ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍, ଚାଲିଗଲା ୨ ଜୀବନ

ବାଲୁଗାଁ (ଶକ୍ତି ପ୍ରସାଦ ମିଶ୍ର): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟ ବେଲପଡ଼ା ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଆଜି ଭୋରରେ ୨ଟି ଟ୍ରକ୍‌ ମଧ୍ୟରେ ଧକ୍କା ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ଗୋଟିଏ ଟ୍ରକ୍‌ର ଡ୍ରାଇଭର ଓ ହେଲ୍‌ପର୍‌। ଏଥିରେ  ଅନ୍ୟ ଟ୍ରକ୍‌ର ଜଣେ କର୍ମଚାରୀ ଆହତ ହୋଇଛନ୍ତି। ମୃତ ଡ୍ରାଇଭର ହେଲେ ମୁନା ପାତ୍ର। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ। ମୃତ ହେଲପରଙ୍କ ନାଁ […]

road,,,

road,,,

Tapaswini Nayak
  • Published: Wednesday, 21 August 2019
  • Updated: 21 August 2019, 12:49 PM IST

Sports

Latest News

ବାଲୁଗାଁ (ଶକ୍ତି ପ୍ରସାଦ ମିଶ୍ର): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟ ବେଲପଡ଼ା ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଆଜି ଭୋରରେ ୨ଟି ଟ୍ରକ୍‌ ମଧ୍ୟରେ ଧକ୍କା ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ଗୋଟିଏ ଟ୍ରକ୍‌ର ଡ୍ରାଇଭର ଓ ହେଲ୍‌ପର୍‌। ଏଥିରେ  ଅନ୍ୟ ଟ୍ରକ୍‌ର ଜଣେ କର୍ମଚାରୀ ଆହତ ହୋଇଛନ୍ତି।

ମୃତ ଡ୍ରାଇଭର ହେଲେ ମୁନା ପାତ୍ର। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ। ମୃତ ହେଲପରଙ୍କ ନାଁ ସୁଦର୍ଶନ ବେହେରା। ତାଙ୍କ ଘର ମଧ୍ୟ ଖୋର୍ଦ୍ଧା ଜିଲ୍ଲା ଚଣ୍ଡେଶ୍ୱର ଅଞ୍ଚଳରେ। ଆହତଙ୍କ ପରିଚୟ ମିଳି ପାରି ନାହିଁ।  ତାଙ୍କ ସାଥୀମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କେଉଁଠାକୁ ନେଇ ଯାଇଛନ୍ତି, ତାହା ଜଣାପଡ଼ିନି।

ସୂଚନା ଅନୁଯାୟୀ, ଆଜି ଭୋରରେ ଏକ ପଥର ବୋଝେଇ ଟ୍ରକ୍‌ ଖରାପ ହୋଇ ବେଲପଡ଼ା ଛକ ନିକଟସ୍ଥ ରାଜପଥ ପାର୍ଶ୍ୱରେ ଛିଡ଼ା ହୋଇଥିଲା। ଟ୍ରକ୍‌ ପଛରେ ଡ୍ରାଇଭର୍‌ ଓ ହେଲ୍‌ପର୍‌ ଛିଡ଼ା ହୋଇ ଏହାର ମରାମତି କରୁଥିଲେ। ଏହି ସମୟରେ ଏକ ଧାନ ବୋଝେଇ ଟ୍ରକ୍‌ ଆସି ଉକ୍ତ ଟ୍ରକ୍ ପଛରେ ଧକ୍କା ଦେଇଥିଲା। ଫଳରେ ତାହା କିଛି ବାଟ ଗଡ଼ି ଯାଇ ବିଲ ମଧ୍ୟରେ ଓଲଟି ପଡ଼ିଥିଲା।  ଏହି ଦୁର୍ଘଟଣାରେ ପଥର ବୋଝେଇ ଟ୍ରକ୍‌ର ଡ୍ରାଇଭର୍‌ ଓ ହେଲ୍‌ପର୍‌ଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।

ବାଣପୁର ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story