ଟ୍ରେନ୍‌ ଗେଟ୍‌ ପାଖରେ ଛିଡ଼ା ହୋଇ ମୋବାଇଲ୍‌ରେ ମାତିଥିଲେ, ଖସିପଡ଼ିଲେ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଟ୍ରେନ୍ ଗେଟ୍ ପାଖରେ ଛିଡ଼ା ହୋଇ ମୋବାଇଲ୍ ସ୍କ୍ରିନ୍ ଖେଳାଉଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଲେ ଜଣେ ଯୁବକ। ଅଉ ତା’ପରେ ତାଙ୍କ ହାତ ଉପରେ ଟ୍ରେନ୍ ଚକା ଚଢ଼ିଯିବାରୁ ହାତଟି କଟି ଯାଇଛି। ଆଜି ଏମିତି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା କାଂଶବହଲ ଷ୍ଟେସନ ନିକଟରେ ଘଟିଛି। ବର୍ତ୍ତମାନ ଯୁବକ ଜଣକ ରାଉରକେଲା ସରକାରୀ ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି। ବିହାର ରାଜ୍ୟର ରାଜୁ କୁମାର ଓଡ଼ିଶାର ଝାରସୁଗୁଡ଼ାକୁ କାମ […]

a-yputh-fall-on-south-behar-express-train-in

Manoranjan Sial
  • Published: Tuesday, 26 November 2019
  • Updated: 26 November 2019, 04:48 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଟ୍ରେନ୍ ଗେଟ୍ ପାଖରେ ଛିଡ଼ା ହୋଇ ମୋବାଇଲ୍ ସ୍କ୍ରିନ୍ ଖେଳାଉଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଲେ ଜଣେ ଯୁବକ। ଅଉ ତା’ପରେ ତାଙ୍କ ହାତ ଉପରେ ଟ୍ରେନ୍ ଚକା ଚଢ଼ିଯିବାରୁ ହାତଟି କଟି ଯାଇଛି। ଆଜି ଏମିତି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା କାଂଶବହଲ ଷ୍ଟେସନ ନିକଟରେ ଘଟିଛି। ବର୍ତ୍ତମାନ ଯୁବକ ଜଣକ ରାଉରକେଲା ସରକାରୀ ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି।

ବିହାର ରାଜ୍ୟର ରାଜୁ କୁମାର ଓଡ଼ିଶାର ଝାରସୁଗୁଡ଼ାକୁ କାମ କରିବା ପାଇଁ ଆସିଥିଲେ। ଆଜି ସେ ‘ସାଉଥ୍ ବିହାର ଏକ୍ସପ୍ରେସ୍’ରେ ଘରକୁ ଫେରୁଥିଲେ। ତେବେ ଟ୍ରେନ୍ଟି ସୁନ୍ଦରଗଡ଼ ଜିଲ୍ଲା କାଂଶବହଲ ଷ୍ଟେସନରେ ଅଟକିଥିଲା। ଆଉ ରାଜୁ ବସିଥିବା ସିଟ୍ରୁ ଉଠିଆସି ଟ୍ରେନ୍ ଗେଟ୍ ପାଖରେ ଛିଡ଼ା ହୋଇ ମୋବାଇଲ୍ ସ୍କ୍ରିନ୍ ଖେଳାଉଥିଲେ। କିଛି ସମୟର ରହଣୀ ପରେ ହଠାତ୍ ଟ୍ରେନ୍ଟି ଛାଡ଼ି ଦେବାରୁ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲେ ରାଜୁ। ତାଙ୍କର ଗୋଟିଏ ହାତ ଟ୍ରାକ୍ ଉପରେ ରହିଯାଇଥିଲା। ଫଳରେ ରାଜୁଙ୍କ ହାତ କଟି ଯାଇଛି। ଚିତ୍କାର ଶୁଣି ଅନ୍ୟ ଯାତ୍ରୀମାନେ ତାଙ୍କୁ ଉଦ୍ଧାର କରି ରାଜଗାଙ୍ଗପୁର ମେଡିକାଲ୍ରେ ଭର୍ତ୍ତି କରିଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ସରକାରୀ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story