ସେ ବୟସକୁ ଶହେ ସଲାମ୍‌! ୭୫ ବର୍ଷରେ ମାଡ଼ିବସିଲେ ଚୋରଣୀକୁ

ପୁରୀ (ଓଡ଼ିଶା ରିପୋର୍ଟର): ସେ ବୟସକୁ ଶହେ ସଲାମ୍‌। ୭୫ ବର୍ଷରେ ବି ହାର୍‌ ମାନିଲେ ନାହିଁ। ଦମ୍‌ ଦେଖାଇଲେ ବୃଦ୍ଧା ମାଉସୀ। ନିଜେ ଆହତ ହୋଇଥିଲେ ମଧ୍ୟ ଚୋରଣୀକୁ ଛାଡ଼ିଲେ ନାହିଁ। ମାଡି ବସିଲେ ଓ ଚୋରି ହେଉଥିବା ସୁନା ଚେନ୍‌କୁ ଲୁଟ୍‌ରୁ ବଞ୍ଚାଇଲେ। ଏପରି ଜଣେ ସାହସୀ ମହିଳା ହେଉଛନ୍ତି ନଳିନୀ ପଲେଇ। ଘର ଶ୍ରୀକ୍ଷେତ୍ର ପୁରୀରେ। ନଳିନୀଙ୍କ ଏହି ସାହସିକତାକୁ ନେଇ ଆଜି ପୁରୀରେ ସବୁଠି ଚର୍ଚ୍ଚା। ପୂରା ଘଟଣା ଏମିତି। ଆଜି […]

Nalini

Nalini

Ordigital Desk
  • Published: Tuesday, 01 March 2022
  • Updated: 01 March 2022, 07:07 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ସେ ବୟସକୁ ଶହେ ସଲାମ୍‌। ୭୫ ବର୍ଷରେ ବି ହାର୍‌ ମାନିଲେ ନାହିଁ। ଦମ୍‌ ଦେଖାଇଲେ ବୃଦ୍ଧା ମାଉସୀ। ନିଜେ ଆହତ ହୋଇଥିଲେ ମଧ୍ୟ ଚୋରଣୀକୁ ଛାଡ଼ିଲେ ନାହିଁ। ମାଡି ବସିଲେ ଓ ଚୋରି ହେଉଥିବା ସୁନା ଚେନ୍‌କୁ ଲୁଟ୍‌ରୁ ବଞ୍ଚାଇଲେ। ଏପରି ଜଣେ ସାହସୀ ମହିଳା ହେଉଛନ୍ତି ନଳିନୀ ପଲେଇ। ଘର ଶ୍ରୀକ୍ଷେତ୍ର ପୁରୀରେ। ନଳିନୀଙ୍କ ଏହି ସାହସିକତାକୁ ନେଇ ଆଜି ପୁରୀରେ ସବୁଠି ଚର୍ଚ୍ଚା।

ପୂରା ଘଟଣା ଏମିତି। ଆଜି ହେଉଛି ପବିତ୍ର ଶିବରାତ୍ରୀ। ସେଥିପାଇଁ ପୁରୀ ଟାଉନ୍‌ର ହାତୀଶାଳ ସାହିର ୭୫ ବର୍ଷୀୟା ନଳିନୀ ପଲେଇ ଓ ତାଙ୍କ ସମ୍ପର୍କୀୟ ବାବା ଲୋକନାଥଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ଶୃଙ୍ଖଳିତ ଦର୍ଶନ ପାଇଁ ଲମ୍ୱା ଲାଇନ୍‌ ଲାଗିଥିଲା। ଆଉ ସେହି ଲାଇନ୍‌ରେ ଛିଡ଼ା ହୋଇଥିଲେ ନଳିନୀ। ଠିକ୍‌ ଏତିକି ବେଳେ ଜଣେ ଚୋରଣୀ ନଳିନୀଙ୍କ ସମ୍ପର୍କୀୟ(ମହିଳା)ଙ୍କ ବେକରୁ ପଛ ପାର୍ଶ୍ୱରୁ ଚେନ୍‌ ଝାମ୍ପିବାକୁ ଉଦ୍ୟମ କରୁଥିଲା। ସେହି ସମୟରେ ନଳିନୀ ତାକୁ ଧରି ପକାଇଥିଲେ। ଚୋରଣୀ ତାଙ୍କ କବଳରୁ ମୁକୁଳି ପଳାଇ ଯିବାକୁ ଚେଷ୍ଟା କରିଥିଲା। ନଳିନୀଙ୍କୁ ଠେଲା ପେଲା ଓ ମୁଥ ମାରିଥିଲେ ଚୋରଣୀ। କିନ୍ତୁ ନଳିନୀ ତାକୁ ଛାଡ଼ି ନଥିଲେ। ଜୋର କରି ଜାବୁଡ଼ି ଧରିଥିଲେ। 

ନଳିନୀ ଚୋରଣୀକୁ ଧରିବା ସମୟରେ ପାଖରେ ଛିଡ଼ା ହୋଇଥିବା ଲୋକମାନେ ପ୍ରଥମେ କିଛି ବୁଝି ପାରିଲେ ନାହିଁ। ଆଉ ବୁଝିଲା ବେଳକୁ ସେଠାରେ ପହଞ୍ଚି ଯାଇଥିଲା ପୁଲିସ୍‌। ଏବେ ଚୋରଣୀ ପୁଲିସ୍‌ କବ୍‌ଜାରେ। ପୁଲିସ ତାକୁ ଗିରଫ କରିଥିବା ଜଣାପଡ଼ିଛି।

ବୃଦ୍ଧା ମହିଳାଙ୍କ ଅଦମ୍ୟ ସାହସ ଓ ଉପସ୍ଥିତ ବୁଦ୍ଧିକୁ ନେଇ ଏବେ ସବୁଠି ପ୍ରଶଂସା। ଏତେ ଭିଡ଼ ଭିତରେ ସୁନା ଚେନକୁ ଉଦ୍ଧାର କରିବା ସହ ଚୋରକୁ ଧରାଇଥିବା ନଳିନୀଙ୍କ ପାଖକୁ ଛୁଟୁଛି ପ୍ରଶଂସାର ସୁଅ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story