ସପ୍ତମ ବନାନ ପଚାରିଲେ ପିଲା କହୁଛନ୍ତି ‘ଆସେନି’, ସାରଙ୍କ କଥା ନକହିବା ଭଲ

କାମାକ୍ଷାନଗର (ବିଦ୍ୟାଧର ବରାଳ): ସପ୍ତମ ଶ୍ରେଣୀ ବନାନ କଣ? ଓଡ଼ିଆ ଭାଷାରେ କେତୋଟି ଅକ୍ଷର ଅଛି? ସେଥିରୁ ସ୍ୱର ଓ ବ୍ୟଞ୍ଜନବର୍ଣ୍ଣ କେତୋଟିଏ ଲେଖାଏଁ ଅଛି? ଓଡ଼ିଆ ଫଳା ଓ ମାତ୍ରା ସଂଖ୍ୟା କେତୋଟି? ଓଡ଼ିଆ ଯୁକ୍ତାକ୍ଷର କେତୋଟି? ଇଂଲିଶ ଅକ୍ଷର କେତୋଟି? ଏହାର ସହଜ ଉତ୍ତର ହେଉଛି ‘ଆସେନି’। ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କୁ ଏସବୁ ଜଣାନାହିଁ। କେବଳ ଏତିକି ନୁହେଁ, ପ୍ରାୟ ଅଧିକାଂଶ ପିଲଙ୍କୁ ଜଣାନାହିଁ ପଣକିଆ। ପିଲାମାନେ ନିଜ ନାଁ […]

School

School

Manoranjan Sial
  • Published: Tuesday, 05 July 2022
  • Updated: 05 July 2022, 09:51 PM IST

Sports

Latest News

କାମାକ୍ଷାନଗର (ବିଦ୍ୟାଧର ବରାଳ): ସପ୍ତମ ଶ୍ରେଣୀ ବନାନ କଣ? ଓଡ଼ିଆ ଭାଷାରେ କେତୋଟି ଅକ୍ଷର ଅଛି? ସେଥିରୁ ସ୍ୱର ଓ ବ୍ୟଞ୍ଜନବର୍ଣ୍ଣ କେତୋଟିଏ ଲେଖାଏଁ ଅଛି? ଓଡ଼ିଆ ଫଳା ଓ ମାତ୍ରା ସଂଖ୍ୟା କେତୋଟି? ଓଡ଼ିଆ ଯୁକ୍ତାକ୍ଷର କେତୋଟି? ଇଂଲିଶ ଅକ୍ଷର କେତୋଟି? ଏହାର ସହଜ ଉତ୍ତର ହେଉଛି ‘ଆସେନି’। ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କୁ ଏସବୁ ଜଣାନାହିଁ। କେବଳ ଏତିକି ନୁହେଁ, ପ୍ରାୟ ଅଧିକାଂଶ ପିଲଙ୍କୁ ଜଣାନାହିଁ ପଣକିଆ। ପିଲାମାନେ ନିଜ ନାଁ ଇଂଲିଶରେ ଠିକ୍‌ ଭାବେ ଲେଖିପାରୁନାହାନ୍ତି। ସାରଙ୍କ କଥା ନକହିବା ଭଲ। ଶିକ୍ଷା ବ୍ୟବସ୍ଥାର ଏପରି ବିକଳ ଚିତ୍ର ଆସିଛି ଢେଙ୍କାନାଳ ଜିଲ୍ଲାରୁ।

ପରଜଙ୍ଗ ବ୍ଲକ୍‌ ଜୟପୁରାକାଟେଣୀ ଗାଁରେ ରହିଛି ଜୟପୁରାକାଟେଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏଠାରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି ୫ ଜଣ ଶିକ୍ଷକ। ହେଲେ ଦେଖିଲେ ଜଣାପଡ଼ୁନାହିଁ ପିଲାଙ୍କୁ ପଢ଼ା ହେଉଥିବ। କାରଣ ବିଦ୍ୟାର ଏହି ମନ୍ଦିରରେ ପଢ଼ୁଥିବା ପିଲାଙ୍କୁ ଜଣାନାହିଁ ସାଧାରଣ ଜ୍ଞାନ। ଏପରିକି ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କୁ ଷଷ୍ଠ ଏବଂ ସପ୍ତମର ସ୍ପେଲିଂ ଜଣାନାହିଁ। ପିଲାମାନଙ୍କୁ ସପ୍ତମ ବନାନ ପଚାରିଲେ କହୁଛନ୍ତି ସ... ‘ଆସେନି’। ଏହାଛଡ଼ା ରାଜ୍ୟର ନାଁ କଣ? ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ? ଓଡ଼ିଶାର ରାଜ୍ୟପାଳ କିଏ? ଭାରତର ପ୍ରଧାନମନ୍ତ୍ରୀ କିଏ? ଭାରତର ରାଷ୍ଟ୍ରପତି କିଏ? ଜାତୀର ପିତା କିଏ ପଚାରିଲେ “ଆସେନି” ବୋଲି ପିଲାମାନେ କହୁଛନ୍ତି। ଏଚିତ୍ର କେବଳ ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲାଙ୍କର ନୁହେଁ। କହିବାକୁ ଗଲେ ପ୍ରାୟତଃ ସବୁ ଶ୍ରେଣୀର ଅବସ୍ଥା ସେୟା।

ତେବେ ଇଏତ ଗଲା ପିଲାଙ୍କ କଥା। ପିଲାଙ୍କୁ ପାଠ ପଢ଼ାଉଥିବା ସାର୍‌ଙ୍କ କଥା ନକହିଲେ ଭଲ। ସାରଙ୍କ ଉତ୍ତର ଶୁଣିଲେ ଆପଣ ଆବାକ ହୋଇଯିବେ। କାହିଁକି ନା ସାରଙ୍କୁ ନା ଜଣାଅଛି ଓଡ଼ିଆ ବର୍ଣ୍ଣମାଳା ନା ଜଣାଅଛି ଅକ୍ଷର ସଂଖ୍ୟା। ସାର୍‌ ଭୁଲି ଗଲେଣି ପାଠ ପଢ଼ା। ଅଣଚାଷରୁ ବାର ଗଲେ କେତେ ସାରଙ୍କୁ ଜଣାନାହିଁ। ଧନ୍ୟ ତୁମେ ସାର୍‌, ଧନ୍ୟ ତୁମର ଶିକ୍ଷା। ଯେଉଁଠି ଶିକ୍ଷକଙ୍କ ଅବସ୍ଥା ଏମିତି ସେଠି ଛାତ୍ରଛାତ୍ରୀଙ୍କ ଶିକ୍ଷାରେ କେତେ ସୁଧାର ଆସିବ, ତାହା ସ୍ପଷ୍ଟ ଅନୁମେୟ।

ଏ ନେଇ ଢଙ୍କାନାଳ ଜିଲ୍ଲା ଶିକ୍ଷାଧିକାରୀ ନିବେଦିତା ପାଣିଙ୍କୁ ପଚାରିବାରୁ ସେ କହିଛନ୍ତି ଜଣେ ଅଫିସର ପଠାଯାଇ ଯାଞ୍ଚ କରିବି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story