ହଷ୍ଟେଲ୍‌ରେ ଦିଆଯାଉଛି ନିମ୍ନମାନର ଖାଦ୍ୟ! ପ୍ରତିବାଦରେ ରାସ୍ତାରେ ବସିଲେ ଛାତ୍ରଛାତ୍ରୀ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉତ୍ତମ ମାନର ଶିକ୍ଷା ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ସତ୍ତ୍ୱେ ପିଲାମାନେ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ହଷ୍ଟେଲ୍‌ରେ ରହୁଥିବା ପିଲାମାନଙ୍କୁ ଠିକ୍‌ ଭାବେ ଖାଇବାକୁ ଦିଆଯାଉନଥିବା ଅଭିଯୋଗ ହୋଇଛି। ଯାହାର ପ୍ରତିବାଦରେ ମାଲକାନଗିରି ନାୟକଗୁଡ଼ା ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ପିଲାମାନେ ୩୨୬ ନଂ ଜାତୀୟ ରାଜପଥର ଅବରୋଧ କରିଛନ୍ତି। ନାୟକଗୁଡ଼ା ହାଇସ୍କୁଲର ହଷ୍ଟେଲରେ ରହୁଥିବା ନବମ ଓ ଦଶମ […]

9th-and-10th-class-student-are-protest-on-nh-326

Manoranjan Sial
  • Published: Friday, 13 September 2019
  • Updated: 13 September 2019, 05:03 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉତ୍ତମ ମାନର ଶିକ୍ଷା ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ସତ୍ତ୍ୱେ ପିଲାମାନେ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ହଷ୍ଟେଲ୍‌ରେ ରହୁଥିବା ପିଲାମାନଙ୍କୁ ଠିକ୍‌ ଭାବେ ଖାଇବାକୁ ଦିଆଯାଉନଥିବା ଅଭିଯୋଗ ହୋଇଛି। ଯାହାର ପ୍ରତିବାଦରେ ମାଲକାନଗିରି ନାୟକଗୁଡ଼ା ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ପିଲାମାନେ ୩୨୬ ନଂ ଜାତୀୟ ରାଜପଥର ଅବରୋଧ କରିଛନ୍ତି।

ନାୟକଗୁଡ଼ା ହାଇସ୍କୁଲର ହଷ୍ଟେଲରେ ରହୁଥିବା ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ପାଇଁ ଥିବା ଜେନେରାଟରଟି ଗତ ୧୫ ଦିନ ହେଲା ଖରାପ ହୋଇପଡ଼ିଛି। ସ୍କୁଲ୍‌ କର୍ତ୍ତୃପକ୍ଷ ଜେନେରେଟର ସଜାଡ଼ୁ ନାହାନ୍ତି। ଯେଉଁଥିପାଇଁ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହେଉଛି। ଏହାଛଡ଼ା ହଷ୍ଟେଲ୍‌ ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ଖାଦ୍ୟ ଖାଇବାକୁ ଦିଆଯାଉଛି। ଏ ନେଇ ଛାତ୍ରଛାତ୍ରୀମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ସ୍କୁଲ କର୍ତ୍ତୃପକ୍ଷଙ୍କଠାରୁ ନିରାଶ ହୋଇ ଆଜି ଛାତ୍ରଛାତ୍ରୀମାନେ ୩୨୬ ନଂ ଜାତୀୟ ରାଜପଥକୁ ନାୟକଗୁଡ଼ା ଛକରେ ଅବରୋଧ କରିଥିଲେ। ଏପରିକି ରାସ୍ତାରେ ଧାରଣା ଦେଇଥିଲେ। ଦାବି ପୂରଣ ହେଲେ ଧାରଣାରୁ ଉଠିବୁ ବୋଲି ଛାତ୍ରଛାତ୍ରୀଙ୍କୁ କହିଥିଲେ।

ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଯୋଗୁ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଛି। ଦୂରଦୂରାନ୍ତରୁ ଆସୁଥିବା ଗାଡ଼ିଗୁଡ଼ିକ ଦୀର୍ଘ ସମୟ ଧରି ଅଟକି ରହିଛି। ଖବର ପାଇ ବିଡିଓ ଆଶିଷ କୁମାର ଭୋଇ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି। ମାତ୍ର ପିଲାମାନେ ତାଙ୍କ ଜିଦ୍‌ରେ ଅଟଳ ରହିଛନ୍ତି।

ଅନ୍ୟପକ୍ଷରେ ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍କୁଲର ପ୍ରଧାନଶିକ୍ଷକ। ସ୍କୁଲରେ ନିମ୍ନମାନର ଖାଦ୍ୟ ଦିଆଯାଉ ନାହିଁ। ଜେନେରେଟରଟି ଖରାପ ହୋଇଥିବାରୁ ସଜାଡିବାକୁ ଦିଆଯାଇଛି ବୋଲି ପ୍ରଧାନଶିକ୍ଷକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story