ଇଭିଏମ୍‌ରେ ସିଲ୍‌ ହେଲା ୧୦ ପ୍ରାର୍ଥୀଙ୍କ ଭାଗ୍ୟ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ସରିଲା ପାଟକୁରାରେ ମତଦାନ। ଇଭିଏମ୍‌ରେ ସିଲ୍‌ ହୋଇଯାଇଛି ୧୦ ପ୍ରାର୍ଥୀଙ୍କ ଭାଗ୍ୟ। ପାଟକୁରା ବିଧାନସଭା ଆସନ ପାଇଁ ହୋଇଥିବା ଭୋଟଗ୍ରହଣରେ ସନ୍ଧ୍ୟା ୫ଟା ସୁଦ୍ଧା ୬୭ ପ୍ରତିଶତ ମତଦାନ ହୋଇଛି। ସାଧାରଣ ନିର୍ବାଚନ ପରେ ବେଶ୍ କିଛି ଦିନ ଧରି ରାଜ୍ୟ ରାଜନୀତିକ ପାଣିପାଗକୁ ଉଷ୍ମ କରି ରଖିଥିବା ପାଟକୁରା ବାଜି କିଏ ଜିତୁଛି ତାହା ଆସନ୍ତା ୨୪ରେ ଭୋଟ ଗଣତି ପରେ ହିଁ ସ୍ପଷ୍ଟ ହେବ। ପାଟକୁରା ନିର୍ବାଚନମଣ୍ଡଳୀରେ ୧୦ ଜଣ ପ୍ରାର୍ଥୀ […]

patakura1

patakura1

Manoranjan Sial
  • Published: Saturday, 20 July 2019
  • Updated: 20 July 2019, 08:33 PM IST

Sports

Latest News

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ସରିଲା ପାଟକୁରାରେ ମତଦାନ। ଇଭିଏମ୍‌ରେ ସିଲ୍‌ ହୋଇଯାଇଛି ୧୦ ପ୍ରାର୍ଥୀଙ୍କ ଭାଗ୍ୟ। ପାଟକୁରା ବିଧାନସଭା ଆସନ ପାଇଁ ହୋଇଥିବା ଭୋଟଗ୍ରହଣରେ ସନ୍ଧ୍ୟା ୫ଟା ସୁଦ୍ଧା ୬୭ ପ୍ରତିଶତ ମତଦାନ ହୋଇଛି। ସାଧାରଣ ନିର୍ବାଚନ ପରେ ବେଶ୍ କିଛି ଦିନ ଧରି ରାଜ୍ୟ ରାଜନୀତିକ ପାଣିପାଗକୁ ଉଷ୍ମ କରି ରଖିଥିବା ପାଟକୁରା ବାଜି କିଏ ଜିତୁଛି ତାହା ଆସନ୍ତା ୨୪ରେ ଭୋଟ ଗଣତି ପରେ ହିଁ ସ୍ପଷ୍ଟ ହେବ।

ପାଟକୁରା ନିର୍ବାଚନମଣ୍ଡଳୀରେ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ ବିଜେପିର ବିଜୟ ମହାପାତ୍ର ଓ ବିଜେଡିର ସାବିତ୍ରୀ ଅଗ୍ରୱାଲ୍‌ଙ୍କ ମଧ୍ୟରେ ହେଉଛି ମୁଖ୍ୟ ଟକ୍କର। ମତଦାନ ପାଇଁ ଆଜି ସକାଳୁ ସକାଳୁ ପୋଲିଂ ବୁଥ୍‌ରେ ଲାଗିଥିଲା ଲମ୍ବା ଲାଇନ୍। ଭୋଟରମାନେ ହାତରେ ପରିଚୟପତ୍ର ଧରି ନିଜ ପାଳିକୁ ଅପେକ୍ଷା କରିଥିଲେ। ତେବେ ମତଦାନ ପୂର୍ବରୁ ମକ୍ ପୋଲିଂ କରାଯାଇଥିଲା। ଆଉ ଠିକ ୭ଟାରୁ ଆରମ୍ଭ ହୋଇଥିଲା ଅସଲ ଭୋଟିଂ। ଏପ୍ରିଲ୍ ୨୯ରେ ଏଠି ଲୋକସଭା ନିର୍ବାଚନ ହୋଇଥିବାରୁ ବାମହାତ ବିଶି ଆଙ୍ଗୁଳି ବଦଳରେ ମଧ୍ୟମା ଆଙ୍ଗୁଳିରେ କାଳି ଲଗାଯିବା ପରେ ନିଜ ପସନ୍ଦର ପ୍ରାର୍ଥୀଙ୍କ ପାଇଁ ଇଭିଏମ୍‌ରେ ସୁଇଚ୍‌ ଟିପିଥିଲେ ଭୋଟର।

ମତଦାନ ପ୍ରାୟତଃ ଶୃଙ୍ଖଳିତ ହୋଇଥିଲା। ତେବେ କେତେକ ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଯୋଗୁ ମତଦାନରେ ବିଳମ୍ବ ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୬ଟା ପରେ ମଧ୍ୟ ଲାଇନରେ ଛିଡ଼ା ହୋଇଥିବା ଭୋଟରଙ୍କୁ ମତଦାନ ସାବ୍ୟସ୍ତ କରିବାର ସୁଯୋଗ ଦିଆଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story