ନାବାଳିକାଙ୍କ ସହ ହୋଇଛି ଅଧାରୁ ଅଧିକ ଦୁଷ୍କର୍ମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୫ବର୍ଷ ମଧ୍ୟରେ ଦୁଷ୍କର୍ମ ଶିକାର ହୋଇଥିବା ମହିଳାଙ୍କ ମଧ୍ୟରେ ଅଧାରୁ ଅଧିକ ନାବାଳିକା। ରାଜ୍ୟରେ ନାରୀ ନିର୍ଯାତନା ଓ ନାବାଳିକା ହିଂସାକୁ ନେଇ ବିଭିନ୍ନ ମହଲରେ ଉଦବେଗ ବୃଦ୍ଧି ପାଉଥିବାବେଳେ ବିଧାନସଭାରେ ରାଜ୍ୟ ସରକାର ଦେଇଥିବା ତଥ୍ୟ ରାଜ୍ୟରେ ନାରୀ ଓ ନାବାଳିକା ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ମୋଟ ୧୧,୦୧୮ଟି ଦୁଷ୍କର୍ମ ମାମଲା ହୋଇଥିବାବେଳେ ଏଥିରେ ୬୦୮୫ଟି ମାମଲା କେବଳ ନାବାଳିକାଙ୍କ ସହ […]

rape-in-khurda

rape-in-khurda

Manoranjan Sial
  • Published: Monday, 18 November 2019
  • Updated: 18 November 2019, 09:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୫ବର୍ଷ ମଧ୍ୟରେ ଦୁଷ୍କର୍ମ ଶିକାର ହୋଇଥିବା ମହିଳାଙ୍କ ମଧ୍ୟରେ ଅଧାରୁ ଅଧିକ ନାବାଳିକା। ରାଜ୍ୟରେ ନାରୀ ନିର୍ଯାତନା ଓ ନାବାଳିକା ହିଂସାକୁ ନେଇ ବିଭିନ୍ନ ମହଲରେ ଉଦବେଗ ବୃଦ୍ଧି ପାଉଥିବାବେଳେ ବିଧାନସଭାରେ ରାଜ୍ୟ ସରକାର ଦେଇଥିବା ତଥ୍ୟ ରାଜ୍ୟରେ ନାରୀ ଓ ନାବାଳିକା ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ମୋଟ ୧୧,୦୧୮ଟି ଦୁଷ୍କର୍ମ ମାମଲା ହୋଇଥିବାବେଳେ ଏଥିରେ ୬୦୮୫ଟି ମାମଲା କେବଳ ନାବାଳିକାଙ୍କ ସହ ହୋଇଥିବା ଜଣାପଡ଼ିଛି।

ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏ ସମ୍ପର୍କରେ ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ୨୦୧୫ ମସିହାରେ ମୋଟ ୨୨୮୬ଟି ଧର୍ଷଣ ମାମଲା ରୁଜୁ ହୋଇଥିବାବେଳେ ଏଥିରେ ନାବାଳିକାଙ୍କ ସହ ଦୁଷ୍କର୍ମ ସଂଖ୍ୟା ୧୨୧୨। ସେହିପରି ୨୦୧୬ରେ ମୋଟ ୨୧୪୪ଟି ଦୁଷ୍କର୍ମ ମାମଲା ମଧ୍ୟରୁ ୧୨୦୪ଟି ନାବାଳିକାଙ୍କ ସହ ହୋଇଛି। ୨୦୧୭ ମସିହାରେ ମୋଟ ୨୨୨୧ଟି ଦୁଷ୍କର୍ମ ମାମଲା ହୋଇଥିବାବେଳେ ନାବାଳିକାଙ୍କ ୧୨୮୩ଟି ଦୁଷ୍କର୍ମ ହୋଇଛି। ୨୦୧୮ରେ ମୋଟ ୨୫୦୨ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଥିବାବେଳେ ନାବାଳିକାଙ୍କ ସହ ୧୪୩୦ଟି ଦୁଷ୍କର୍ମ ମାମଲା ହୋଇଛି। ସେହିପରି ୨୦୧୯ ସେପ୍ଟେମ୍ବର ୩୦ତାରିଖ ସୁଦ୍ଧା ମୋଟ ୧୮୬୫ଟି ଦୁଷ୍କର୍ମ ମାମଲା ରେକର୍ଡ ହୋଇଥିବାବେଳେ ଏଥିରେ ନାବାଳିକାଙ୍କ ସହ ୯୫୬ଟି ମାମଲା ପଞ୍ଜିକୃତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story