ବାହାଘର ପୂର୍ବରୁ କଟିଗଲା ବରର ଦୁଇ ଗୋଡ଼, ପରିବାର ଲୋକଙ୍କ ଅନିଚ୍ଛା ସତ୍ତ୍ୱେ ଆପଣାଇ ନେଲେ କନ୍ୟା

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଠିକ୍ ହୋଇସାରିଥିଲା ବାହାଘର। ହେଲେ ତା’ପୂର୍ବରୁ ଘଟିଲା ଅଘଟଣ। ଦୁର୍ଘଟଣାରେ କଟିଗଲା ପୁଅର ଦୁଇ ଗୋଡ଼। ଏମିତି ସ୍ଥିତିରେ ଆଉ କେହି ହୋଇଥିଲେ ହୁଏତ ତାଙ୍କୁ ବାହା ହେବାକୁ ରାଜି ହୋଇନଥା’ନ୍ତେ। କିନ୍ତୁ ଯାହାଙ୍କ ସହିତ ତାଙ୍କର ବାହାଘର ଠିକ୍ ହୋଇଥିଲା, ସେ ମୁହଁ ଫେରାଇ ନେଇ ନଥିଲେ। ସେମାନଙ୍କର ବାହାଘର ହୋଇଥିଲା। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ସହରରେ। ସହରର ଗୋପାଳଗାଁର ନିକି ପଣ୍ଡାଙ୍କ ବାହାଘର ଡାକ୍ତର ଦେବବ୍ରତ […]

Marriage

Marriage

Jitendra Garnayak
  • Published: Friday, 03 June 2022
  • Updated: 03 June 2022, 09:45 PM IST

Sports

Latest News

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଠିକ୍ ହୋଇସାରିଥିଲା ବାହାଘର। ହେଲେ ତା’ପୂର୍ବରୁ ଘଟିଲା ଅଘଟଣ। ଦୁର୍ଘଟଣାରେ କଟିଗଲା ପୁଅର ଦୁଇ ଗୋଡ଼। ଏମିତି ସ୍ଥିତିରେ ଆଉ କେହି ହୋଇଥିଲେ ହୁଏତ ତାଙ୍କୁ ବାହା ହେବାକୁ ରାଜି ହୋଇନଥା’ନ୍ତେ। କିନ୍ତୁ ଯାହାଙ୍କ ସହିତ ତାଙ୍କର ବାହାଘର ଠିକ୍ ହୋଇଥିଲା, ସେ ମୁହଁ ଫେରାଇ ନେଇ ନଥିଲେ। ସେମାନଙ୍କର ବାହାଘର ହୋଇଥିଲା। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ସହରରେ।

ସହରର ଗୋପାଳଗାଁର ନିକି ପଣ୍ଡାଙ୍କ ବାହାଘର ଡାକ୍ତର ଦେବବ୍ରତ ଷଡ଼ଙ୍ଗୀଙ୍କ ସହିତ ଠିକ୍ ହୋଇଥିଲା। ବାହାଘର ପୂର୍ବରୁ ଏକ ଦୁର୍ଘଟଣାରେ ଡାକ୍ତର ଷଡ଼ଙ୍ଗୀଙ୍କର ଦୁଇ ଗୋଡ଼ କଟିଗଲା। ଏଣୁ ନିକିଙ୍କ ପରିବାର ଲୋକେ ବାହାଘର ଭାଙ୍ଗି ଦେବାକୁ ବସିଥିଲେ। କିନ୍ତୁ ନିକି ଡାକ୍ତର ଷଡ଼ଙ୍ଗୀଙ୍କୁ ବାହା ହେବାକୁ ଜିଦ୍ ଧରିଥିଲେ। ପରିବାରର ପ୍ରବଳ ଚାପ ସତ୍ତ୍ୱେ ନିକି ନିଜ ନିଷ୍ପତ୍ତିରେ ଦୃଢ଼ ରହିଥିଲେ।

ଯଦି ଡାକ୍ତର ଷଡ଼ଙ୍ଗୀଙ୍କୁ ନିକି ପୂର୍ବରୁ ପ୍ରେମ କରୁଥା’ନ୍ତେ, ତା’ହେଲେ ହୁଏତ ତାଙ୍କର ଏଭଳି ନିଷ୍ପତ୍ତି କାହାକୁ ଆଶ୍ଚର୍ଯ୍ୟ କରି ନଥା’ନ୍ତା। କିନ୍ତୁ ନିକି ତାଙ୍କୁ ପୂର୍ବରୁ ଜାଣି ନଥିଲେ। ସାଧାରଣ ଢଙ୍ଗରେ ପ୍ରସ୍ତାବ ପଡ଼ି ଏହି ବାହାଘର ଠିକ୍ ହୋଇଥିଲା। ତେଣୁ ତାଙ୍କର ଏ ନିଷ୍ପତ୍ତି ପଛରେ ମାନବିକତା ମୁଖ୍ୟ ଭୂମିକା ନିର୍ବାହ କରିଥିଲା ବୋଲି ଆଲୋଚନା ହେଉଛି।

ନିକିଙ୍କ ଜିଦ୍ ଆଗରେ ତାଙ୍କ ବାପାମା’ ହାର ମାନିଥିଲେ ଓ ଡାକ୍ତର ଷଡ଼ଙ୍ଗୀଙ୍କ ସହିତ ଧୂମ୍‌ଧାମ୍‌ରେ ତାଙ୍କ ବାହାଘର ସଂପନ୍ନ ହୋଇଛନ୍ତି। ଏହି ବାହାଘରରେ ଅନ୍ୟମାନଙ୍କ ସହିତ ସ୍ଥାନୀୟ ବିଧାୟକ ବି ସାମିଲ ହୋଇ ବରକନ୍ୟାଙ୍କୁ ଆଶୀର୍ବାଦ ଦେଇଥିଲେ। ନିକିଙ୍କ ନିଷ୍ପତ୍ତିକୁ ସମସ୍ତେ ପ୍ରଶଂସା ମଧ୍ୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story