ଅଭିନେତା କେମିତି ଜାଣିବେ ଫିଲ୍ମରେ ଟଙ୍କା କେଉଁଠୁ ଲାଗୁଛି: ପପୁ ପମପମ୍

ଭୁବନେଶ୍ୱର :  ଶାରଳା ରିଅଲକନ୍ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଇଓଡବଲ୍ୟୁ ଅଭିନେତା ପପୁ ପମପମଙ୍କୁ ଜେରା କରିବା ପରେ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପପୁ । ଫିଲ୍ମ ନିର୍ମାଣରେ ଟଙ୍କ। କେଉଁଠୁ ଲାଗୁଛି ସେ ସମ୍ପର୍କରେ ଅଭିନେତା କେମିତି ଜାଣିବେ ବୋଲି ପ୍ରଶ୍ନ କରିଛନ୍ତି ପପୁ । ପପୁଙ୍କ ଅଭିନୀତ ଚଉକା ଛକା ଫିଲ୍ମ ପାଇଁ ଶାରଳା ରିଅଲକନ ପକ୍ଷରୁ ଟଙ୍କ। ବିନିଯୋଗ ହୋଇଥିଲା। ଶାରଳା ରିଅଲକନ ଜମି ଦେବା ନାଁରେ ଲୋକଙ୍କଠାରୁ ଟଙ୍କ। ଠକେଇ […]

Papu-Pam-Pam

Papu-Pam-Pam

Rakesh Mallick
  • Published: Saturday, 27 June 2015
  • Updated: 27 June 2015, 01:10 PM IST

Sports

Latest News

ଭୁବନେଶ୍ୱର :  ଶାରଳା ରିଅଲକନ୍ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଇଓଡବଲ୍ୟୁ ଅଭିନେତା ପପୁ ପମପମଙ୍କୁ ଜେରା କରିବା ପରେ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପପୁ । ଫିଲ୍ମ ନିର୍ମାଣରେ ଟଙ୍କ। କେଉଁଠୁ ଲାଗୁଛି ସେ ସମ୍ପର୍କରେ ଅଭିନେତା କେମିତି ଜାଣିବେ ବୋଲି ପ୍ରଶ୍ନ କରିଛନ୍ତି ପପୁ । ପପୁଙ୍କ ଅଭିନୀତ ଚଉକା ଛକା ଫିଲ୍ମ ପାଇଁ ଶାରଳା ରିଅଲକନ ପକ୍ଷରୁ ଟଙ୍କ। ବିନିଯୋଗ ହୋଇଥିଲା। ଶାରଳା ରିଅଲକନ ଜମି ଦେବା ନାଁରେ ଲୋକଙ୍କଠାରୁ ଟଙ୍କ। ଠକେଇ ଅଭିଯୋଗରେ ଏମଡି ଗୟାଧର ଜେନାଙ୍କୁ ଗିରଫ କରାଯାଇଥିଲା। ଏହାପରେ ଗୟାଧରଙ୍କ ପ୍ରଯୋଜିତ ଫିଲ୍ମରେ ଲୋକଙ୍କ ଟଙ୍କ। ବିନିଯୋଗ ହୋଇଥିବା ନେଇ ଜଣାପଡ଼ିଥିଲା। ଏହା ପରେ ଫିଲ୍ମରେ ଅଭିନୟ କରିଥିବା ପପୁ ପମପମଙ୍କୁ ମାର୍ଚ୍ଚ ୧୭ ତାରିଖରେ ଇଓଡବ୍ଲୁ ପକ୍ଷରୁ ପଚରାଉଚରା କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story