ଧରାପଡ଼ିଲେ ୮ ପିଏଲଏଫଆଇ ସଦସ୍ୟ

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲାର ବିଶ୍ରା ଅଞ୍ଚଳର ଏକ ଜଙ୍ଗଲରୁ ପିଏଲଏଫଆଇର ୮ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ୨ଟି ପିସ୍ତଲ ଓ ୨ଟି ବାଇକ ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଗ୍ୟାଙ୍ଗର ଏରିଆ କମାଣ୍ଡର ସୁଦାମ ସିଂ ଓ ତା’ର ସହଯୋଗୀ ଚନ୍ଦ୍ରଭାନୁ ସିଂ ଅଛନ୍ତି। ଅନ୍ୟ ୫ଜଣଙ୍କ ପରିଚୟ ଜଣାପଡ଼ି ନାହିଁ।

ସୁଦାମ ଓ ତା’ର ସହଯୋଗୀ ନାମରେ ଝାଡ଼ଖଣ୍ଡ ଓ ଓଡ଼ିଶାରେ ୧୦ଟି ହତ୍ୟା, ୭ଟି ପେଟ୍ରୋଲ ପମ୍ପ ଡକାୟତି ଓ ବହୁ ଦାଦା ବଟି ମାମଲା ରହିଛି। ଝାଡ଼ଖଣ୍ଡର ବାନୋ ଥାନା ପୋଲିସ ସେମାନଙ୍କୁ ପଚରାଉଚରା କରୁଛି। ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଚଳାଇଛି ।

ଗତ ଜୁନ ମାସରେ ସୁଦାମ ସିଂ ଏକ ଲକ୍ଷ ୪୦ ହଜାର ଟଙ୍କାର ସୁପାରୀ ନେଇ ବିଶ୍ରା ଥାନା ମିଟକୁନ୍ଦୁରି ଗାଁରେ ଜଣେ ବ୍ୟକ୍ତିକୁ ଗୁଳି କରିଥିଲା। ତେବେ ସୌଭାଗ୍ୟବଶତଃ ଉକ୍ତ ବ୍ୟକ୍ତି ବଞ୍ଚିଯାଇଥିଲେ।

Ordigital Desk
• Published: Wednesday, 27 December 2017
• Updated: 27 December 2017, 07:59 AM IST

Sports

Latest News

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲାର ବିଶ୍ରା ଅଞ୍ଚଳର ଏକ ଜଙ୍ଗଲରୁ ପିଏଲଏଫଆଇର ୮ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ୨ଟି ପିସ୍ତଲ ଓ ୨ଟି ବାଇକ ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଗ୍ୟାଙ୍ଗର ଏରିଆ କମାଣ୍ଡର ସୁଦାମ ସିଂ ଓ ତା’ର ସହଯୋଗୀ ଚନ୍ଦ୍ରଭାନୁ ସିଂ ଅଛନ୍ତି। ଅନ୍ୟ ୫ଜଣଙ୍କ ପରିଚୟ ଜଣାପଡ଼ି ନାହିଁ।

ସୁଦାମ ଓ ତା’ର ସହଯୋଗୀ ନାମରେ ଝାଡ଼ଖଣ୍ଡ ଓ ଓଡ଼ିଶାରେ ୧୦ଟି ହତ୍ୟା, ୭ଟି ପେଟ୍ରୋଲ ପମ୍ପ ଡକାୟତି ଓ ବହୁ ଦାଦା ବଟି ମାମଲା ରହିଛି। ଝାଡ଼ଖଣ୍ଡର ବାନୋ ଥାନା ପୋଲିସ ସେମାନଙ୍କୁ ପଚରାଉଚରା କରୁଛି। ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଚଳାଇଛି ।

ଗତ ଜୁନ ମାସରେ ସୁଦାମ ସିଂ ଏକ ଲକ୍ଷ ୪୦ ହଜାର ଟଙ୍କାର ସୁପାରୀ ନେଇ ବିଶ୍ରା ଥାନା ମିଟକୁନ୍ଦୁରି ଗାଁରେ ଜଣେ ବ୍ୟକ୍ତିକୁ ଗୁଳି କରିଥିଲା। ତେବେ ସୌଭାଗ୍ୟବଶତଃ ଉକ୍ତ ବ୍ୟକ୍ତି ବଞ୍ଚିଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos