ବିଶ୍ୱକପ୍‌ ପୂର୍ବରୁ ଅଘଟଣ, ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଗଲା ଶ୍ରମିକଙ୍କ ଜୀବନ

ରାଉରକେଲା (ଓଡ଼ିଶା ରିପୋର୍ଟର): ପୁରୁଷ ହକି ବିଶ୍ୱକପ୍‌ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେଉଥିବା ବେଳେ ତା’ପୂର୍ବରୁ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଘଟିଛି ଅଘଟଣ। ମଙ୍ଗଳବାର ଅପରାହ୍ଣରେ ବିଦ୍ୟୁତ୍ ଆଘାତରେ ଚାଲିଯାଇଛି ଜଣେ ଠିକା ଶ୍ରମିକଙ୍କ ଜୀବନ। ମୃତ ଶ୍ରମିକଙ୍କ ନାଁ ଗୋପାଳ ତିର୍କୀ। ତାଙ୍କ ଘର ଲାଠିକଟା ବ୍ଲକ ଟାଇଁସର ପଞ୍ଚାୟତ ଅନ୍ତର୍ଗତ ମାଙ୍ଗରାଟୋଲା ଗାଁରେ। ସେ ଦୀପସିକା ଏଣ୍ଟରପ୍ରାଇଜେସ୍ ନାମକ କମ୍ପାନୀରେ କାମ କରୁଥିଲେ। ମିଳିଥିବା ସୂଚନା ଅନୁଯାୟୀ, ବିର୍ସା ମୁଣ୍ଡା […]

Dead Person

Dead Person

Jitendra Garnayak
  • Published: Tuesday, 10 January 2023
  • Updated: 10 January 2023, 05:07 PM IST

Sports

Latest News

ରାଉରକେଲା (ଓଡ଼ିଶା ରିପୋର୍ଟର): ପୁରୁଷ ହକି ବିଶ୍ୱକପ୍‌ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେଉଥିବା ବେଳେ ତା’ପୂର୍ବରୁ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଘଟିଛି ଅଘଟଣ। ମଙ୍ଗଳବାର ଅପରାହ୍ଣରେ ବିଦ୍ୟୁତ୍ ଆଘାତରେ ଚାଲିଯାଇଛି ଜଣେ ଠିକା ଶ୍ରମିକଙ୍କ ଜୀବନ।

ମୃତ ଶ୍ରମିକଙ୍କ ନାଁ ଗୋପାଳ ତିର୍କୀ। ତାଙ୍କ ଘର ଲାଠିକଟା ବ୍ଲକ ଟାଇଁସର ପଞ୍ଚାୟତ ଅନ୍ତର୍ଗତ ମାଙ୍ଗରାଟୋଲା ଗାଁରେ। ସେ ଦୀପସିକା ଏଣ୍ଟରପ୍ରାଇଜେସ୍ ନାମକ କମ୍ପାନୀରେ କାମ କରୁଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବିଦ୍ୟୁତ୍ କାମ ଚାଲିଥିବା ବେଳେ ଗୋପାଳ ଏକ ବିଦ୍ୟୁତ୍ ତା’ର ସଂସ୍ପର୍ଶରେ ଆସିଥିଲେ।
ଗୋପାଳଙ୍କୁ ତୁରନ୍ତ ରାଉରକେଲା ସରକାରୀ ହସ୍‌ପିଟାଲ୍‌କୁ ଅଣାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଗୋପାଳଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ଘଟିଲା, ବିଦ୍ୟୁତ୍ କାମ ଚାଲିଥିବା ବେଳେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ନା ନାହିଁ ବୋଲି ତାଙ୍କ ପରିବାର ଲୋକେ ପ୍ରଶ୍ନ କରିଛନ୍ତି। ସେହିପରି ତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଷ୍ଟାଡିୟମ କାମରେ ନିୟୋଜିତ ଅନ୍ୟ ଶ୍ରମିକମାନେ ଦାବି କରିଛନ୍ତି।

ଖବର ଲେଖାଯିବା ବେଳକୁ ଗୋପାଳଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇ ନଥିବା ବେଳେ ଛେଣ୍ଡ୍‌ ଥାନା ପୁଲିସ୍ ଘଟଣାର ଖୋଳତାଡ଼ ଆରମ୍ଭ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story