ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ମାକରବିର୍ଲି ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଲକ୍ଷ୍ମଣ ମାଝୀ। ତାଙ୍କ ଘର ବୋଡ଼େନ ଥାନା ଅନ୍ତର୍ଗତ ଅଁଲାବାହାଲ ଗାଁରେ। ସେ କୌଣସି କାମରେ ଟ୍ରାକ୍ଟର ନେଇ ମାକରବିର୍ଲି ଯାଇଥିଲେ। ହେଲେ ଭାରସାମ୍ୟ ହରାଇ ଅବା ଅନ୍ୟ କୌଣସି କାରଣରୁ ଟ୍ରାକ୍ଟରଟି ସେଠାରେ ଏକ ଜମିରେ ଓଲଟି ପଡ଼ିଥିଲା। ଆଉ ଘଟଣାସ୍ଥଳରେ ଲକ୍ଷ୍ମଣଙ୍କ ମୃତ୍ୟୁ ଘଟିଥିଲା। […]

tractor

tractor

Jitendra Garnayak
  • Published: Monday, 30 December 2019
  • Updated: 30 December 2019, 04:34 PM IST

Sports

Latest News

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ମାକରବିର୍ଲି ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଲକ୍ଷ୍ମଣ ମାଝୀ। ତାଙ୍କ ଘର ବୋଡ଼େନ ଥାନା ଅନ୍ତର୍ଗତ ଅଁଲାବାହାଲ ଗାଁରେ।

ସେ କୌଣସି କାମରେ ଟ୍ରାକ୍ଟର ନେଇ ମାକରବିର୍ଲି ଯାଇଥିଲେ। ହେଲେ ଭାରସାମ୍ୟ ହରାଇ ଅବା ଅନ୍ୟ କୌଣସି କାରଣରୁ ଟ୍ରାକ୍ଟରଟି ସେଠାରେ ଏକ ଜମିରେ ଓଲଟି ପଡ଼ିଥିଲା। ଆଉ ଘଟଣାସ୍ଥଳରେ ଲକ୍ଷ୍ମଣଙ୍କ ମୃତ୍ୟୁ ଘଟିଥିଲା। ସେ ନିଜେ ମଧ୍ୟ ଏହି ଟ୍ରାକ୍ଟରର ମାଲିକ ଥିଲେ। ପୁଲିସ୍ ତାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story