ବନ୍ଦ ହେବ ୯୬୬ଟି ସ୍କୁଲ, ପିଲାଙ୍କୁ ମିଳିବ ଟିଏ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷାର ଦୀପ ଜଳାଇବା ପାଇଁ ରାଜ୍ୟ ସରକାର ଯେଉଁ ସ୍କୁଲ ଖୋଲିଥିଲେ ଆଜି ସେହି ସ୍କୁଲ ଗୁଡ଼ିକୁ ବନ୍ଦ କରିବାକୁ ଯାଉଛନ୍ତି। ଏଥିପାଇଁ ରାଜ୍ୟରେ ୯୬୬ଟି ସରକାରୀ ପ୍ରାଥମିକ ସ୍କୁଲକୁ ଚିହ୍ନଟ କରାଯାଇଛି। ଏସବୁ ସ୍କୁଲରେ ପିଲାଙ୍କ ସଂଖ୍ୟା ୧୦ରୁ କମ ଥିବା ଦର୍ଶାଇ ସେଥିରେ ତାଲା ପକାଇବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ତା’ସହ ବନ୍ଦ ହେବାକୁ ଥିବା ସ୍କୁଲର ପିଲାଙ୍କୁ ନିକଟ ସ୍କୁଲକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ଯାତାୟାତ ଖର୍ଚ୍ଚ ରାଜ୍ୟ […]

966-schools-in-odisha-to-shut-down

966-schools-in-odisha-to-shut-down

Manoranjan Sial
  • Published: Saturday, 22 June 2019
  • Updated: 22 June 2019, 09:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷାର ଦୀପ ଜଳାଇବା ପାଇଁ ରାଜ୍ୟ ସରକାର ଯେଉଁ ସ୍କୁଲ ଖୋଲିଥିଲେ ଆଜି ସେହି ସ୍କୁଲ ଗୁଡ଼ିକୁ ବନ୍ଦ କରିବାକୁ ଯାଉଛନ୍ତି। ଏଥିପାଇଁ ରାଜ୍ୟରେ ୯୬୬ଟି ସରକାରୀ ପ୍ରାଥମିକ ସ୍କୁଲକୁ ଚିହ୍ନଟ କରାଯାଇଛି। ଏସବୁ ସ୍କୁଲରେ ପିଲାଙ୍କ ସଂଖ୍ୟା ୧୦ରୁ କମ ଥିବା ଦର୍ଶାଇ ସେଥିରେ ତାଲା ପକାଇବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ତା’ସହ ବନ୍ଦ ହେବାକୁ ଥିବା ସ୍କୁଲର ପିଲାଙ୍କୁ ନିକଟ ସ୍କୁଲକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ଯାତାୟାତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି। ତେବେ କାହିଁକି ଏତେ ସ୍କୁଲ୍‌ ବନ୍ଦ କରିବାର ସ୍ଥିତି ଉପୁଜିଲା? ସରକାରୀ ସ୍କୁଲରେ କାହିଁକି ବିମୁଖ ହେଉଛନ୍ତି ପିଲା? ତାକୁ ନେଇ ନାନା ପ୍ରଶ୍ନ ଉଠିଛି।

