ଲଗାଣ ବର୍ଷା ନେଇଛି ୬ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଏଯାବତ ରାଜ୍ୟରେ ୬ ଜଣଙ୍କ ଜୀବନ ଯାଇ ସାରିଥିବା ବେଳେ  ୨ ଜଣ  ନିଖୋଜ ଅଛନ୍ତି ।  କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଗଞ୍ଜାମ, ଖୋର୍ଦ୍ଧା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଜଣେ ଏବଂ ବଲାଙ୍ଗିର ଜିଲ୍ଲାର ପୁଇଁତଳା ଅଞ୍ଚଳରୁ […]

Death

Death

Niharika Rout
  • Published: Thursday, 16 September 2021
  • Updated: 16 September 2021, 08:37 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଏଯାବତ ରାଜ୍ୟରେ ୬ ଜଣଙ୍କ ଜୀବନ ଯାଇ ସାରିଥିବା ବେଳେ  ୨ ଜଣ  ନିଖୋଜ ଅଛନ୍ତି ।  କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଗଞ୍ଜାମ, ଖୋର୍ଦ୍ଧା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଜଣେ ଏବଂ ବଲାଙ୍ଗିର ଜିଲ୍ଲାର ପୁଇଁତଳା ଅଞ୍ଚଳରୁ ଜଣେ ନିଖୋଜ ଅଛନ୍ତି । ସେହିପରି ୨୪ଟି ଜିଲ୍ଲାର ୧୩୯ଟି ବ୍ଲକର ୪୯୬୪ ଗ୍ରାମ ପ୍ରଭାବିତ ହୋଇଥିବାବେଳେ ଭାଙ୍ଗିଛି ୭ ହଜାର ୫୪୦ଟି ଘର ।   ଏଥିଯୋଗୁ ପ୍ରଭାବିତ ହୋଇଛନ୍ତି ୨୩ ଲକ୍ଷ ୮୨ ହଜାର ୭୯୫ ଜଣ ଲୋକ । ଏଯାବତ୍ ୨୦ ହଜାର ୫୫୨ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାଯର୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ହୀରାକୁଦ ଉପର ମୁଣ୍ଡରେ ବର୍ଷା ହେତୁ ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ମହାନଦୀ ସମେତ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀରେ ଜଳ ପତ୍ତନ ବଢ଼ିବାରେ ଲାଗିଛି । ଫଳରେ ଅନେକ ସ୍ଥାନରେ ରାସ୍ତା ପାଣିରେ ବୁଡ଼ି ଯାଇଥିବା ବେଳେ ବହୁ ଜାଗାରେ ବ୍ରିଜ ଉପରେ ୩ ଫୁଟ୍‌ର ପାଣି ଚାଲୁଛି। ଫଳରେ ବହୁ ଅଞ୍ଚଳରେ ଏବେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ଗତକାଲି ରାତି ସୁଦ୍ଧା ହୀରାକୁଦ ଡ୍ୟାମ୍‌ରୁ ୨୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଆଜି ସକାଳ ୬ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଏବେ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୩୫ ହଜାର ୭୯୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ସେହିଭଳି ଜଳଭଣ୍ଡାର ମଧ୍ୟରୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୨୩ ହଜାର ୮୯ କ୍ୟୁସେକ୍‌ ବନ୍ୟା ଜଳ ନିଷ୍କାସିତ ହେଉଛି ।

ମୁଣ୍ଡଳି ଓ ନରାଜରେ କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମୁଣ୍ଡଳିଠାରେ ବିପଦ ସଂକେତ ୯୭.୨୫ ଫୁଟ ଥିବା ବେଳେ ୮୮.୯୦ ଫୁଟ ଜଳ ସ୍ତର ଅଛି।  ସକାଳ ୬ଟା ସୁଦ୍ଧା ମୁଣ୍ଡଳିଠାରେ ୫,୯୬,୯୫୦ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । ସେହିପରି ସକାଳ ୬ଟା ସୁଦ୍ଧା ନରାଜ ଠାରେ ୨,୯୫,୬୭୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି।  ନରାଜରେ ବିପଦ ସଂକତେ ୨୬.୪୧ ମିଟର ଥିବା ବେଳେ  ଜଳ ସ୍ତର ହେଉଛି ୨୫.୫୦ ମିଟର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story