ଭୁବନେଶ୍ୱର ଏମ୍‌ସର ୪ ଡାକ୍ତରଙ୍କୁ କରୋନା  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଲଢ଼େଇରେ ଆଗ ଧାଡିର ଯୋଦ୍ଧା ହେଉଛନ୍ତି ଡାକ୍ତର। ପର୍ଯ୍ୟାପ୍ତ ବ୍ୟବସ୍ଥା ସତ୍ତ୍ୱେ ଆଜି ସେମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି। ବ୍ରହ୍ମପୁର, ନୟାଗଡ଼ ପରେ ଆଜି ଭୁବନେଶ୍ୱର ଏମ୍‌ସର ୪ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୪ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ଜରୀ, ପାଥୋଲୋଜି ଓ ଫାର୍ମାକୋଲୋଜିର ୩ ସିନିୟର ରେସିଡେଣ୍ଟ ଡାକ୍ତର। ଅନ୍ୟ ଜଣେ ଜୁନିୟର ରେସିଡେଣ୍ଟ ଡାକ୍ତର। ଏନେଇ ଏମ୍‌ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି ସୂଚନା ଦେଇଛନ୍ତି। ଭୁବନେଶ୍ୱର ଏମ୍‌ସରେ ୨୪ ଜଣଙ୍କ […]

AIIMs

AIIMs

Manoranjan Sial
  • Published: Tuesday, 09 June 2020
  • Updated: 09 June 2020, 07:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଲଢ଼େଇରେ ଆଗ ଧାଡିର ଯୋଦ୍ଧା ହେଉଛନ୍ତି ଡାକ୍ତର। ପର୍ଯ୍ୟାପ୍ତ ବ୍ୟବସ୍ଥା ସତ୍ତ୍ୱେ ଆଜି ସେମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି। ବ୍ରହ୍ମପୁର, ନୟାଗଡ଼ ପରେ ଆଜି ଭୁବନେଶ୍ୱର ଏମ୍‌ସର ୪ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୪ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ଜରୀ, ପାଥୋଲୋଜି ଓ ଫାର୍ମାକୋଲୋଜିର ୩ ସିନିୟର ରେସିଡେଣ୍ଟ ଡାକ୍ତର। ଅନ୍ୟ ଜଣେ ଜୁନିୟର ରେସିଡେଣ୍ଟ ଡାକ୍ତର। ଏନେଇ ଏମ୍‌ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି ସୂଚନା ଦେଇଛନ୍ତି।

ଭୁବନେଶ୍ୱର ଏମ୍‌ସରେ ୨୪ ଜଣଙ୍କ ରକ୍ତ ଓ ସ୍ୱାବ ଟେଷ୍ଟ କରାଯାଇଥିଲା। ଟେଷ୍ଟ ରିପୋର୍ଟରେ ୩ ଜଣ ସିନିୟର୍‌ ରେସିଡେଣ୍ଟ ଡାକ୍ତରଙ୍କୁ କରୋନା ହୋଇଥିବା ସ୍ପଷ୍ଟ ହୋଇଥିଲା। ସେମାନଙ୍କ ସଂସ୍ପର୍ଶରେ ଆସି ଆଉ ଜଣେ ଜୁନିୟର ରେସିଡେଣ୍ଟ ଡାକ୍ତର ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ୩ ସିନିୟର ରେସିଡେଣ୍ଟ ଡାକ୍ତର ଏକାଠି ଗୋଟିଏ ଆପାର୍ଟମେଣ୍ଟରେ ରହୁଥିଲେ। ଉକ୍ତ ଆପାର୍ଟମେଣ୍ଟଟି କଣ୍ଟେଣ୍ଟମେଣ୍ଟ ଜୋନ୍‌ରେ ରହିଥିଲା। ସେହିଠାରେ ସେମାନଙ୍କୁ କରୋନା ହୋଇଥିବା ସନ୍ଦେହ କରାଯାଉଛି। ଏହା ପରେ ଉକ୍ତ ଅଞ୍ଚଳକୁ ସାନିଟାଇଜ୍‌ କରାଯାଇଛି। କରୋନାରେ ଆକ୍ରାନ୍ତ ହୋଇଥିବା ଡାକ୍ତରଙ୍କୁ ଆଇସୋଲେସନ୍‌ରେ ରଖାଯାଇଥିବା ଜଣାପଡ଼ିଛି।

ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ୪ ଜଣ ଡାକ୍ତର ଓ ୮ ଜଣ ନର୍ସ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ସଂସ୍ପର୍ଶରେ ପ୍ରାୟ ୩୦ ଜଣ ଡାକ୍ତର ଓ ୧୦ ଜଣ ନର୍ସ ଆସିଥିବା କୁହାଯାଉଛି। ଏହାପରେ ମେଡିକାଲ୍‌ର ସମସ୍ତ ଓ୍ୱାର୍ଡ, ଇନ୍‌ଡୋର ଓ ଆଉଟ୍‌ଡୋରକୁ ସାନିଟାଇଜ କରାଯାଇଛି।

ସେହିପରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଓ ନର୍ସ କରୋନାରେ ଆକ୍ରାନ୍ତ ହେବା ପରେ ଉଭୟଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ପଠାଯାଇଛି। ଏହାପରେ ମେଡିକାଲ୍‌ ସର୍ଜରୀ ୱାର୍ଡ ସିଲ୍‌ କରାଯାଇଛି। ବିଶେଷଜ୍ଞ କହିଛନ୍ତି ଯେଉଁମାନେ ଆଗଧାଡ଼ିରେ କାମ କରୁଛନ୍ତି, ସେମାନଙ୍କୁ ଅଧିକ ଯତ୍ନବାନ ହୋଇ ଗାଇଡ ଲାଇନକୁ ମାନି କାମ କରିବାକୁ ପଡିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story