ିଲେ ପୋଲିସର ସହାୟତା ନେଇ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ନିଯୁକ୍ତ ଅସ୍ଥାୟୀ କର୍ମଚାରୀଙ୍କ ମାଧ୍ୟମରେ ରୋଗୀଙ୍କୁ ସେବା ଯୋଗାଇ ଦେବାକୁ ସ୍ଥିର ହୋଇଛି।

ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି,” ରୋଗୀ ସେବା କିପରି ବ୍ୟାହତ ନ ହେବ ସେଥିପାଇଁ  ବିକଳ୍ପ ବ୍ୟବସ୍ଥା କରାଯାଇଛି। ଯେଉଁମାନେ ରୋଗୀ ସେବାରେ ବ୍ୟାହତ କରିବେ ସେମାନଙ୍କ ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରୋଗୀଙ୍କ ସେବା କ୍ଷେତ୍ରରେ କାହାରି ଧମକ ଚମକ ଶୁଣାଯିବ ନାହିଁ। ଆମ୍ୱୁଲାନ୍ସ କିପରି ଚାଲିବ ଏହି ଦାୟିତ୍ୱ ସମସ୍ତଙ୍କର।”

ସେହିପରି ସଂଘ ସଭାପତି ମନୋଜ ସାହୁ କହିଛନ୍ତି,“ ୭ ଦଫା ଦାବି ମଧ୍ୟରୁ  ମୁଖ୍ୟତଃ ୨ଟି  ମୁଖ୍ୟ ଦାବି ପୂରଣ କରା ନ ଗଲେ ସମୂହ ଇସ୍ତଫା ଦିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story