ଜବରଦଖଲ ଯୋଗୁ ରାଉରକେଲା-ଝାରସୁଗୁଡ଼ା ରେଳଲାଇନ ନିର୍ମାଣ ଅଟକିଛି : ରେଳ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜମି ଜବରଦଖଲ ଯୋଗୁ ରାଉରକେଲା-ଝାରସୁଗୁଡ଼ା ମଧ୍ୟରେ ତୃତୀୟ ରେଳ ଲାଇନ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏହି ଜବରଦଖଲ ହଟାଇବା ପାଇଁ ରାଜ୍ୟ ସରକାରଙ୍କୁ ମଧ୍ୟ ଅବଗତ କରାଯାଇଛି ବୋଲି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି। ଆଜି ସଂସଦରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଶ୍ରୀ ଗୋଏଲ କହିଛନ୍ତି ଯେ, ରାଉରକେଲା-ଝାରସୁଗୁଡ଼ା ମଧ୍ୟରେ ୧୦୧କିମି ବିଶିଷ୍ଟ ତୃତୀୟ ରେଳପଥ ନିର୍ମାଣ ପ୍ରସ୍ତାବକୁ ୨୦୧୫-୧୬ ଆର୍ଥିକ ବର୍ଷରେ […]

rail,,,00

rail,,,00

Manoranjan Sial
  • Published: Thursday, 21 November 2019
  • Updated: 21 November 2019, 09:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜମି ଜବରଦଖଲ ଯୋଗୁ ରାଉରକେଲା-ଝାରସୁଗୁଡ଼ା ମଧ୍ୟରେ ତୃତୀୟ ରେଳ ଲାଇନ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏହି ଜବରଦଖଲ ହଟାଇବା ପାଇଁ ରାଜ୍ୟ ସରକାରଙ୍କୁ ମଧ୍ୟ ଅବଗତ କରାଯାଇଛି ବୋଲି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି।

ଆଜି ସଂସଦରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଶ୍ରୀ ଗୋଏଲ କହିଛନ୍ତି ଯେ, ରାଉରକେଲା-ଝାରସୁଗୁଡ଼ା ମଧ୍ୟରେ ୧୦୧କିମି ବିଶିଷ୍ଟ ତୃତୀୟ ରେଳପଥ ନିର୍ମାଣ ପ୍ରସ୍ତାବକୁ ୨୦୧୫-୧୬ ଆର୍ଥିକ ବର୍ଷରେ ଅନୁମୋଦନ କରାଯାଇଥିଲା। ଏବେ ଏହି ରେଳପଥର ନିର୍ମାଣ ଅଟକଳ ୧୩୧୨.୯୭ କୋଟି ଟଙ୍କାରେ ପହଞ୍ôଚଛି। ୨୦୧୯ ମାର୍ଚ୍ଚ ମାସ ସୁଦ୍ଧା ଏହି ରେଳପଥ ନିର୍ମାଣ ପାଇଁ ୪୫୩.୯୪ କୋଟି ଟଙ୍କା ବ୍ୟୟ କରାଯାଇଛିି। ୨୦୧୯-୨୦ ଆର୍ଥିକ ବର୍ଷରେ ଏହି ରେଳ ଲାଇନ ପାଇଁ ମଧ୍ୟ ୧୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମାତ୍ର ଏହି ରେଳଲାଇନର ରାଉରକେଲା-ପାନପୋଷ ଖଣ୍ଡରେ ବ୍ୟାପକ ଜବରଦଖଲ ଯୋଗୁ ନିର୍ମାଣ କାର୍ଯ୍ୟ ଗୁରୁତର ବାଧାପ୍ରାପ୍ତ ହୋଇଛି ଏବଂ ପ୍ରକଳ୍ପ ଝୁଲା ଅବସ୍ଥାରେ ରହିଛି।
ଏହି ଅଞ୍ଚଳରେ ୮୦୧ଟି ଜମିକୁ ୪୭୪ଟି ପରିବାର ଜବରଦଖଲରେ ରଖିଛନ୍ତି। ଏହି ପରିବାରରେ ପ୍ରାୟ ୪ହଜାର ଲୋକ ଅଛନ୍ତି। ଏହି ଜମି ରେଳବିଭାଗ ହୋଇଥିଲେ ମଧ୍ୟ

ଜବରଦଖଲକାରୀମାନେ ଏହାକୁ ବେଆଇନ ଭାବେ ଦଖଲରେ ରଖିଛନ୍ତି। ଜବରଦଖଲ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇସାରିଛି। ଏହି ଜବରଦଖଲକାରୀଙ୍କୁ ଥଇଥାନ ପାଇଁ ମଧ୍ୟ ରେଳ ମନ୍ତ୍ରଣାଳୟର କୌଣସି ଯୋଜନା ନାହିଁ ବୋଲି ଶ୍ରୀ ଗୋଏଲ ସ୍ପଷ୍ଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story