ସରକାରୀ ଜମି ଦଖଲକୁ ନେଇ ଗଣ୍ଡଗୋଳ, ୪ ଆହତ

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ସରକାରୀ ଜମି ଦଖଲକୁ ନେଇ ହୋଇଥିବା ଗଣ୍ଡଗୋଳରେ ୪ ଜଣ ଆହତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବମରାଜ ଗାଁରେ ଘଟିଛି ଏହି ଘଟଣା। ଆହତମାନେ ହେଲେ ବମରାଜ ଗାଁର ଶିବ ସାହୁ, କୁମୁଦିନୀ ସାହୁ, ଶାନ୍ତି ତାଣ୍ଡିଆ ଓ କନକ ତାଣ୍ଡିଆ। ସେମାନଙ୍କୁ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୋଗ ଅନୁସାରେ ଶିବ ସାହୁ ଓ ତାଙ୍କ ପରିବାର ଲୋକ ଗତ କିଛି ବର୍ଷ ହେଲା ବମରାଜ ଗାଁର […]

Police Station

Police Station

Jitendra Garnayak
  • Published: Sunday, 13 November 2022
  • Updated: 13 November 2022, 02:40 PM IST

Sports

Latest News

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ସରକାରୀ ଜମି ଦଖଲକୁ ନେଇ ହୋଇଥିବା ଗଣ୍ଡଗୋଳରେ ୪ ଜଣ ଆହତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବମରାଜ ଗାଁରେ ଘଟିଛି ଏହି ଘଟଣା।

ଆହତମାନେ ହେଲେ ବମରାଜ ଗାଁର ଶିବ ସାହୁ, କୁମୁଦିନୀ ସାହୁ, ଶାନ୍ତି ତାଣ୍ଡିଆ ଓ କନକ ତାଣ୍ଡିଆ। ସେମାନଙ୍କୁ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଭିଯୋଗ ଅନୁସାରେ ଶିବ ସାହୁ ଓ ତାଙ୍କ ପରିବାର ଲୋକ ଗତ କିଛି ବର୍ଷ ହେଲା ବମରାଜ ଗାଁର ଏକ ସରକାରୀ ଜମିକୁ ଦଖଲ କରି ରଖିଛନ୍ତି। ଏହାକୁ ନେଇ ଗାଁର କିଛି ବ୍ୟକ୍ତି ଶିବ ସାହୁଙ୍କ ସହ ଝଗଡ଼ା କରିଥିଲେ। ଘଟଣାକୁ ନେଇ ଶିବ ବୀରମହାରାଜପୁର ଥାନାରେ ଦୁଇ ଦିନ ତଳେ ଏକ ଲିଖିତ ଅଭିଯୋଗ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଆଜି ବମରାଜ ଗାଁର ନକୂଳ ମେହେର, ପ୍ୟାରୀ ମେହେର, ମଦନ କର୍ଣ୍ଣ, ଶ୍ରୀନ୍ନି ମେହେର ଓ ଅନ୍ୟମାନେ ଶିବ ଏବଂ ଅନ୍ୟ ତିନି ଆହତଙ୍କୁ ଆକ୍ରମଣ କରିଥିଲେ।

ଏହି ଘଟଣାକୁ ନେଇ ବୀରମହାରାଜପୁର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story