ଏଏସ୍‌ଆଇଙ୍କୁ ଗୁଳି କରି ହତ୍ୟା

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲମାନେ ବର୍ବରକାଣ୍ଡ ଘଟାଇଛନ୍ତି। ଜଣେ ପୁଲିସ ଏଏସ୍‌ଆଇଙ୍କୁ ହତ୍ୟା କରିଛନ୍ତି। ତାଙ୍କ ନାଁ ନଗେୟା କର୍ସା। ଏଏସ୍‌ଆଇ ନଗେୟା  କିଛି ଦିନ ହେବ ଛୁଟିରେ ଯାଇଥିଲେ। ଗତକାଲି  ସେ ଚାକିରିରେ ଯୋଗ ଦେବାକୁ କୁଟୁର ଥାନାକୁ ଫେରୁଥିଲେ। ଏହି ସମୟରେ ନକ୍ସଲମାନ ତାଙ୍କୁ ଅପହରଣ କରି ନେଇଥିଲେ। ଆଜି ବିଜାପୁର ଜିଲ୍ଲାର ତେନ୍ତୁଲନାର ଗାଁ ନିକଟ ରାସ୍ତା ଉପରେ ASIଙ୍କୁ ଗୁଳିକରି ହତ୍ୟା କରି […]

deadbody

deadbody

Tapaswini Nayak
  • Published: Monday, 31 August 2020
  • Updated: 31 August 2020, 01:17 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲମାନେ ବର୍ବରକାଣ୍ଡ ଘଟାଇଛନ୍ତି। ଜଣେ ପୁଲିସ ଏଏସ୍‌ଆଇଙ୍କୁ ହତ୍ୟା କରିଛନ୍ତି। ତାଙ୍କ ନାଁ ନଗେୟା କର୍ସା।

ଏଏସ୍‌ଆଇ ନଗେୟା  କିଛି ଦିନ ହେବ ଛୁଟିରେ ଯାଇଥିଲେ। ଗତକାଲି  ସେ ଚାକିରିରେ ଯୋଗ ଦେବାକୁ କୁଟୁର ଥାନାକୁ ଫେରୁଥିଲେ। ଏହି ସମୟରେ ନକ୍ସଲମାନ ତାଙ୍କୁ ଅପହରଣ କରି ନେଇଥିଲେ।
ଆଜି ବିଜାପୁର ଜିଲ୍ଲାର ତେନ୍ତୁଲନାର ଗାଁ ନିକଟ ରାସ୍ତା ଉପରେ ASIଙ୍କୁ ଗୁଳିକରି ହତ୍ୟା କରି ଚାଲି ଯାଇଥିଲେ ନକ୍ସଲ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story