କ୍ୱାରେଣ୍ଟାଇନ୍‌ରେ ଯିବେ ବୁର୍ଲାର ୭୦ଡାକ୍ତର

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ବୁର୍ଲା ଭୀମସାରର ୭୦ଜଣ  ଡାକ୍ତରଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।  ମେଡିସିନ୍ ବିଭାଗର ୩୮ ଜଣ ଡାକ୍ତରଙ୍କ ସମେତ ୭୦ ଜଣ ଡାକ୍ତର କ୍ୱାରେଣ୍ଟାଇନରେ ରହିବେ ବୋଲି ଭୀମସାର ନିର୍ଦ୍ଦେଶକ ଲଳିତ କୁମାର ମେହେର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବୁର୍ଲା ଭୀମସାର ମେଡିସିନ୍‌ ବିଭାଗର ୯ଜଣ ଡାକ୍ତର ଗତ ମଙ୍ଗଳବାର ପଜିଟିଭ ଚିହ୍ନଟ ହୋଇଥିଲେ। ଏହି ଡାକ୍ତରମାନେ ସେମାନଙ୍କ ସଂସ୍ପର୍ଶରେ ଆସିଥିଲେ। ସେଥିପାଇଁ ସେମାନଙ୍କୁ କ୍ୱାରେଣ୍ଟାଇନରେ ଯିବାକୁ କୁହାଯାଇଛି। ଏହାସହ […]

VIMSAR

VIMSAR

Tapaswini Nayak
  • Published: Thursday, 06 August 2020
  • Updated: 06 August 2020, 08:34 AM IST

Sports

Latest News

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ବୁର୍ଲା ଭୀମସାରର ୭୦ଜଣ  ଡାକ୍ତରଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।  ମେଡିସିନ୍ ବିଭାଗର ୩୮ ଜଣ ଡାକ୍ତରଙ୍କ ସମେତ ୭୦ ଜଣ ଡାକ୍ତର କ୍ୱାରେଣ୍ଟାଇନରେ ରହିବେ ବୋଲି ଭୀମସାର ନିର୍ଦ୍ଦେଶକ ଲଳିତ କୁମାର ମେହେର ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ବୁର୍ଲା ଭୀମସାର ମେଡିସିନ୍‌ ବିଭାଗର ୯ଜଣ ଡାକ୍ତର ଗତ ମଙ୍ଗଳବାର ପଜିଟିଭ ଚିହ୍ନଟ ହୋଇଥିଲେ। ଏହି ଡାକ୍ତରମାନେ ସେମାନଙ୍କ ସଂସ୍ପର୍ଶରେ ଆସିଥିଲେ। ସେଥିପାଇଁ ସେମାନଙ୍କୁ କ୍ୱାରେଣ୍ଟାଇନରେ ଯିବାକୁ କୁହାଯାଇଛି।

ଏହାସହ ଆଜିଠାରୁ ୧୨ ତାରିଖ ପର୍ଯ୍ୟନ୍ତ ମେଡିସିନ୍ ବିଭାଗ ଓପିଡି ବନ୍ଦ ରହିବ। ମେଡିସିନ୍ OPDକୁ ଆସୁଥିବା ରୋଗୀ ଜେନେରାଲ OPDରେ ଦେଖାଇବା ଲାଗି ବ୍ୟବସ୍ଥା ହୋଇଛି। ସେହିପରି ରୋଗୀଙ୍କ ପାଇଁ ଟେଲି ମେଡିସିନ ନମ୍ବର ଜାରି କରାଯାଇଛି। ୭୬୫୫୦-୫୧୫୯୮ ଏବଂ ୭୬୫୫୦-୫୧୬୦୧ ନମ୍ବରରେ ଟେଲି ମେଡିସିନ ସୁବିଧା ପାଇପାରିବେ ରୋଗୀ। କରୋନା ସଂକ୍ରମଣ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ଭୀମସାର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story