ନାଳରେ ପଡ଼ି ୪ ବର୍ଷ ଶିଶୁର ମୃତ୍ୟୁ

କାମାକ୍ଷାନଗର(ବିଦ୍ୟାଧର ବରାଳ): ଖେଳୁଥିବା ବେଳେ ନାଳରେ ପଡ଼ି ୪ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଏପରି ହୃଦୟ ବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରେ ଘଟିଛି। ଭୁବନ ଥାନା ଦୟଣାବିଲି ପଞ୍ଚାୟତ ମଠନୂଆଗାଁର କୁଲୁ ସାହୁଙ୍କ ପତ୍ନୀ ରୀନା ଗାଧୋଇବା ପାଇଁ ଡମଶାଳ ନାଳକୁ ଯାଇଥିଲେ। ତାଙ୍କ ସାଥୀରେ ଦୁଇ ପୁଅ ଯାଇଥିଲେ। ନାଳରେ ପହଞ୍ଚିବା ପରେ ରୀନା ଶୌଚ ପାଇଁ ଯାଇଥିଲେ। ଆଉ ଦୁଇ ଭାଇ ନାଳ ପାଖରେ ଖେଳୁଥିଲେ। ତେବେ ଖେଳୁଥିବା […]

kuchinda

kuchinda

Manoranjan Sial
  • Published: Wednesday, 22 June 2022
  • Updated: 22 June 2022, 09:11 PM IST

Sports

Latest News

କାମାକ୍ଷାନଗର(ବିଦ୍ୟାଧର ବରାଳ): ଖେଳୁଥିବା ବେଳେ ନାଳରେ ପଡ଼ି ୪ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଏପରି ହୃଦୟ ବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରେ ଘଟିଛି।

ଭୁବନ ଥାନା ଦୟଣାବିଲି ପଞ୍ଚାୟତ ମଠନୂଆଗାଁର କୁଲୁ ସାହୁଙ୍କ ପତ୍ନୀ ରୀନା ଗାଧୋଇବା ପାଇଁ ଡମଶାଳ ନାଳକୁ ଯାଇଥିଲେ। ତାଙ୍କ ସାଥୀରେ ଦୁଇ ପୁଅ ଯାଇଥିଲେ। ନାଳରେ ପହଞ୍ଚିବା ପରେ ରୀନା ଶୌଚ ପାଇଁ ଯାଇଥିଲେ। ଆଉ ଦୁଇ ଭାଇ ନାଳ ପାଖରେ ଖେଳୁଥିଲେ। ତେବେ ଖେଳୁଥିବା ବେଳେ ୪ ବର୍ଷର ପୁଅ ଶୁଭଙ୍କର ସାହୁ ହଠାତ ନାଳରେ ପଡ଼ି ଯାଇଥିଲେ। ଏହା ଦେଖି ୬ ବର୍ଷର ବଡ଼ ପୁଅ ମାଆକୁ ଡାକିଥିଲେ। ମାତ୍ର ମାଆଙ୍କୁ ନପାଇ ଧାଇଁ ଯାଇଥିଲେ ଘରକୁ। ଆଉ ପରିବାର ଲୋକଙ୍କୁ ସବୁ କଥା କହିଥିଲେ।

ପରିବାର ଲୋକେ ଡମଶାଳ ନାଳରୁ ଶୁଭଙ୍କରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମଠକରଗୋଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story