୩ ବର୍ଷରେ ଭାଇରାଲ ହୋଇଛି ୧୭୫ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ

ଭୁବନେଶ୍ୱର: ସଂସ୍କୃତରେ କଥାଟିଏ ଅଛି “ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ, ରମନ୍ତେ ତତ୍ର ଦେବତା’’ । ଏହି ଶ୍ଲୋକଟିର ଅର୍ଥ ହେଉଛି ଯେଉଁଠି ନାରୀକୁ ପୂଜା କରାଯାଏ, ସେଠାରେ ଭଗବାନ ନିବାସ କରନ୍ତି। କେହି ଭାରତୀୟ ମହାମନିଷିଙ୍କ ଏହି ଶବ୍ଦ କେଇପଦ ସୂଚାଉଛି ଯେ, ଭାରତରେ କିଭଳି ନାରୀମାନଙ୍କୁ ସମ୍ମାନ ଦିଆଯାଇଛି। କିନ୍ତୁ ଏବେ ଏହି ଶ୍ଲୋକଟି ଆଦୌ ପ୍ରାସଙ୍ଗିକ ନୁହେଁ ବୋଲି ମନେ ହେଉଛି। ନାରୀକୁ ସମ୍ମାନ ଦେବା ଦୂରର କଥା ତାର ଇଜ୍ଜତର ସଉଦା ହେଉଛି […]

ee

ee

Rakesh Mallick
  • Published: Monday, 11 December 2017
  • Updated: 11 December 2017, 08:35 PM IST

Sports

Latest News

ଭୁବନେଶ୍ୱର: ସଂସ୍କୃତରେ କଥାଟିଏ ଅଛି “ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ, ରମନ୍ତେ ତତ୍ର ଦେବତା’’ । ଏହି ଶ୍ଲୋକଟିର ଅର୍ଥ ହେଉଛି ଯେଉଁଠି ନାରୀକୁ ପୂଜା କରାଯାଏ, ସେଠାରେ ଭଗବାନ ନିବାସ କରନ୍ତି। କେହି ଭାରତୀୟ ମହାମନିଷିଙ୍କ ଏହି ଶବ୍ଦ କେଇପଦ ସୂଚାଉଛି ଯେ, ଭାରତରେ କିଭଳି ନାରୀମାନଙ୍କୁ ସମ୍ମାନ ଦିଆଯାଇଛି। କିନ୍ତୁ ଏବେ ଏହି ଶ୍ଲୋକଟି ଆଦୌ ପ୍ରାସଙ୍ଗିକ ନୁହେଁ ବୋଲି ମନେ ହେଉଛି। ନାରୀକୁ ସମ୍ମାନ ଦେବା ଦୂରର କଥା ତାର ଇଜ୍ଜତର ସଉଦା ହେଉଛି ସମାଜରେ।

ବଳାତ୍କାର ଓ ନାରୀ ନିର୍ଯାତନା ଭଳି ଘଟଣା କ୍ରମଶଃ ବୃଦ୍ଧି ପାଉଛି। ଏମିତିକି ପ୍ରେମିକାକୁ ପ୍ରତାରଣା କରିବାକୁ ଯାଇ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ମୋବାଇଲରୁ ମୋବାଇଲକୁ ଡେଉଁଛି। ଯାହା ଶୁଣିଲେ ଲାଜ ମାଡିବ, ଆଉ ମୁଣ୍ଡ ନଇଁଯିବ। ସରକାରୀସ୍ତରରେ ଏଭଳି କୁତ୍ସିତ ଘଟଣା ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି। ଯାହା ଶୁଣିଲେ ଆପଣଙ୍କ ହୋସ୍‌ ଉଡିଯିବ। ଓଡିଶାରେ ଗତ ୩ ବର୍ଷରେ ୫,୯୩୫ ବଳାତ୍କାର ଘଟଣା ପଞ୍ଜୀକୃତ ହୋଇଥିବା ବେଳେ ୧୭୫ଟି  ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ହୋଇଛି। ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କଂଗ୍ରେସ ଦଳର ମୁଖ୍ୟ ସେଚେତକ ତାରାପ୍ରସାଦ ବାହିନୀପତିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୧୫ରେ ଆପତ୍ତିଜନ ଭିଡିଓ ଭାଇରାଲ ହେବା ଘଟଣା ନେଇ ୪୨ଟି ମାମଲା ରୁଜୁ ହୋଇଛି। ସେହିପରି ୨୦୧୬ରେ ସାଇବର କ୍ରାମଇ ସମ୍ପର୍କିତ ୪୦ଟି ମାମଲା ରୁଜୁ ହୋଇଛି। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ୯୩ଟି ମାମଲା ରୁଜୁ ହୋଇଛି।  ୨୦୧୫ରୁ ୨୦୧୭ ମଧ୍ୟରେ ଏଭଳି ମାମଲା ଅଧିକ ସାମ୍ନାକୁ ଆସିଛି। ଏହି ୩ ବର୍ଷରେ ୫,୯୩୫ଟି ବଳାତ୍କାର ମାମଲା ରୁଜୁ ହୋଇଥିବା ବେଳେ କେବଳ ୨୦୧୫ରେ ଏହାର ସଂଖ୍ୟା ୨,୨୮୬ । ତନ୍ମଧ୍ୟରୁ ୧୦୯ଟି ହେଉଛି ଗଣବଳାତ୍କାର।

୨୦୧୬ରେ ୨,୧୪୪ ବଳାତ୍କାର ଓ ୯୬ ଗଣବଳାତ୍କାର ମାମଲା ରୁଜୁ ହୋଇଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା କ୍ରମାନ୍ୱୟରେ ଏହି ସଂଖ୍ୟା ୧,୫୦୫ ଓ ୮୩। ସହିପରି ଏହି ୩ ବର୍ଷରେ ୩,୦୪୦ ମାମଲାରେ ଚାର୍ଯ୍ୟସିଟ୍‌ ଦାଖଲ କରାଯାଇଛି ବୋଲି ତଥ୍ୟ ରଖିଛନ୍ତି ରାଜ୍ୟ ମୁଖିଆ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story