କାର୍ତ୍ତିକ ମାସରୁ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

ପୁରୀ:(ଓଡ଼ିଶା ରିପୋର୍ଟର) କାର୍ତ୍ତିକ ମାସରେ ଶ୍ରୀମନ୍ଦିର ଅବଢ଼ା ବିକ୍ରି ପାଇଁ ବ୍ୟବସ୍ଥା କରାଯିବ। ଏଥିପାଇଁ ଉତ୍ତର ଓ ଦକ୍ଷିଣ ଦ୍ୱାରରେ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯିବ। କୋଭିଡ୍ କଟକଣା ଭିତରେ ସ୍ୱତନ୍ତ୍ର କାଉଣ୍ଟର ଖୋଲି ଅବଢ଼ା ବିକ୍ରି କରିବା ପାଇଁ ଟୋକନ୍‌ର ବ୍ୟବସ୍ଥା କରାଯିବ। ଟୋକନ୍ କାଟିବା ପରେ ଶ୍ରଦ୍ଧାଳୁ ମହାପ୍ରସାଦ ସୁବିଧାରେ ନେଇପାରିବେ। ଆଜି ଏନେଇ ସୂଚନା ଦେଇଛନ୍ତି ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ। କାର୍ତ୍ତିକ ମାସରେ ଯେପରି ପୁରୀ ସହର ଓ ଆଖପାଖ […]

7bh90

7bh90

Tapas Behera
  • Published: Tuesday, 20 October 2020
  • Updated: 20 October 2020, 06:02 PM IST

Sports

Latest News

ପୁରୀ:(ଓଡ଼ିଶା ରିପୋର୍ଟର) କାର୍ତ୍ତିକ ମାସରେ ଶ୍ରୀମନ୍ଦିର ଅବଢ଼ା ବିକ୍ରି ପାଇଁ ବ୍ୟବସ୍ଥା କରାଯିବ। ଏଥିପାଇଁ ଉତ୍ତର ଓ ଦକ୍ଷିଣ ଦ୍ୱାରରେ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯିବ।

କୋଭିଡ୍ କଟକଣା ଭିତରେ ସ୍ୱତନ୍ତ୍ର କାଉଣ୍ଟର ଖୋଲି ଅବଢ଼ା ବିକ୍ରି କରିବା ପାଇଁ ଟୋକନ୍‌ର ବ୍ୟବସ୍ଥା କରାଯିବ। ଟୋକନ୍ କାଟିବା ପରେ ଶ୍ରଦ୍ଧାଳୁ ମହାପ୍ରସାଦ ସୁବିଧାରେ ନେଇପାରିବେ। ଆଜି ଏନେଇ ସୂଚନା ଦେଇଛନ୍ତି ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ।

କାର୍ତ୍ତିକ ମାସରେ ଯେପରି ପୁରୀ ସହର ଓ ଆଖପାଖ ଅଞ୍ଚଳର ଲୋକଙ୍କୁ ଅବଢ଼ା ନେବାରେ ଅସୁବିଧା ନହେବ ସେ ନେଇ ବ୍ୟବସ୍ଥା କରାଯିବ। ପୂର୍ବରୁ ରଥଯାତ୍ରା ବେଳେ ଯେପରି ଗୁଣ୍ଡିଚା ମନ୍ଦିରରେ ମହାପ୍ରସାଦ ବିକ୍ରି ହେଉଥିଲା, ସେହିଭଳି ଏଥର ବ୍ୟବସ୍ଥା କରାଯିବ।

ଆସନ୍ତା ୪ରୁ ୫ ଦିନ ମଧ୍ୟରେ କାଉଣ୍ଟର ଖୋଲାଯିବ ବୋଲି ସୂଚନା ଦିଆଯାଇଛି। ଅବଢ଼ା ବିକ୍ରି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ସୁଆର ମହାସୁଆର ନିଯୋଗର ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story