ଗଞ୍ଜେଇ ବିକି ବନ୍ଧୁକ କିଣୁଥିଲେ, ବନ୍ଧା ହେଲେ ୩

ରାଉରକେଲା(ପବନ ତିୱାରୀ): ଓଡ଼ିଶାରୁ ଗଞ୍ଜେଇ କିଣି ଝାଡ଼ଖଣ୍ଡରେ ବିକୁଥିଲେ। ସେହି ଟଙ୍କାରେ ଝାଡ଼ଖଣ୍ଡରୁ ବନ୍ଧୁକ ଓ ବୋମା କିଣି ଆଣୁଥିଲେ। ଏହି ବନ୍ଧୁକ, ବୋମାକୁ ଶିଳ୍ପପତିଙ୍କୁ ଧମକାଇ ଟଙ୍କା ଆଦାୟ କରିବା କାମରେ ଲଗାଉଥିଲେ। ଏପରି ଭାବେ ଦୀର୍ଘଦିନ ଧରି ଚଳାଇଥିବା ଏକ ନେଟୱର୍କର ୩ ସଦସ୍ୟଙ୍କୁ ଗିରଫ କରିଛି ରାଉରକେଲା ପୁଲିସ୍‌। ରାଉରକେଲା ଏସ୍‌ପି ଦେଇଥିବା ସୂଚନା ଅନୁଯାୟୀ, ଶିଳ୍ପପତିଙ୍କୁ ଦାଦାବଟି ମାଗିବା ଘଟଣା ନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ […]

weapon seized

weapon seized

Niharika Rout
  • Published: Monday, 11 October 2021
  • Updated: 11 October 2021, 01:43 PM IST

Sports

Latest News

ରାଉରକେଲା(ପବନ ତିୱାରୀ): ଓଡ଼ିଶାରୁ ଗଞ୍ଜେଇ କିଣି ଝାଡ଼ଖଣ୍ଡରେ ବିକୁଥିଲେ। ସେହି ଟଙ୍କାରେ ଝାଡ଼ଖଣ୍ଡରୁ ବନ୍ଧୁକ ଓ ବୋମା କିଣି ଆଣୁଥିଲେ। ଏହି ବନ୍ଧୁକ, ବୋମାକୁ ଶିଳ୍ପପତିଙ୍କୁ ଧମକାଇ ଟଙ୍କା ଆଦାୟ କରିବା କାମରେ ଲଗାଉଥିଲେ। ଏପରି ଭାବେ ଦୀର୍ଘଦିନ ଧରି ଚଳାଇଥିବା ଏକ ନେଟୱର୍କର ୩ ସଦସ୍ୟଙ୍କୁ ଗିରଫ କରିଛି ରାଉରକେଲା ପୁଲିସ୍‌।

ରାଉରକେଲା ଏସ୍‌ପି ଦେଇଥିବା ସୂଚନା ଅନୁଯାୟୀ, ଶିଳ୍ପପତିଙ୍କୁ ଦାଦାବଟି ମାଗିବା ଘଟଣା ନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା। ଏହି ଘଟଣାରେ ୩ ଜଣଙ୍କୁ ବାନ୍ଧିବା ପରେ ସେମାନଙ୍କଠାରୁ ସାଂଘାତିକ ତଥ୍ୟ ଓଗାରିଲା ପୁଲିସ୍‌। ଏହି ଅପରାଧିଙ୍କଠାରୁ ୫୫ ରାଉଣ୍ଡ ଅଫୁଟା ଗୁଳି, ୩ଟି ଦେଶି ପିସ୍ତଲ, ପ୍ରାୟ ୫୫ ହଜାର ଟଙ୍କା ଏବଂ ୬ ଟି ମୋବାଇଲ ଫୋନ୍ ଜବତ ହୋଇଛି  ।

ଅଭିଯୁକ୍ତମାନେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଗଞ୍ଜେଇ କିଣି ଝାଡ଼ଖଣ୍ଡରେ ବିକ୍ରି କରୁଥିଲେ । ଏହାପରେ ସେଠାରୁ ବନ୍ଧୁକ ଓ ବୋମା ଆଣି ରାଉରକେଲାର ବଡ ବଡ ଶିଳ୍ପପତିଙ୍କୁ ଧମକାଇ ବଟି ଆଦାୟ କରୁଥିଲେ।

ଏହି ଘଟଣାର ତଦନ୍ତ ଚାଲିଥିବାବେଳେ ଏହି ଗ୍ୟାଙ୍ଗରେ ଆଉ କେତେ ଜଣ ସଦସ୍ୟ ଅଛନ୍ତି, ସେମାନେ କେବେଠୁ  ଧମକାଇ ଟଙ୍କା ଆଦାୟ କରୁଥିଲେ ଓ କେତେ ଟଙ୍କା ଆଦାୟ କରିଛନ୍ତି ସେ ନେଇ ପୁଲିସ୍‌ ଖୋଳତାଡ଼ କରୁଥିବା ସୂଚନା ଦେଇଛନ୍ତି ପୁରୀ ଏସ୍‌ପି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story