ମଣ୍ଡିରେ ପଶି ଧାନ ଖାଇଗଲେ ହାତୀ

ପଦ୍ମପୁର (ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ପଦ୍ମପୁରର ଦହିଗାଁ ମାର୍କେଟ୍ ୟାର୍ଡରେ ହାତୀଙ୍କ ଉପଦ୍ରବ। ଆଜି ଭୋରରେ ଏକ ହାତୀପଲ ଧାନମଣ୍ଡିରେ ପଶି ଧାନ ଖାଇ ଦେଇଛନ୍ତି। ତା’ସହିତ ଧାନ ଭର୍ତ୍ତି ବସ୍ତାଗୁଡ଼ିକୁ ଦଳି ଚକଟି ନଷ୍ଟ କରି ପକାଇଛନ୍ତି। ୪୦ରୁ ୫୦ ବସ୍ତା ଧାନକୁ ପାଦରେ ଦଳି ହାତୀମାନେ ନଷ୍ଟ କରିଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବନ ବିଭାଗ କର୍ମଚାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି । ପୂର୍ବରୁ ଦହିଗାଁ ଅଞ୍ଚଳରେ ୩୦ରୁ ୩୫ଟି ହାତୀ […]

paddy

paddy

Jitendra Garnayak
  • Published: Monday, 31 December 2018
  • Updated: 31 December 2018, 05:20 PM IST

Sports

Latest News

ପଦ୍ମପୁର (ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ପଦ୍ମପୁରର ଦହିଗାଁ ମାର୍କେଟ୍ ୟାର୍ଡରେ ହାତୀଙ୍କ ଉପଦ୍ରବ। ଆଜି ଭୋରରେ ଏକ ହାତୀପଲ ଧାନମଣ୍ଡିରେ ପଶି ଧାନ ଖାଇ ଦେଇଛନ୍ତି। ତା’ସହିତ ଧାନ ଭର୍ତ୍ତି ବସ୍ତାଗୁଡ଼ିକୁ ଦଳି ଚକଟି ନଷ୍ଟ କରି ପକାଇଛନ୍ତି।

880୪୦ରୁ ୫୦ ବସ୍ତା ଧାନକୁ ପାଦରେ ଦଳି ହାତୀମାନେ ନଷ୍ଟ କରିଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବନ ବିଭାଗ କର୍ମଚାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି ।

ପୂର୍ବରୁ ଦହିଗାଁ ଅଞ୍ଚଳରେ ୩୦ରୁ ୩୫ଟି ହାତୀ ଆସି ବୁଲୁଥିଲେ।

ଦହିଗାଁ ଅଞ୍ଚଳର ଜଣେ ଚାଷୀ କହିଛନ୍ତି,“ଧାନ ମିଲ୍‌କୁ ଯାଇ ନ ପାରିବାରୁ ୧୦ରୁ୧୨ ଦିନ ହେବ ମଣ୍ଡିରେ ମୋ ଧାନ ପଡ଼ି ରହିଛି। ୧୨ ବସ୍ତା ଧାନ ହାତୀ ନଷ୍ଟ କରିଦେଇଛି। ମଣ୍ଡିରେ ଧାନ ବସ୍ତାକୁ ସୁରକ୍ଷା ଦିଆଯାଉନାହିଁ। ସରକାର ମୋତେ କ୍ଷତିପୂରଣ ଦିଅନ୍ତୁ।”

https://youtu.be/nxZypj04nxk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story