ଦିନକରେ ଚିହ୍ନଟ ହେଲେ ୭୧୮ ଆକ୍ରାନ୍ତ, ୧୬ ହଜାର ଟପିଲା ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ଥରେ ରେକର୍ଡ ଭାଙ୍ଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦିନକରେ ୨୪ ଜିଲ୍ଲାରୁ ନୂଆ ୭୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୭୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୩୯ଟି ଲୋକାଲ୍‌ କେସ୍‌।  ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ଜଣାଯାଇଛି। Covid-19 Report For 16th July New Positive Cases: 718 In Quarantine: 479 Local Contacts: […]

corona-10

corona-10

Niharika Rout
  • Published: Friday, 17 July 2020
  • Updated: 17 July 2020, 12:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ଥରେ ରେକର୍ଡ ଭାଙ୍ଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦିନକରେ ୨୪ ଜିଲ୍ଲାରୁ ନୂଆ ୭୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୭୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୩୯ଟି ଲୋକାଲ୍‌ କେସ୍‌।  ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ଜଣାଯାଇଛି।

ଗଞ୍ଜାମ ଜିଲ୍ଲାରୁ ୨୩୧, ଖୋର୍ଦ୍ଧାରୁ ୧୫୦, ମାଲକାନଗିରି ୫୪ , କଟକରୁ ୩୨, ,କେନ୍ଦୁଝର ଜିଲ୍ଲାରୁ ୨୮, କୋରାପୁଟରୁ ୨୭, ଝାରସୁଗୁଡ଼ା ଜିଲ୍ଲାରୁ ୨୪, ମୟୂରଭଞ୍ଜ ଜିଲ୍ଲାରୁ ୨୨, ଗଜପତି ଜିଲ୍ଲାରୁ ୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାୟଗଡ଼ା ଜିଲ୍ଲାରୁ ୧୯, ଜଗତସିଂହପୁର ଜିଲ୍ଲାରୁ ୧୬, ନୟାଗଡ଼ ଜିଲ୍ଲାରୁ ୧୩, ଭଦ୍ରକ ଜିଲ୍ଲାରୁ ୧୦ ,ବାଲେଶ୍ୱର, ଅନୁଗୁଳ ଜିଲ୍ଲାରୁ ୯ ଲେଖାଏ ଚିହ୍ନଟ ହୋଇଛନ୍ତି।

ଏହାବ୍ୟତୀତ ସୁନ୍ଦରଗଡ଼ ଜିଲ୍ଲାରୁ ୧୦, ପୁରୀ ଜିଲ୍ଲାରୁ ୯, ସମ୍ବଲପୁର, କନ୍ଧମାଳ ଜିଲ୍ଲାରୁ ୭ ଲେଖାଏ , ଢେଙ୍କାନାଳ ଜିଲ୍ଲାରୁ ୬,  ସୋନପୁର ଜିଲ୍ଲାରୁ ୫, ବରଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୪ ଜଣ ଲେଖାଏ, ନଗରଙ୍ଗପୁର ଜିଲ୍ଲାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୬,୧୧୦ରେ ପହଞ୍ଚିଥିବା ବେଳେ ୧୦,୮୭୭ ଜଣ ସୁସ୍ଥ ହୋଇ ସାରିଲେଣି। ୫୧୨୪ଟି ଆକ୍ଟିଭ କେସ୍‌ ଥିବା ବେଳେ ସେମାନେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story