ବନ୍ଦ ହେବାକୁ ଥିବା ସ୍କୁଲର ପିଲାଙ୍କୁ ଅନ୍ୟ ସ୍କୁଲକୁ ପଠାଯିବ। ୧ କିମି ଦୂରରୁ ଅଧିକ ଦୂରକୁ ଯିବାକୁ ପଡ଼ିଲେ ପିଲାଙ୍କ ଯାତାୟାତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ସେହି ଅନୁଯାୟୀ, ୭୫ ପ୍ରତିଶତରୁ ଅଧିକ ଉପସ୍ଥାନ ଥିବା ଛାତ୍ରଙ୍କୁ ମାସକୁ ୬ଶହ ଓ ବାର୍ଷିକ ୬ ହଜାର ଟଙ୍କା, ୫୦ରୁ ୭୪ ପ୍ରତିଶତ ଉପସ୍ଥାନ ଥିବା ପିଲାଙ୍କୁ ମାସକୁ ୪ଶହ ଓ ବାର୍ଷିକ ୪ ହଜାର, ୩୦ରୁ ୪୯ ପ୍ରତିଶତ ଉପସ୍ଥାନ ଥିବା ପିଲାଙ୍କୁ ମାସିକ ୩ ଶହ ଓ ବାର୍ଷିକ ୩ ହଜାର ଟଙ୍କା ମିଳିବ। ଯାତାୟାତ ଖର୍ଚ୍ଚ ଅଭିଭାବକଙ୍କ ଆକାଉଣ୍ଟକୁ ଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି। ତେବେ ୩୦ ପ୍ରତିଶତରୁ କମ୍ ଉପସ୍ଥାନ ଥିବା ପିଲାଙ୍କୁ ଯାତାୟାତ ଖର୍ଚ୍ଚ ମିଳିବ ନାହିଁ। ଏଭଳି ନିଷ୍ପତ୍ତିକୁ କିନ୍ତୁ ନାପସନ୍ଦ କରିଛନ୍ତି ଅଭିଭାବକ ଓ ଶିକ୍ଷକ ସଂଘ।

ରାଜ୍ୟରେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ସର୍ବଶିକ୍ଷା ଅଭିଯାନ ଜରିଆରେ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି। ତେବେ ସରକାରଙ୍କ ଅଧୀନସ୍ଥ ସ୍କୁଲ ଗୁଡ଼ିକରେ କାହିଁକି ଏଭଳି ଅବସ୍ଥା? ପିଲା ଅଧାରୁ ପାଠ ଛାଡ଼ିଦେଲେ, ନା ବେସରକାରୀ ସ୍କୁଲ୍ ପ୍ରତି ବଢୁଥିବା ଆଗ୍ରହର ଏ ପରିଣତି ?

କୋରାପୁଟ ଜିଲ୍ଲା ବାଲିପଦରଗୁଡ଼ା ଗାଁରେ ବାସ କରନ୍ତି ୩୦ଟି ପରିବାର। ଏଠାରେ ଥିବା ସରକାରୀ ପ୍ରାଥମିକ ସ୍କୁଲରେ ପାଠ ପଢ଼ୁଛନ୍ତି ମାତ୍ର ୬ ଜଣ ଛାତ୍ରଛାତ୍ରୀ। ପିଲାଙ୍କ ସଂଖ୍ୟା ଦେଖି ରାଜ୍ୟ ସରକାର ଏହି ସ୍କୁଲରେ ତାଲା ପକାଇଦେଲେ। ଫଳରେ ଅଭିଭାବକମାନେ କିଛି ଦୂରରେ ଥିବା ସ୍କୁଲରେ ଆଡମିଶନ କରାଇଲେ ନିଜ ନିଜ ପିଲାମାନଙ୍କୁ।

ଏଭଳି ଭାବେ ଜିଲ୍ଲାରେ ଚଳିତବର୍ଷ ୯୦ ସ୍କୁଲରେ ତାଲା ପକାଇ ସାରିଲେଣି ରାଜ୍ୟ ସରକାର। ଫଳରେ କିଛି ପିଲା ଅନ୍ୟ ସ୍କୁଲକୁ ଗଲେ ତ ଆଉ କିଛି ପିଲା ପାଠପଢ଼ାରେ ଡୋରି ବାନ୍ଧିଲେଣି। କେବଳ କୋରାପୁଟ ଜିଲ୍ଲା ନୁହଁ, ରାଜ୍ୟର ସମସ୍ତ ଯାକ ୩୦ଟି ଜିଲ୍ଲାରେ ଏଭଳି ସ୍ଥିତି ଦେଖାଦେଇଛି। ଫଳରେ ନିଜ ନିଜ ପିଲାମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଗ୍ରାମାଞ୍ଚଳର ଅଭିଭାବକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story