ରାଉରକେଲା: ୬ ବର୍ଷର ଶିଶୁକୁ ଚେଙ୍କ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ବୁଡ଼ିଧରଣ ଗାଁର ଏକ ୬ ବର୍ଷର ଶିଶୁକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଗାଁର ଚୈତନ୍ୟ ଓରାମଙ୍କ ଝିଅ ରଜନୀର ଗତ ରବିବାର ପେଟ ଯନ୍ତ୍ରଣା ହେବାରୁ ଦିଶାରୀ ୩୫ଟି ଚେଙ୍କ ଦେଇଥିଲା। ଚେଙ୍କ ଚିକିତ୍ସା ପରେ ରଜନୀର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ତାକୁ ପ୍ରଥମେ ବଣେଇ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ […]

sisu hospiltal

sisu hospiltal

Rakesh Mallick
  • Published: Tuesday, 26 April 2016
  • Updated: 26 April 2016, 01:01 PM IST

Sports

Latest News

sisu hospiltalରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ବୁଡ଼ିଧରଣ ଗାଁର ଏକ ୬ ବର୍ଷର ଶିଶୁକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଗାଁର ଚୈତନ୍ୟ ଓରାମଙ୍କ ଝିଅ ରଜନୀର ଗତ ରବିବାର ପେଟ ଯନ୍ତ୍ରଣା ହେବାରୁ ଦିଶାରୀ ୩୫ଟି ଚେଙ୍କ ଦେଇଥିଲା। ଚେଙ୍କ ଚିକିତ୍ସା ପରେ ରଜନୀର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ତାକୁ ପ୍ରଥମେ ବଣେଇ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଏ ନେଇ ଗୁରୁଣ୍ଡିଆ ଥାନାରେ ଏକ ମାମଲା ରୁଜୁ ହୋଇଛି।

ଏହା ପୂର୍ବରୁ ଚଳିତ ମାସ ପ୍ରଥମ ସପ୍ତାହରେ ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ରେଜଂଡ଼ା ଗାଁରେ ଏକ ୮ ମାସର ଶିଶୁକୁ ଚେଙ୍କ ଦିଆଯାଇଥିଲା। ସେହିପରି ଗତ ମାସରେ ରାଉରକେଲାର ରୂପତୋଳା ବସ୍ତିରେ ଚେଙ୍କ ଯୋଗୁଁ ଜଣେ ଏକ ମାସର ଶିଶୁର ମୃତ୍ୟୁ ଘଟିଥିଲା। ଶିଶୁଟିର ହାତରେ ଏକ କଳା ଶିରା ଦେଖାଯିବାରୁ ଏହାକୁ ଅଶୁଭ ମଣି ପରିବାର ପକ୍ଷରୁ ବସ୍ତିର ଜଣେ ମହିଳାଙ୍କୁ ଡାକି ଚେଙ୍କ ଦେଇଥିଲେ। ଶିଶୁଟିର ପେଟରେ ୧୦ଟି ଚେଙ୍କ  ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story