୫ ଦଫା ଦାବି ନେଇ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନର ଧାରଣା

ସମ୍ୱଲପୁର: ମରୁଡ଼ି ସହାୟତା ସମେତ ୫ ଦଫା ଦାବି ନେଇ ଆଜି ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ଉତ୍ତରାଞ୍ଚଳ ଆର୍‌ଡିସି ଅଫିସ୍‌ ସମ୍ମୁଖରେ ଧାରଣା ଦେଇଛି। ଧାନ ବିକ୍ରି ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନ କରିବା, ମରୁଡ଼ିଗ୍ରସ୍ତ ଚାଷୀଙ୍କୁ କ୍ୱିଣ୍ଟାଲ୍‌ ପ୍ରତି  ୧୦୦ଟଙ୍କା ମରୁଡ଼ି ସହାୟତା ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା ରାଶି  ପ୍ରଦାନ ପାଇଁ ଦାବି କରିଛନ୍ତି। ଗତ ଅଗଷ୍ଟ ମାସ ୨୯ ତାରିଖ ଦିନର ଆନ୍ଦୋଳନ ପରେ ଆଜି ପୁଣି ଥରେ ପଶ୍ଚିମ […]

sambulpur

sambulpur

Rakesh Mallick
  • Published: Thursday, 22 September 2016
  • Updated: 22 September 2016, 09:57 PM IST

Sports

Latest News

sambalpurସମ୍ୱଲପୁର: ମରୁଡ଼ି ସହାୟତା ସମେତ ୫ ଦଫା ଦାବି ନେଇ ଆଜି ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ଉତ୍ତରାଞ୍ଚଳ ଆର୍‌ଡିସି ଅଫିସ୍‌ ସମ୍ମୁଖରେ ଧାରଣା ଦେଇଛି। ଧାନ ବିକ୍ରି ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନ କରିବା, ମରୁଡ଼ିଗ୍ରସ୍ତ ଚାଷୀଙ୍କୁ କ୍ୱିଣ୍ଟାଲ୍‌ ପ୍ରତି  ୧୦୦ଟଙ୍କା ମରୁଡ଼ି ସହାୟତା ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା ରାଶି  ପ୍ରଦାନ ପାଇଁ ଦାବି କରିଛନ୍ତି।

ଗତ ଅଗଷ୍ଟ ମାସ ୨୯ ତାରିଖ ଦିନର ଆନ୍ଦୋଳନ ପରେ ଆଜି ପୁଣି ଥରେ ପଶ୍ଚିମ ଓଡିଶା ସ୍ତରର ଚାଷୀ  ଆନ୍ଦୋଳନ ଦେଖିବାକୁ ମିଳିଛି। ଚାଷୀମାନେ ଆରଡିସିଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ ଓ ଧାରଣା ଦେବା ସହ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ଉପରେ ବର୍ଷିଛନ୍ତି। ଚାଷୀ ମାନଙ୍କର ସମସ୍ୟା ନେଇ ବିଧାନସଭାରେ  ଆଲୋଚନା କରିବାକୁ ଦାବି ରଖିଛନ୍ତି।

କୃଷକ ନେତା ଲିଙ୍ଗରାଜ କହିଛନ୍ତି,“ଗତ ବର୍ଷ ହୋଇଥିବା ମରୁଡିର ଫସଲବୀମା କ୍ଷତିପୂରଣ ନେଇ ସରକାର କିଛି ସ୍ପଷ୍ଟ କରୁନାହାନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଥିବା ମରୁଡି ଅଞ୍ଚଳ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୧୦୦ ଟଙ୍କା ସହାୟତାରାଶି କେବେ ମିଳିବା ତାହା ଜଣାପଡୁନାହିଁ।”

ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ୱୟ ସମିତିର ଆବାହକ ଅଶୋକ ପ୍ରଧାନ କହିଛନ୍ତି,“ଦୁଃଖର ବିଷୟ ଯେ ସରକାରୀ କର୍ମଚାରୀମାନେ କହୁଛନ୍ତି ଏଠାରେ ସବୁ ଦାବିଗୁଡିକରେ ସତ୍ୟତା ରହିଛି। ସରକାର ଏନେଇ ଘୋଷଣା କରିବାରେ କାହିଁକି କୁଣ୍ଠାବୋଧ କରୁଛନ୍ତି ମୁଁ ଜାଣିପାରୁନାହିଁ।”

ସମ୍ବଲପୁରର ଚାଷୀ ସରୋଜ କହିଛନ୍ତି,“ଗତବର୍ଷର ବୀମାରାଶି ଏପର୍ଯ୍ୟନ୍ତ ଆମକୁ ମିଳିନାହିଁ। ବିଧାନସଭା ଚାଲୁଥିବା ବେଳେ ଯଦି ଆମକୁ ନ ମିଳେ ତେବେ ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାରେ ଥିବା ସବୁ ସରକାରୀ କାର୍ଯ୍ୟଳୟକୁ ଅଚଳ କରିଦିଆଯିବ।”

ବିଜେଡି ମୁଖପାତ୍ର କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଛନ୍ତି,“ଏହି ଅଞ୍ଚଳରେ କେଉଁଠି ଜଳସଚେନ ବ୍ୟବସ୍ଥା, କେଉଁଠି ଅଧା ଜଳସେଚନ ବ୍ୟବସ୍ଥା ରହିଛି ତାହାର ଅନୁଧ୍ୟାନ କରାଯାଉଛି। ଖୁବଶୀଘ୍ର ଏହାର ଏକ ନିର୍ଣ୍ଣୟ ନିଆଯିବ।”

ପଶ୍ଚିମ ଓଡିଶାର ୧୦ ଟି ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଚାଷୀମାନେ ସମ୍ୱଲପୁରରେ ପହଞ୍ଚି ଶୋଭାଯାତ୍ରାରେ ବାହାରି ଉତ୍ତରାଞ୍ଚଳ ରାଜସ୍ୱ କମିସନରଙ୍କ ଅଫିସ ଆଗରେ ପହଞ୍ଚିଥିଲେ। କିଏ ଭାଷଣ ମାଧ୍ୟମରେ ତ ଆଉ କିଏ  ବିପ୍ଲବୀ ସଙ୍ଗୀତ ମାଧ୍ୟମରେ ବିରୋଧ କରିଥିଲେ। ଆପରାହ୍ଣରେ କିଛି ଚାଷୀ ଆରଡିସି ଅଫିସ ଫାଟକରେ ଅଳ୍ପ ସମୟ ପାଇଁ ତାଲା ପକାଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story