ସପ୍ତମ ବେତନ କମିଶନ କେବେ ? ଆହୁରି ୪୫ଦିନ ମାଗିଲା ଫିଟ୍‌ମେଣ୍ଟ କମିଟି

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁସାରେ ଦରମା ମିଳିବାରେ ହୋଇପାରେ ବିଳମ୍ବ। ଏଥିପାଇଁ ଗଠିତ ଫିଟ୍‌ମେଣ୍ଟ କମିଟି ନିଜ ରିପୋର୍ଟ ଦେବାକୁ ଆଉ ୪୫ ଦିନ ସମୟ ମାଗିଛି। ଆଜି ସଚିବାଳୟରେ କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ଅଧ୍ୟକ୍ଷ ଆର.ବାଲକ୍ରିଷ୍ଣନ। ସେ କହିଛନ୍ତି,“୪୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କମିଟି ଚେଷ୍ଟା କରୁଛି। ବିଭିନ୍ନ ବର୍ଗର ଦରମାରେ ଅସଂଗତି ଥିବାରୁ ଅଧିକ ସମୟ ଦରକାର ହେଉଛି। ଏନେଇ ବିଭିନ୍ନ […]

fitment

fitment

Rakesh Mallick
  • Published: Friday, 28 April 2017
  • Updated: 28 April 2017, 09:10 PM IST

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁସାରେ ଦରମା ମିଳିବାରେ ହୋଇପାରେ ବିଳମ୍ବ। ଏଥିପାଇଁ ଗଠିତ ଫିଟ୍‌ମେଣ୍ଟ କମିଟି ନିଜ ରିପୋର୍ଟ ଦେବାକୁ ଆଉ ୪୫ ଦିନ ସମୟ ମାଗିଛି। ଆଜି ସଚିବାଳୟରେ କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ଅଧ୍ୟକ୍ଷ ଆର.ବାଲକ୍ରିଷ୍ଣନ।

ସେ କହିଛନ୍ତି,“୪୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କମିଟି ଚେଷ୍ଟା କରୁଛି। ବିଭିନ୍ନ ବର୍ଗର ଦରମାରେ ଅସଂଗତି ଥିବାରୁ ଅଧିକ ସମୟ ଦରକାର ହେଉଛି। ଏନେଇ ବିଭିନ୍ନ ବିଭାଗର ମତ ଓ ପରାମର୍ଶ ଲୋଡ଼ାଯିବ।  ସୁପାରିଶରେ ଯେପରି ଅସଂଗତି ନ ରହିବ ସେଥିପ୍ରତି ଧ୍ୟାନ ଦିଆଯିବ।

୧ଜାନୁଆରୀ ୨୦୧୬ରୁ କେନ୍ଦ୍ର ସରକାର ସପ୍ତମ ବେତନ କମିଶନଙ୍କ ସୁପାରିଶ ଲାଗୁ କରି ସାରିଛନ୍ତି। କେନ୍ଦ୍ରୀୟ ଢାଞ୍ଚାରେ କମିଶନଙ୍କ ସୁପାରିଶ ଲାଗୁ ପାଇଁ ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଥିଲେ। ସୁପାରିଶ କିଭଳି ଲାଗୁ ହେବ ସେଥିପାଇଁ ପ୍ରସ୍ତାବ ଦେବାକୁ ଫିଟ୍‌ମେଣ୍ଟ କମିଟି ଗଠନ ହୋଇଥିଲା। ଆଜି କମିଟିକୁ ରିପୋର୍ଟ ଦେବାର ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story