ଇକୋ-ରିଟ୍ରିଟ୍ ଶିବିର ଆଗରେ ମହିଳା ସୁରକ୍ଷା କର୍ମୀଙ୍କୁ ହାଣିଦେଲେ ଯୁବକ

ନରସିଂହପୁର(ଓଡ଼ିଶା ରିପୋର୍ଟର): ଇକୋ-ରିଟ୍ରିଟ୍ ଶିବିର ଆଗରେ ମହିଳା ସୁରକ୍ଷା କର୍ମୀଙ୍କୁ ହାଣିଦେଲେ। ହଣା ଖାଇ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ଯୋଡୁମୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି। ସାତକୋଶିଆ ଅଭୟାରଣ୍ୟର ଜିଲିଣ୍ଡା ବନାଞ୍ଚଳର ମହାନଦୀ ନଦୀପଠା ବାଲିପୁଟ ଇକୋରିଟ୍ରିଟ ଶିବିରରେ ଆଜି ସକାଳ ପ୍ରାୟ ୮ଟା ବେଳେ ଏହି ଜଘଣ୍ୟ କାଣ୍ଡ ଘଟିଛି। ଆହତ ମହିଳା ଜଣକ ଏଠାରେ ସୁରକ୍ଷା କର୍ମୀ ଭାବେ କାମ କରୁଥିଲେ। ତାଙ୍କ ନାଁ ମିଲି […]

eco

eco

Niranjan Mishra
  • Published: Monday, 19 December 2022
  • Updated: 19 December 2022, 12:09 PM IST

Sports

Latest News

ନରସିଂହପୁର(ଓଡ଼ିଶା ରିପୋର୍ଟର): ଇକୋ-ରିଟ୍ରିଟ୍ ଶିବିର ଆଗରେ ମହିଳା ସୁରକ୍ଷା କର୍ମୀଙ୍କୁ ହାଣିଦେଲେ। ହଣା ଖାଇ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ଯୋଡୁମୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି। ସାତକୋଶିଆ ଅଭୟାରଣ୍ୟର ଜିଲିଣ୍ଡା ବନାଞ୍ଚଳର ମହାନଦୀ ନଦୀପଠା ବାଲିପୁଟ ଇକୋରିଟ୍ରିଟ ଶିବିରରେ ଆଜି ସକାଳ ପ୍ରାୟ ୮ଟା ବେଳେ ଏହି ଜଘଣ୍ୟ କାଣ୍ଡ ଘଟିଛି। ଆହତ ମହିଳା ଜଣକ ଏଠାରେ ସୁରକ୍ଷା କର୍ମୀ ଭାବେ କାମ କରୁଥିଲେ। ତାଙ୍କ ନାଁ ମିଲି ବେହେରା ( ୩୨)। ତାଙ୍କୁ ସ୍ଥାନୀୟ କାଠଖୁଣ୍ଟ ଗ୍ରାମର ଯୁବକ ଜଗା ନାଏକ ଆକ୍ରମଣ କରିଥିବା ସୂଚନା ମିଳିଛି।

ସୂଚନା ମୁତାବକ, ମିଲି ଇକୋ ରିଟ୍ରିଟ ଗେଟ୍‌ ସମ୍ମୁଖ ନଦୀ ବନ୍ଧରେ ଜଗାଙ୍କ ସହ ଠିଆ ହୋଇ କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ଜଗା ହଠାତ ଏକ ଧାରୁଆ ଅସ୍ତ୍ରରେ ମିଲିଙ୍କୁ ଆକ୍ରମଣ କରିଥିଲେ। ପ୍ରେମ ଓ ସନ୍ଦେହକୁ ନେଇ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ଆକ୍ରମଣରେ ମିଲିଙ୍କ ମୁଣ୍ଡ ଏବଂ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ସ୍ଥାନୀୟ ଯୋଡୁମୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ୧୦୮ଆମ୍ବୁଲାନ୍ସ ଯୋଗେ ନରସିଂହପୁର ମେଡିକାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଖବର ପାଇ ଘଟଣା ସ୍ଥଳରେ ଯୋଡୁମୁ ଫାଣ୍ଡି ଓ ନରସିଂହପୁର ଥାନାର ଏକ ପୁଲିସ ଟିମ ପହଂଚି ଖୋଳତାଡ଼ ଆରମ୍ଭ କରିଛନ୍ତି। ଆକ୍ରମରକାରୀ ଯୁବକକୁ ଯୋଡୁମୁ ଫାଣ୍ଡିକୁ ଆଣି ପୁଲିସ ପଚରାଉଚରା କରୁଛି।

ସୂଚନାଥାଉ କି ଏହି ଇକୋରିଟ୍ରିଟରେ ୨୭ଟି ଟେଣ୍ଟ ହାଉସ ଥିବାବେଳେ ସେଥିରୁ ୩ଟି ଡିଲକ୍ସ ଟେଣ୍ଟ ରହିଥିଲା। ଏବେ ୩ଟି ରୁମରେ ସମୁଦାୟ ୯ ଜଣ ପର୍ଯ୍ୟଟକ ଥିବା ସୂଚନା ମିଳିଛି। ଗତ ଦୁଇ ବର୍ଷ ତଳେ ଇକୋ ରିଟ୍ରିଟ୍ ଶିବିରେ ନିଆଁ ଲାଗି ଟେଣ୍ଟ ଜଳିଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story