ପିଟିଲା ମୋଷ୍ଟ ୱାଣ୍ଟେଡ ଅଭିଯୁକ୍ତ, ଘାଇଲା ହେଲେ ୪ ପୁଲିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋଷ୍ଟ ୱାଣ୍ଟେଡକୁ ଧରିବାକୁ ଯାଇ ଲହୁଲୁହାଣ ହେଲା ପୁଲିସ୍‌। ମାଡ଼ ମାରି ଖସିଯିବାକୁ ଉଦ୍ୟମ ବେଳେ ଅଭିଯୁକ୍ତକୁ ମାଡ଼ି ବସିଲା ପୁଲିସ୍‌ ।  ଅଭିଯୁକ୍ତ ମୋଷ୍ଟ ୱାଣ୍ଟେଡଜଣକ ହେଉଛନ୍ତି ଟିକୁ ମାଲିଆ ଓ ତାଙ୍କ ଘର କପିଳେଶ୍ୱରରେ ବୋଲି ଜଣାଯାଇଛି । ତାଙ୍କୁ ଧରିବାକୁ ଯାଇ ୪ପୁଲିସ୍‌ କର୍ମୀ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ, ଟିକୁ ମାଲିଆ ଜଣେ ମୋଷ୍ଟ ଓ୍ୱାଣ୍ଟେଡ୍ କ୍ରିମିନାଲ ହୋଇଥିବା ବେଳେ ତା’ ନାଁରେ ରାଜଧାନୀର ବିଭିନ୍ନ ଥାନାରେ ମାମଲା […]

arrest

arrest

Niharika Rout
  • Published: Saturday, 29 January 2022
  • Updated: 29 January 2022, 02:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋଷ୍ଟ ୱାଣ୍ଟେଡକୁ ଧରିବାକୁ ଯାଇ ଲହୁଲୁହାଣ ହେଲା ପୁଲିସ୍‌। ମାଡ଼ ମାରି ଖସିଯିବାକୁ ଉଦ୍ୟମ ବେଳେ ଅଭିଯୁକ୍ତକୁ ମାଡ଼ି ବସିଲା ପୁଲିସ୍‌ ।  ଅଭିଯୁକ୍ତ ମୋଷ୍ଟ ୱାଣ୍ଟେଡଜଣକ ହେଉଛନ୍ତି ଟିକୁ ମାଲିଆ ଓ ତାଙ୍କ ଘର କପିଳେଶ୍ୱରରେ ବୋଲି ଜଣାଯାଇଛି । ତାଙ୍କୁ ଧରିବାକୁ ଯାଇ ୪ପୁଲିସ୍‌ କର୍ମୀ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ, ଟିକୁ ମାଲିଆ ଜଣେ ମୋଷ୍ଟ ଓ୍ୱାଣ୍ଟେଡ୍ କ୍ରିମିନାଲ ହୋଇଥିବା ବେଳେ ତା’ ନାଁରେ ରାଜଧାନୀର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି । ଦୀର୍ଘ ଦିନ ହେବ ପୁଲିସ୍‌ ତାକୁ ଖୋଜିବାକୁ ଚେଷ୍ଟା ଚଳାଇଥିବା ବେଳେ ତା’ର ପତ୍ତା ପାଉ ନ ଥିଲା। ହେଲେ ଗତକାଲି ଲିଙ୍ଗରାଜ ଥାନା ଅଞ୍ଚଳରେ ଅଭିଯୁକ୍ତଜଣକ ବୁଲୁଥିବା ପୁଲିସ୍‌ ଖବର ପାଇଥିଲା।  ଏହାପରେ ଅତର୍କିତ ଚଢ଼ାଉ ପରେ ପୁଲିସ୍‌ ଉପରେ ଓଲଟା ଆକ୍ରମଣ କରି ଖସିବାକୁ ବସିଥିଲା ଟିକୁ ମାଲିଆ।

ଏପରିକି ଟିକୁ ଆକ୍ରମଣରେ ଜଣେ ସବଇନ୍ସପେକ୍ଟର ଓ ୩ କନଷ୍ଟେବଳ ଆହତ ହୋଇଥିବା ଜଣାଯାଇଛି। କିନ୍ତୁ ଶେଷରେ ଟିକୁକୁ କାବୁ କରି ଗିରଫ କରିଛି ପୁଲିସ୍‌। ପୁଲିସ୍‌କୁ ଆକ୍ରମଣ ସମେତ ବିଭିନ୍ନ ମାମଲାରେ ଆଜି ତାକୁ କୋର୍ଟଚାଲାଣ କରାଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story