ରାଜଧାନୀର ୫ଟି ଅଞ୍ଚଳ ହେଲା କଣ୍ଟେନମେଣ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଖି ପିଛୁଳାକେ ଡବଲ ହୋଇଛି କରୋନା ସଂକ୍ରମଣ। ଏପରିକି ରାଜଧାନୀରେ ବି ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। କୋଭିଡ ଆକ୍ରାନ୍ତ ଚିହ୍ନଟ ହେବାରୁ ଏକାଥରେ ଭୁବନେଶ୍ୱରର ୫ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କଲା BMC। ଆଚାର୍ଯ୍ୟ ବିହାର ସାଇ ଟେମ୍ପୁଲ ନିକଟ ଅଞ୍ଚଳ ସମେତ ସତ୍ୟନଗର ଓ ବାପୁଜୀ ନଗରର ନିର୍ଦ୍ଦିଷ୍ଟ ଅଞ୍ଚଳକୁ ମଧ୍ୟ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଏହାବାଦ ଟଙ୍କପାଣି ବିଷ୍ଣୁନଗର,ଆଚାର୍ଯ୍ୟ ବିହାର ପାଣିଟାଙ୍କି ଅଞ୍ଚଳକୁ ମଧ୍ୟ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, […]

containment

containment

Niharika Rout
  • Published: Wednesday, 05 January 2022
  • Updated: 05 January 2022, 02:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଖି ପିଛୁଳାକେ ଡବଲ ହୋଇଛି କରୋନା ସଂକ୍ରମଣ। ଏପରିକି ରାଜଧାନୀରେ ବି ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। କୋଭିଡ ଆକ୍ରାନ୍ତ ଚିହ୍ନଟ ହେବାରୁ ଏକାଥରେ ଭୁବନେଶ୍ୱରର ୫ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କଲା BMC।

ଆଚାର୍ଯ୍ୟ ବିହାର ସାଇ ଟେମ୍ପୁଲ ନିକଟ ଅଞ୍ଚଳ ସମେତ ସତ୍ୟନଗର ଓ ବାପୁଜୀ ନଗରର ନିର୍ଦ୍ଦିଷ୍ଟ ଅଞ୍ଚଳକୁ ମଧ୍ୟ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଏହାବାଦ ଟଙ୍କପାଣି ବିଷ୍ଣୁନଗର,ଆଚାର୍ଯ୍ୟ ବିହାର ପାଣିଟାଙ୍କି ଅଞ୍ଚଳକୁ ମଧ୍ୟ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଥରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ  ହଜାରେ ପାର୍‌ କରିଛି।  । ଗତ ୨୪ ଘଣ୍ଟାରେ ରାଜ୍ୟରେ ଦିନକରେ ୧୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ୨ କରୋନା ଆକ୍ରାନ୍ତ ଆଖି ବୁଜିଥିବା ଜଣାଯାଇଛି।

ରାଜ୍ୟରେ ପଜିଟିଭିଟି ହାର ୧% ଉପରକୁ ଗଲାଣି। ବର୍ତ୍ତମାନ କମ୍ୟୁନିଟି ଟ୍ରାନ୍ସମିଶନ ଚାଲିଛି। ମାତ୍ର  ୨,୩ ଦିନରେ ୧ପ୍ରତିଶତରୁ ଅଧିକ ସଂକ୍ରମଣ ବଢ଼ିଲାଣି। ଏହାକୁ ରୋକା ଯାଇପାରିବନି। ଏହା ବଢ଼ିବ। ଏହି ଚେନ୍‌ ବ୍ରେକ୍‌ ପାଇଁ ଉଦ୍ୟମ କରାଯାଉଛି। ପୂର୍ବରୁ ଅନ୍ୟ ରାଜ୍ୟରେ ଯେପରି ସଂକ୍ରମଣ ବଢ଼ିଥିଲା, ଏବେ ଓଡ଼ିଶାରେ ସେପରି ସ୍ଥିତି ସୃଷ୍ଟି ହୋଇଛି।  ଦିଲ୍ଲୀରେ ୭ ଦିନରେ ପଜିଟିଭିଟି ରେଟ ୦.୧୯ରୁ ୩,୮ ପ୍ରତିଶତରେ ପହଞ୍ଚିଲା, ଆମର ବି ସେହି ଅନୁପାତରେ ବୃଦ୍ଧି ପାଇବ । ଦୈନିକ ଦ୍ୱିଗୁଣ, ତିନିଗୁଣ ହେବ ସଂକ୍ରମିତଙ୍କ ସଂଖ୍ୟା। ଏପରି ଆଶଙ୍କା ବ୍ୟକ୍ତ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story