ମରୁଡ଼ିର ମୁକାବିଲା ପାଇଁ ଆକ୍ସନ ପ୍ଲାନ- କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ପହଞ୍ଚିବ ପାଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଶ୍ରାବଣ ମାସରେ ବି ନିଦାଘ ଖରା। ମୌସୁମୀ ଖେଳୁଛି ଲୁଚକାଳି ଖେଳ। ରାଜ୍ୟରେ ଶୁଭିବାକୁ ଲାଗିଲାଣି ଆସନ୍ନ ମରୁଡିର ପଦଧ୍ୱନୀ ।  ଯେଉଁ ସମୟରେ ସବୁଜ ଧାନ କ୍ଷେତ ପବନରେ ଲହଡ଼ି ମାରିବା କଥା ସେହି ସମୟରେ ବର୍ଷା ଅଭାବରୁ ମାଟି ଫାଟି ଆଁ କଲାଣି । ମରିବାକୁ ବସିଲାଣି ଧାନ ଗଛ । ହେଲେ ରାଜ୍ୟରେ ସମ୍ଭାବ୍ୟ ମରୁଡି ସ୍ଥିତିରୁ ଚାଷୀକୁ ମୁକୁଳାଇବା ପାଇଁ ପ୍ରସ୍ତୁତ ହୋଇଛି  ଆକ୍ସନ ପ୍ଲାନ୍ । ନିଅଣ୍ଟିଆ […]

drought

drought

Niharika Rout
  • Published: Monday, 23 August 2021
  • Updated: 23 August 2021, 03:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଶ୍ରାବଣ ମାସରେ ବି ନିଦାଘ ଖରା। ମୌସୁମୀ ଖେଳୁଛି ଲୁଚକାଳି ଖେଳ। ରାଜ୍ୟରେ ଶୁଭିବାକୁ ଲାଗିଲାଣି ଆସନ୍ନ ମରୁଡିର ପଦଧ୍ୱନୀ ।  ଯେଉଁ ସମୟରେ ସବୁଜ ଧାନ କ୍ଷେତ ପବନରେ ଲହଡ଼ି ମାରିବା କଥା ସେହି ସମୟରେ ବର୍ଷା ଅଭାବରୁ ମାଟି ଫାଟି ଆଁ କଲାଣି । ମରିବାକୁ ବସିଲାଣି ଧାନ ଗଛ । ହେଲେ ରାଜ୍ୟରେ ସମ୍ଭାବ୍ୟ ମରୁଡି ସ୍ଥିତିରୁ ଚାଷୀକୁ ମୁକୁଳାଇବା ପାଇଁ ପ୍ରସ୍ତୁତ ହୋଇଛି  ଆକ୍ସନ ପ୍ଲାନ୍ ।

ନିଅଣ୍ଟିଆ ବର୍ଷାର ମୁକାବିଲା ପାଇଁ ଋଣନୀତି ପ୍ରସ୍ତୁତ ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି।  ଯଦି ଆଗକୁ ବର୍ଷା ନ ହୋଇ ମରୁସ୍ଥିତି ସ୍ଥିତି ସୃଷ୍ଟି ହୁଏ ତେବେ ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି ।

https://twitter.com/IPR_Odisha/status/1429748216782725122?s=20

କୃଷି ସଚିବ ଏସ.କେ ବଶିଷ୍ଟଙ୍କ କହିବାନୁଯାୟୀ, ଯେଉଁଠି କମ୍‌ ବର୍ଷା ହୋଇଛି ସେଠି ଉଠା ଜଳସେଚନ ପଏଣ୍ଟ ସକ୍ରିୟ କରାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରତି ପାଣି ପଞ୍ଚାୟତରେ ଜଳସେଚନକୁ ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ । ଅନ୍ୟ ଜଳସେଚନ ସୁବିଧାକୁ ଆହୁରି ସକ୍ରିୟ କରାଯିବ । ସମସ୍ତ କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚିବା ଆବଶ୍ୟକ ।

କେନାଲର ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କମ୍‌ ବୃଷ୍ଟିପାତ ଥିବା ବ୍ଲକମାନଙ୍କରେ ଅଣଧାନ ଚାଷ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଆବଶ୍ୟକ ବିହନ ଓ ମଂଜି ଯୋଗାଇବାକୁ ରାଜ୍ୟ ବିହନ ନିଗମକୁ ନିର୍ଦ୍ଦେଶ ଦିଆଯାଇଛି । କୃଷି ଶ୍ରମିକମାନଙ୍କୁ ମନରେଗା ଓ ଅନ୍ୟ ସରକାରୀ ଯୋଜନାରେ ସାମିଲ କରାଯାଇ କାମ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଅପରପକ୍ଷେ, ରାଜ୍ୟରେ ଆସନ୍ନ ମରୁଡି ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି ଦଳ । ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରେସମିଟ୍ କରି କହିଛନ୍ତି, ରାଜ୍ୟର ବିଭିନ୍ନ ମରୁଡି ପ୍ରବଣ ଅଞ୍ଚଳକୁ ଯିବେ ବିଜେପି ପ୍ରତିନିଧି ଦଳ । ଏଥିପାଇଁ ୪ଟି କମିଟି ଗଠନ ହୋଇଛି ।

https://twitter.com/IPR_Odisha/status/1429748300576559105?s=20

ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ନେତୃତ୍ୱରେ ଗଠିତ ହୋଇଛି ୪ଟି କମିଟି । ଏହି ଟିମ୍‌ ମରୁଡ଼ି ଅଞ୍ଚଳ ଗସ୍ତ କରି ରାଜ୍ୟ କମିଟିକୁ ଏକ ରିପୋର୍ଟ ପ୍ରଦାନ କରିବ । ତା’ ପରେ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜନୈତିକ ଖସଡ଼ା ପ୍ରସ୍ତୁତ କରାଯିବ।

ରାଜ୍ୟ ସରକାର ମରୁଡ଼ି ପରିସ୍ଥିତିକୁ ଗୁରୁତର  ସହ ନେଇ ଟାସ୍କ ଫୋର୍ସ ଗଠନ କରନ୍ତୁ । ତୁରନ୍ତ ଚାଷୀଙ୍କୁ ପାଣି ଯୋଗାଇ ଦେବାକୁ ଦାବି କରିଛି ବିଜେପି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story