ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ୫ ନଦୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ରାଜ୍ୟର ୫ ନଦୀ। ଏବେ ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଓ ଜଳକା ବିପଦ ଉପରେ ରହିଛି। ବୈତରଣୀ ଉଭୟ ଆନନ୍ଦପୁର ଓ ଆଖୁଆପଦାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଆନନ୍ଦପୁରରେ ବିପଦ ସଂକେତ ୩୮.୩୬ ଥିବା ବେଳେ ମଧ୍ୟାହ୍ନ ୧୨ଟାରେ ୪୦.୦୯ ଫୁଟ ଉପରେ ରହିଛି। ସେହିପରି ଆଖୁଆପଦାରେ ବିପଦ ସଂକେତ ୧୭.୮୩ ମି ରହିଥିବା ବେଳେ ଦିନ ୪ଟାରେ ୧୯.୯୦ ମି ରହିଛି। […]

flood

flood

Manoranjan Sial
  • Published: Thursday, 27 August 2020
  • Updated: 27 August 2020, 06:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ରାଜ୍ୟର ୫ ନଦୀ। ଏବେ ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଓ ଜଳକା ବିପଦ ଉପରେ ରହିଛି। ବୈତରଣୀ ଉଭୟ ଆନନ୍ଦପୁର ଓ ଆଖୁଆପଦାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି।

ଆନନ୍ଦପୁରରେ ବିପଦ ସଂକେତ ୩୮.୩୬ ଥିବା ବେଳେ ମଧ୍ୟାହ୍ନ ୧୨ଟାରେ ୪୦.୦୯ ଫୁଟ ଉପରେ ରହିଛି। ସେହିପରି ଆଖୁଆପଦାରେ ବିପଦ ସଂକେତ ୧୭.୮୩ ମି ରହିଥିବା ବେଳେ ଦିନ ୪ଟାରେ ୧୯.୯୦ ମି ରହିଛି।

ବୁଢ଼ାବଳଙ୍ଗ NH5ଠାରେ ବିପଦ ସଂକେତ ୮.୧୩ ରହିଥିବା ବେଳେ ମଧ୍ୟାହ୍ନ ୧୨ଟାରେ ୮.୪୦ ଉପରେ ପ୍ରବାହିତ ହେଉଛି। ସୁବର୍ଣ୍ଣରେଖା ଜାମଶୋଳାଘାଟରେ ବିପଦ ସଂକେତ ୪୯.୧୫ ରହିଥିବା ବେଳେ ଏବେ ୫୦.୮୬ ଉପରେ ପ୍ରବାହିତ ହେଉଛି।

ମଥାନିଠାରେ ଜଳକା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ମଥାନିଠାରେ ବିପଦ ସଂକେତ ୫.୫୦ମି ରହିଥିବା ବେଳେ ମଧ୍ୟାହ୍ନ ୧୨ଟାରେ ୬.୯୮ ଫୁଟ୍‌ ଉପରେ ପ୍ରବାହିତ ହେଉଛି। ଯାଜପୁର ଜେନାପୁରରେ ବିପଦ ସଙ୍କେତ ଉପରେ ରହିଛି ବ୍ରାହ୍ମଣୀ। ଜେନାପୁରରେ ବିପଦ ସଙ୍କେତ ୬୭ ଫୁଟ ଥିବା ବେଳେ ଏବେ ଜଳସ୍ତର ୬୭.୧୦ ଫୁଟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story