ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଏବିଇଓଙ୍କ ଅସଦାଚରଣ!

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): ଆଦର୍ଶ ସ୍କୁଲକୁ ରୂପାନ୍ତର ପାଇଁ ଅନୁଧ୍ୟାନ କରିବାକୁ ଯାଇଥିଲେ ଏବିଇଓ। ହେଲେ ସେ ଅନୁଧ୍ୟାନ କରିବେ କ’ଣ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ପାଖକୁ ଡାକି ତା’ ଛାତିରେ ହାତ ମାରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଛି। ଛାତ୍ରୀଙ୍କ ପରିବାର ପକ୍ଷରୁ ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଏବିଇଓଙ୍କୁ ଅଟକ ରଖି ପଚରାଉଚରା କରୁଛି। ରାଜନଗର ବ୍ଲକର ସହକାରୀ ଶିକ୍ଷା ଅଧିକାରୀ(ABEO) ବୁଧବାର […]

minor

minor

Manoranjan Sial
  • Published: Thursday, 23 June 2022
  • Updated: 24 June 2022, 03:18 PM IST

Sports

Latest News

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): ଆଦର୍ଶ ସ୍କୁଲକୁ ରୂପାନ୍ତର ପାଇଁ ଅନୁଧ୍ୟାନ କରିବାକୁ ଯାଇଥିଲେ ଏବିଇଓ। ହେଲେ ସେ ଅନୁଧ୍ୟାନ କରିବେ କ’ଣ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ପାଖକୁ ଡାକି ତା’ ଛାତିରେ ହାତ ମାରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଛି। ଛାତ୍ରୀଙ୍କ ପରିବାର ପକ୍ଷରୁ ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଏବିଇଓଙ୍କୁ ଅଟକ ରଖି ପଚରାଉଚରା କରୁଛି।

ରାଜନଗର ବ୍ଲକର ସହକାରୀ ଶିକ୍ଷା ଅଧିକାରୀ(ABEO) ବୁଧବାର ଆଦର୍ଶ ସ୍କୁଲକୁ ରୂପାନ୍ତର ପାଇଁ ଅନୁଧ୍ୟାନ କରିବାକୁ ଯାଇଥିଲେ। ସ୍କୁଲରେ ପହଞ୍ଚିବା ପରେ ସେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ପାଖକୁ ଡାକିଥିଲେ। ତୁ କାହିଁକି ପରୀକ୍ଷାରେ କମ୍‌ ନମ୍ୱର ରଖିଛୁ କହି ଛାତ୍ରୀଙ୍କ ହାତ ଧରିବା ସହିତ ତା’ ଛାତିରେ ହାତ ମାରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀ ଜଣକ ଏନେଇ ପରିବାର ଲୋକଙ୍କୁ କହିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ମାମଲା ସମାଧାନ ପାଇଁ ଉଦ୍ୟମ ହୋଇଥିଲା।

ଆଜି ସ୍କୁଲ ପରିସରରେ ବୈଠକ ବସିଥିଲା। ବୈଠକରେ ପୀଡ଼ିତା ଛାତ୍ରୀ, ତା’ ମାଆ ଓ ଦାଦାପୁଅ ଭାଇ ଆସିଥିବା ବେଳେ ଅଭିଯୁକ୍ତ ଏବିଇଓ ମଧ୍ୟ ଉପସ୍ଥିତ ରହିଥିଲେ। ଗାଁର ଭଦ୍ର ଲୋକମାନେ ମାମଲା ସମାଧାନ ପାଇଁ ଉଦ୍ୟମ କରିଥିଲେ। ମାତ୍ର ସମାଧାନର କୌଣସି ସୂତ୍ର ବାହାରି ପାରିନଥିଲା। ଶେଷରେ ମାମଲା ଥାନାକୁ ଯାଇଥିଲା। ପୀଡ଼ିତାଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ ମାମଲା ରୁଜୁ କରି ଏବିଇଓଙ୍କୁ ଅଟକ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story