ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର ଦିନକ ପରେ ଆକ୍ସନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ଓ ଆହାର କେନ୍ଦ୍ରକୁ ଯାଉଛନ୍ତି ମନ୍ତ୍ରୀ ଏବଂ ଅଫିସର୍। ମଧ୍ୟାହ୍ନ ଭୋଜନ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଛି ଆକ୍ସନ। ତେବେ କାହିଁକି ମୁଖ୍ୟମନ୍ତ୍ରୀ ହଠାତ୍ ଏଭଳି ନିର୍ଦ୍ଦେଶ ଦେଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ସମାଲୋଚନା କରି ବିରୋଧୀ କହିଛନ୍ତି ଏହା କେବଳ ଲୋକ ଦେଖାଣିଆ। ଯାହାର ଜବାବ ରଖି ଗଣଶିକ୍ଷାମନ୍ତ୍ରୀ କହିଛନ୍ତି ଯୋଜନାର ସୁଫଳ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ […]

4fv

4fv

Tapas Behera
  • Published: Wednesday, 23 October 2019
  • Updated: 23 October 2019, 08:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ଓ ଆହାର କେନ୍ଦ୍ରକୁ ଯାଉଛନ୍ତି ମନ୍ତ୍ରୀ ଏବଂ ଅଫିସର୍। ମଧ୍ୟାହ୍ନ ଭୋଜନ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଛି ଆକ୍ସନ। ତେବେ କାହିଁକି ମୁଖ୍ୟମନ୍ତ୍ରୀ ହଠାତ୍ ଏଭଳି ନିର୍ଦ୍ଦେଶ ଦେଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ସମାଲୋଚନା କରି ବିରୋଧୀ କହିଛନ୍ତି ଏହା କେବଳ ଲୋକ ଦେଖାଣିଆ। ଯାହାର ଜବାବ ରଖି ଗଣଶିକ୍ଷାମନ୍ତ୍ରୀ କହିଛନ୍ତି ଯୋଜନାର ସୁଫଳ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ରନ୍ଧା ଯାଇଥିବା ସୋୟାବିନ ତରକାରୀରେ ଭାସୁଛି ପୋକ।  ରେମୁଣା ବ୍ଲକ ଜଙ୍ଖରାଇ ଚଷାଖଣ୍ଡ ନୋଡାଲ ସ୍କୁଲରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି।

ତେବେ ଏ ଦୃଶ୍ୟ ନିଇତି ରାଜ୍ୟର କେଉଁଠି ନା କେଉଁଠି ଘଟୁଛି। ଏମିତିକି କିଛି ଦିନ ତଳେ ବିଜେଡି ବିଧାୟକ ମନହୋର ରନ୍ଧାରି ମଧ୍ୟ ସ୍କୁଲର ମଧ୍ୟାହ୍ନ ଭୋଜନରେ ଖାଲି ଭାତ ଦିଆଯାଉଥିବା ନେଇ ଭିଡିଓ ଭାଇରାଲ୍ କରିଥିଲେ । ତାହାଲେ ଏଠି ପ୍ରଶ୍ନ କାହିଁକି ପିଲାଙ୍କୁ ଦିଆଯାଉଛି ଏମିତି ନିମ୍ନମାନର ମଧ୍ୟାହ୍ନ ଭୋଜନ । ତଥ୍ୟ ଅନୁସାରେ ପ୍ରାଇମେରୀ ସ୍କୁଲର ପିଲା ପିଛା ଏ ବାଦବରେ ଦୈନିକ ୪ଟଙ୍କା ୯୩ ପଇସା ଓ ୧୦୦ ଗ୍ରାମ ଚାଉଳ ଦିଆଯାଉଛି । ସେହିପରି ଅପର ପ୍ରାଇମେରୀ ପିଲାଙ୍କ ପିଛା ୧୫୦ ଗ୍ରାମ୍ ଚାଉଳ ଓ ୭ ଟଙ୍କା ୩୬ ପଇସା ଖର୍ଚ୍ଚ କରାଯାଉଛି। ଗୋଟିଏ ପଟେ ଆକାଶ ଛୁଆଁ ପରିବା ଦର, ଅନ୍ୟପଟେ ପିଲା ପିଛା କମ୍ ଟଙ୍କା ଦିଆଯାଉଥିବାରୁ ଖାଦ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି।  ଯାହାକୁ ସ୍ୱୀକାର କରିଛନ୍ତି ଲମତାପୁଟ ବ୍ଲକ ଡାବୁଗୁଡ଼ା ସ୍କୁଲର ପ୍ରଧାନ ଶିକ୍ଷକ।

ସେପଟେ ଆଜି ବାଙ୍କିର ଏକ ଆହାର କେନ୍ଦ୍ର ଓ ୨ଟି ସ୍କୁଲକୁ ଯାଇ ଖାଦ୍ୟର ତଦାରଖ କରିଛନ୍ତି ରାଜସ୍ୱ ମନ୍ତ୍ରୀ । ସେହିପରି ମାଲକାନଗିରିର ଏକ ଆହାର କେନ୍ଦ୍ରକୁ ଯାଇ ଖାଦ୍ୟ ଅନୁଧ୍ୟାନ କରିଥିଲେ ଜିଲ୍ଲପାଳ । ସେପଟେ  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ନେଇ ବିରୋଧୀ ଲୋକଦେଖାଣିଆ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story