ସକାଳେ ଗାଁରେ ବୁଲିଲା, ଯାହାକୁ ପାଇଲା ଝୁଣିଲା

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ସକାଳେ ସକାଳେ ଗାଁରେ ପଶିଲା ଭାଲୁ। ଗାଁରେ ଯାହାକୁ ପାଇଲା, ତାକୁ ଝୁଣି ପକାଇଲା। ଆଜି ସକାଳେ ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ବହଲଦା ରେଞ୍ଜ ଜାମଦା ବ୍ଲକ୍‌ ଜାଟାପାଣି ଗାଁରେ ଘଟିଛି। ଭାଲୁ ଆକ୍ରମଣରେ ୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ଭିତରୁ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ବୁଧବାର ସକାଳେ ବହଲଦା ରେଞ୍ଜ ଜାମଦା ବ୍ଲକ୍‌ ଜାଟାପାଣି ଜଙ୍ଗଲରୁ ଗୋଟିଏ ଭାଲୁ ବାହାରି ଆସିଥିଲା। ଭାଲୁଟି […]

Baripada

Baripada

Manoranjan Sial
  • Published: Wednesday, 16 November 2022
  • Updated: 16 November 2022, 05:52 PM IST

Sports

Latest News

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ସକାଳେ ସକାଳେ ଗାଁରେ ପଶିଲା ଭାଲୁ। ଗାଁରେ ଯାହାକୁ ପାଇଲା, ତାକୁ ଝୁଣି ପକାଇଲା। ଆଜି ସକାଳେ ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ବହଲଦା ରେଞ୍ଜ ଜାମଦା ବ୍ଲକ୍‌ ଜାଟାପାଣି ଗାଁରେ ଘଟିଛି। ଭାଲୁ ଆକ୍ରମଣରେ ୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ଭିତରୁ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

ବୁଧବାର ସକାଳେ ବହଲଦା ରେଞ୍ଜ ଜାମଦା ବ୍ଲକ୍‌ ଜାଟାପାଣି ଜଙ୍ଗଲରୁ ଗୋଟିଏ ଭାଲୁ ବାହାରି ଆସିଥିଲା। ଭାଲୁଟି ଗାଁ ଭିତରେ ପଶିଲା ବେଳେ ପରିବା ଚାଷୀ କଲାଏ ହେମ୍ବ୍ରମ ହାବୁଡ଼ରେ ପଡିଥିଲେ। ଭାଲୁଟି ତାଙ୍କୁ ଆମ୍ପୁଡ଼ି ପକାଇ ଥିଲା। ଜୀବନ ବିକଳରେ ରକ୍ତାକ୍ତ ହୋଇ ଧାଇଁ ଘରକୁ ପଳାଇ ଯାଇଥିଲେ କଲାଏ। ଏହା ପରେ ଭାଲୁଟି ଗାଁ ପାର୍ଶ୍ୱରେ ଛେରି ଚରାଉଥିବା ସାଗଯୋଡି ଗାଁର ଦମ୍ପତି ଦୋରଗା ବିରୁଆ ଓ ସୋମବାରି ବିରୁଆ ଏବଂ ରାସ୍ତାରେ ଯାଉଥିବା ଦଶରଥ ମୁନ୍ଦୁଇଆଙ୍କୁ ଆକ୍ରମଣ କରିଥିଲା। ସମସ୍ତେ ଗୁରୁତର ଆହତ ହୋଇଥିଲେ। ଗାଁ ଲୋକେ ହୋହଲ୍ଲା କରିବାରୁ ଭାଲୁଟି ଜଙ୍ଗଲକୁ ପଳାଇ ଯାଇଥିଲା।

ଭାଲୁ ଆକ୍ରମଣରେ ୪ ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଇରଙ୍ଗପୁର ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଦୋରଗା ବିରୁଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ ଆଣ୍ଡ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story