୪ ପାସେଞ୍ଜର ଟ୍ରେନ୍ ବାତିଲ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶାଖାପାଟଣା ଓ୍ୱାଲଟିୟର ଡିଭିଜନ ମରାମତି ପାଇଁ ୪ଟି ପାସେଞ୍ଜର ଟ୍ରେନ୍ ବାତିଲ କରାଯାଇଛି। ଏହି ଟ୍ରେନ୍‌ଗୁଡ଼ିକ ହେଉଛି- ସମ୍ବଲପୁର-କୋରାପୁଟ ପାସେଞ୍ଜର ଟ୍ରେନ୍, କୋରାପୁଟ- ସମ୍ବଲପୁର, ରାୟପୁର-ବିଶାଖାପାଟଣା ଏବଂ ବିଶାଖାପାଟଣା-ରାୟପୁର । ପୂର୍ବତଟ ରେଲୱେ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର-କୋରାପୁଟ ପାସେଞ୍ଜର ଟ୍ରେନ୍‌ , କୋରାପୁଟ- ସମ୍ବଲପୁର ଟ୍ରେନ୍ ଓ ବିଶାଖାପାଟଣା-ରାୟପୁର ଟ୍ରେନ୍ ଜାନୁଆରୀ ୧୦ରୁ ମାର୍ଚ୍ଚ ୩୧ ଯାଏ ବାତିଲ୍ ହୋଇଛି। ସେହିପରି ରାୟପୁର-ବିଶାଖାପାଟଣା ଟ୍ରେନ୍ ଜାନୁଆରୀ ୧୧ରୁ ଏପ୍ରିଲ ୧ ତାରିଖ […]

Trains

Trains

Jyoshna Pradhan
  • Published: Thursday, 09 January 2020
  • Updated: 09 January 2020, 01:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶାଖାପାଟଣା ଓ୍ୱାଲଟିୟର ଡିଭିଜନ ମରାମତି ପାଇଁ ୪ଟି ପାସେଞ୍ଜର ଟ୍ରେନ୍ ବାତିଲ କରାଯାଇଛି। ଏହି ଟ୍ରେନ୍‌ଗୁଡ଼ିକ ହେଉଛି- ସମ୍ବଲପୁର-କୋରାପୁଟ ପାସେଞ୍ଜର ଟ୍ରେନ୍, କୋରାପୁଟ- ସମ୍ବଲପୁର, ରାୟପୁର-ବିଶାଖାପାଟଣା ଏବଂ ବିଶାଖାପାଟଣା-ରାୟପୁର ।

ପୂର୍ବତଟ ରେଲୱେ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର-କୋରାପୁଟ ପାସେଞ୍ଜର ଟ୍ରେନ୍‌ , କୋରାପୁଟ- ସମ୍ବଲପୁର ଟ୍ରେନ୍ ଓ ବିଶାଖାପାଟଣା-ରାୟପୁର ଟ୍ରେନ୍ ଜାନୁଆରୀ ୧୦ରୁ ମାର୍ଚ୍ଚ ୩୧ ଯାଏ ବାତିଲ୍ ହୋଇଛି। ସେହିପରି ରାୟପୁର-ବିଶାଖାପାଟଣା ଟ୍ରେନ୍ ଜାନୁଆରୀ ୧୧ରୁ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ବାତିଲ୍ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos