ନିଲାମ ହେବ ରାଜ୍ୟର ୪୦ଟି ଖଣି: ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଲାମ ହେବ ରାଜ୍ୟର ୪୦ଟି ଖଣି। ଆଜି ଖଣି ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ସଚିବାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଆସନ୍ତା ୨ ମାସ ଭିତରେ ରାଜ୍ୟର ୩୬ ଖଣିର ନିଲାମ ହେବ। ୪ଟି ଖଣି ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ମନ୍ତ୍ରୀ କହିଛନ୍ତି। ସେପଟେ ଖଣି କ୍ଷେତ୍ରରେ ଗତବର୍ଷ ଅପେକ୍ଷା ୭୦.୯୨ ପ୍ରତିଶତ ରାଜସ୍ୱ ବଢ଼ିଛି। ୨୦୧୮-୧୯ରେ […]

40-mines-to-be-auctioned-in-odisha-says-minister

Manoranjan Sial
  • Published: Friday, 07 June 2019
  • Updated: 07 June 2019, 07:47 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଲାମ ହେବ ରାଜ୍ୟର ୪୦ଟି ଖଣି। ଆଜି ଖଣି ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ସଚିବାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଆସନ୍ତା ୨ ମାସ ଭିତରେ ରାଜ୍ୟର ୩୬ ଖଣିର ନିଲାମ ହେବ। ୪ଟି ଖଣି ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ମନ୍ତ୍ରୀ କହିଛନ୍ତି।

ସେପଟେ ଖଣି କ୍ଷେତ୍ରରେ ଗତବର୍ଷ ଅପେକ୍ଷା ୭୦.୯୨ ପ୍ରତିଶତ ରାଜସ୍ୱ ବଢ଼ିଛି। ୨୦୧୮-୧୯ରେ ୧୦ ହଜାର ୪୭୯ କୋଟି ରାଜସ୍ୱ ମିଳିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିଭଳି OMCର ଉତ୍ପାଦନ ବାର୍ଷିକ ୧୬ ନିୟୁତ ଟନ୍ ରହିଛି। ଆଗାମୀ ଦିନରେ OMCର ଉତ୍ପାଦନ ୨୦ ନିୟୁତ ଟନ୍ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story