ପୁରୀ ସହରରେ ୯ ପ୍ଲାଟୁନ୍‌ ଫୋର୍ସ, ହୋଟେଲ ଚେକିଂ କଡ଼ାକଡ଼ି

ପୁରୀ(ଓଡ଼ିଶା ରିପୋର୍ଟର): ରାତି ପାହିଲେ ନୂଆବର୍ଷ । ଏଥିନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ପୁରୀ ବେଳାଭୂମି ସମେତ ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଜମୁଛି ଅସମ୍ଭବ ଗହଳି। ଏହାକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନେଇ ଆଜି ଆୟୋଜିତ ପ୍ରେସମିଟ୍‌ରେ ସୂଚନା ଦେଲେ ପୁରୀ ଏସ୍‌ପି କନଓ୍ୱର ବିଶାଲ ସିଂ । ଏନେଇ ଏସ୍‌ପି କହିଛନ୍ତି, ଶ୍ରୀମନ୍ଦିର ବନ୍ଦ ଥିବା ସତ୍ତ୍ୱେ ପୁରୀରେ […]

puri

puri

Niharika Rout
  • Published: Friday, 31 December 2021
  • Updated: 31 December 2021, 04:19 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ରାତି ପାହିଲେ ନୂଆବର୍ଷ । ଏଥିନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ପୁରୀ ବେଳାଭୂମି ସମେତ ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଜମୁଛି ଅସମ୍ଭବ ଗହଳି। ଏହାକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନେଇ ଆଜି ଆୟୋଜିତ ପ୍ରେସମିଟ୍‌ରେ ସୂଚନା ଦେଲେ ପୁରୀ ଏସ୍‌ପି କନଓ୍ୱର ବିଶାଲ ସିଂ ।

ଏନେଇ ଏସ୍‌ପି କହିଛନ୍ତି, ଶ୍ରୀମନ୍ଦିର ବନ୍ଦ ଥିବା ସତ୍ତ୍ୱେ ପୁରୀରେ ଜମୁଛି ଅସମ୍ଭବ ଗହଳି । ଏହାକୁ ଏଡ଼ାଇବା ପାଇଁ ଓ ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପୁଲିସ୍‌ ଛାଉଣିରେ ପରିଣତ ହୋଇଛି ପୁରୀ। ଆଜି ଓ ଆସନ୍ତାକାଲି ପାଇଁ ପୁରୀ ସହରରେ ୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସମଗ୍ର ସହରକୁ ୧୩ଟି ସେକ୍ଟରରେ ବିଭକ୍ତ କରାଯାଇଛି । ପ୍ରତି ସେକ୍ଟରରେ ଜଣେ ଇନ୍ସପେକ୍ଟର, ବେଳାଭୂମିରେ ଜଣେ DSP, ୨ ଇନ୍ସପେକ୍ଟର ଓ ୩ ପ୍ଲାଟୁନ ଫୋର୍ସ ମୁତୟନ  ରହିବେ।

ସାହି ଲୋକଙ୍କ ଛଡ଼ା ଅନ୍ୟମାନଙ୍କ ୪ ଚକିଆ ଗାଡ଼ିକୁ ସଂପୂର୍ଣ୍ଣ ବ୍ୟାନ୍ କରାଯାଇଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଜିରୋ ନାଇଟ ସେଲିବ୍ରେଶନକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବାରଣ କରାଯାଇଥିବା ବେଳେ ପ୍ରତି ହୋଟେଲ ଯାଞ୍ଚ ହେଉଛି । ମ୍ୟୁନିସିପାଲ ଅଧିକାରୀ ଓ ପୁଲିସ୍‌ଙ୍କୁ ନେଇ ଗଠିତ ୧୦ଟି ଟିମ୍‌ ହୋଟେଲ ଚେକିଂ କରୁଛନ୍ତି। ଏ ନେଇ ହୋଟେଲ ମାଲିକଙ୍କ ସହ ମଧ୍ୟ ଆଲୋଚନା ହେଉଛି।  କଟକଣା ଉଲ୍ଲଙ୍ଘନ ହେବା ନଜର ଆସିଲେ ନିଆଯିବ ଦୃଢ କାର୍ଯ୍ୟନୁଷ୍ଠାନ ।

ରାତି ୧୦ଟା ପରେ କର୍ଫ୍ୟୁକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ ।  ରାତି ସାରା ପୁରୀ ସହରକୁ ଜଗି ରହିବ ପୁଲିସ୍‌। ଏହାବାଦ ରାମଚଣ୍ଡି ବିଚ୍‌, କୋଣାର୍କ ଆଦି ଦର୍ଶନୀୟ ସ୍ଥାନରେ ମଧ୍ୟ ଚେକିଂକୁ କଡ଼ାକଡ଼ି କରାଯିବା ସହ ପାଟ୍ରୋଲିଂ କରାଯାଉଛି ବୋଲି କହିଛନ୍ତି ଏସ୍‌ପି କନଓ୍ୱର ବିଶାଲ ସିଂ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story