କୋଭିଡ-୧୯: ଓଡ଼ିଶାକୁ ମିଳିଛି ୨୨,୨୬୭ କୋଟିର ପ୍ୟାକେଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କୋଭିଡ-୧୯ ପରି ମହାମାରୀ ସମୟରେ ଓଡ଼ିଶା ପାଇଁ ରହିଛି ୨୨ ହଜାର ୨୬୭ କୋଟିର କେନ୍ଦ୍ରୀୟ ପ୍ୟାକେଜ୍ । ମୋଦି ସରକାରଙ୍କ ଏହି ସହାୟତା ରାଶି ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶା ପାଇଁ ମୋଟ ୧୮ ହଜାର ୮୫୮ କୋଟିର ଆର୍ଥିକ ସହାୟତା ସାଙ୍ଗକୁ ଚାଉଳ, ଡାଲି, ଓ ଏଲପିଜି ସିଲିଣ୍ଡର ବାବଦକୁ ସହାୟତା ଯୋଗାଇ ଦିଆଯାଇଛି । […]

Dhramendra Pradhan

Dhramendra Pradhan

Tapaswini Nayak
  • Published: Friday, 16 October 2020
  • Updated: 16 October 2020, 02:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କୋଭିଡ-୧୯ ପରି ମହାମାରୀ ସମୟରେ ଓଡ଼ିଶା ପାଇଁ ରହିଛି ୨୨ ହଜାର ୨୬୭ କୋଟିର କେନ୍ଦ୍ରୀୟ ପ୍ୟାକେଜ୍ । ମୋଦି ସରକାରଙ୍କ ଏହି ସହାୟତା ରାଶି ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ର ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶା ପାଇଁ ମୋଟ ୧୮ ହଜାର ୮୫୮ କୋଟିର ଆର୍ଥିକ ସହାୟତା ସାଙ୍ଗକୁ ଚାଉଳ, ଡାଲି, ଓ ଏଲପିଜି ସିଲିଣ୍ଡର ବାବଦକୁ ସହାୟତା ଯୋଗାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଗରିବ ଯୋଜନାରେ ରାଜ୍ୟର ୩.୧୭ କୋଟିି ହିତାଧିକାରୀଙ୍କୁ ୫ କେଜି ଲେଖାଏଁ ଚାଉଳ, ପ୍ରତି ପରିବାରକୁ ମାସିକ ୧ କେଜି ଡାଲି, ଜନଧନ ଆକାଉଣ୍ଟଧାରୀ ମହିଳାଙ୍କୁ ୧୫ ଶହ ଟଙ୍କା ଦେବାର ବ୍ୟବସ୍ଥା ହୋଇଛି ।

ସେହିଭଳି NSAP ଯୋଜନାରେ ୨୦ ଲକ୍ଷ ୨୭ ହଜାର ହିତାଧିକାରୀଙ୍କୁ ଭତ୍ତା, ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ୨୦ ଲକ୍ଷ ୩୦ ହଜାର ହିତାଧିକାରୀଙ୍କୁ ୨ ହଜାର ଲେଖାଏଁ ଟଙ୍କା, ନିର୍ମାଣ ଶ୍ରମିକ, ଇପିଏଫଓ ହିତାଧିକାରୀଙ୍କ ଲାଗି ମଧ୍ୟ ସହାୟତା ପ୍ରଦାନ କରାଯାଇଛି ।

ସେହିଭଳି ରାଜ୍ୟରେ କୋଭିଡ୍ ପରିଚାଳନା ଲାଗି ଓଡ଼ିଶାକୁ କେନ୍ଦ୍ର ସରକାର ୧୦୨ କୋଟି ଟଙ୍କା ଦେଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଅପରପକ୍ଷେ ମନରେଗା ଓ ପିଏମ୍ ଗରିବ କଲ୍ୟାଣ ଯୋଜନା, ଅତିରିକ୍ତ ପ୍ରୋତ୍ସାହନ ପ୍ୟାକେଜ୍, ଜିଏସଟି କ୍ଷତିପୂରଣ, ଆତ୍ମନିର୍ଭର ଭାରତ ପ୍ୟାକେଜ୍ ସମେତ ଅନ୍ୟାନ୍ୟ ଯୋଜନାରେ ଦିଆଯାଇଥିବା ସହାୟତା ରାଶି ସମ୍ପର୍କରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story