ଭୁବନେଶ୍ୱର : ଶାରଳା ରିଅଲକନ୍ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଇଓଡବଲ୍ୟୁ ଅଭିନେତା ପପୁ ପମପମଙ୍କୁ ଜେରା କରିବା ପରେ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପପୁ । ଫିଲ୍ମ ନିର୍ମାଣରେ ଟଙ୍କ। କେଉଁଠୁ ଲାଗୁଛି ସେ ସମ୍ପର୍କରେ ଅଭିନେତା କେମିତି ଜାଣିବେ ବୋଲି ପ୍ରଶ୍ନ କରିଛନ୍ତି ପପୁ । ପପୁଙ୍କ ଅଭିନୀତ ଚଉକା ଛକା ଫିଲ୍ମ ପାଇଁ ଶାରଳା ରିଅଲକନ ପକ୍ଷରୁ ଟଙ୍କ। ବିନିଯୋଗ ହୋଇଥିଲା। ଶାରଳା ରିଅଲକନ ଜମି ଦେବା ନାଁରେ ଲୋକଙ୍କଠାରୁ ଟଙ୍କ। ଠକେଇ ଅଭିଯୋଗରେ ଏମଡି ଗୟାଧର ଜେନାଙ୍କୁ ଗିରଫ କରାଯାଇଥିଲା। ଏହାପରେ ଗୟାଧରଙ୍କ ପ୍ରଯୋଜିତ ଫିଲ୍ମରେ ଲୋକଙ୍କ ଟଙ୍କ। ବିନିଯୋଗ ହୋଇଥିବା ନେଇ ଜଣାପଡ଼ିଥିଲା। ଏହା ପରେ ଫିଲ୍ମରେ ଅଭିନୟ କରିଥିବା ପପୁ ପମପମଙ୍କୁ ମାର୍ଚ୍ଚ ୧୭ ତାରିଖରେ ଇଓଡବ୍ଲୁ ପକ୍ଷରୁ ପଚରାଉଚରା କରାଯାଇଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଭିନ୍ନକ୍ଷମଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ: ଜିଲ୍ଲାପାଳଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଅନୁମତି
ଏବେ ପ୍ରଚଳିତ ନିୟମ ଅନୁସାରେ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ ନିମନ୍ତେ ଜିଲ୍ଲାଗୁଡ଼ିକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁମୋଦନ ନେବାକୁ ପଡ଼ିଥାଏ ।
Education
OSSTET-୨୦୨୪ ପାଇଁ ବିଏସ୍ଇ ୱେବସାଇଟ୍ରେ ଉପଲବ୍ଧ ହେଲା ଆଡ୍ମିଟ୍ କାର୍ଡ
ମୋଟ ୫୦,୫୮୭ ଜଣ ଏହି ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୪୭,୨୦୬ ଜଣ ପ୍ରଥମ ପେପର ଓ ୩୩୮୧ ଜଣ ଦ୍ୱିତୀୟ ପେପର ପରୀକ୍ଷା ଦେବେ।
Miscellaneous
ସଶକ୍ତ ହେବେ ଗ୍ରାମୀଣ କାରିଗର: ୟଙ୍ଗ ଇଣ୍ଡିଆନସ୍ ଭୁବନେଶ୍ୱର
ପ୍ରତ୍ୟେକ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ ଏବଂ ଜୀବିକା ନିର୍ବାହ ପାଇଁ ଏହି ସୁଯୋଗ ଏକ ପ୍ଲାଟଫର୍ମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।
Crime
୩ ପ୍ରେମିକ ଭଲ ପାଉଥିଲେ; ବାହା ହେବା ପାଇଁ ମନା କରିବାରୁ ମାରି ଝୁଲାଇ ଦେଲେ!
ଜେମାଙ୍କଠାରୁ ପ୍ରତ୍ୟାଖିତ ହେବା ପରେ ଏକ ତରଫା ପ୍ରେମିକମାନେ ଚିନ୍ତାରେ ପଡ଼ିଯାଇଥିଲେ। ପ୍ରତିଶୋଧ ପରାୟଣା ହୋପଡ଼ିଥିଲେ। ଜେମାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଆଜି ଅପରାହ୍ନରେ ଜେମାଙ୍କୁ ହତ୍ୟା କରି ଗାଁ ମୁଣ୍ଡ ଗଛରେ ଥିବା ଏକ ଗଛରେ ଝୁଲାଇ ଦେଲେ।